Browsing Category
ରାଜ୍ୟ
ପହଣ୍ଡି ଅଘଟଣ: ପ୍ରତିକାର ପୂଜା କରିବେ ରାଜ୍ୟ ସରକାର
ପୁରୀ: ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରତିକାର ପୂଜା ବିଧି ପାଇଁ ମୁକ୍ତି ମଣ୍ଡପ ପଣ୍ଡିତ ସଭା…
ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ; ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷିବ
ଭୁବନେଶ୍ବର: ଅବପାତରେ ପରିଣତ ହୋଇଛି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ । ଫଳରେ ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ତେବେ…
ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା
କଟକ: ଏଣିକି ସବୁ ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ପତନ୍ତ୍ର ବ୍ୟବସ୍ଥା ରହିବ । ଏନେଇ ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗଙ୍କ ପାଇଁ ସିନେମା ହଲରେ ସିନେମା ପ୍ରଦର୍ଶନର…
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସଆଇ
ବାରିପଦା: ଭିଜିଲାନ୍ସ ଜାଲରେ ଟାଉନ ଥାନା ଏଏସଆଇ । ୬ ହଜାର ଲାଞ୍ଚ ନେଇ ଧରାପଡିଲେ ଏଏସଆଇ ରାମଚନ୍ଦ୍ର ସୋରେନ୍ । ବାରୁଣିରୋଡ୍ ସ୍ଥିତ ଭଡ଼ାଘରେ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସଆଇ । ଏକ…
ହରିଦାସପୁର- ପାରାଦ୍ବୀପ ଦ୍ଵିତୀୟ ରେଳ ଲାଇନ ପାଇଁ ବୈଜୟନ୍ତଙ୍କ ପ୍ରସ୍ତାବ
ଭୁବନେଶ୍ୱର: ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍ ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ l ଏନେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବୈଜୟନ୍ତ l…
ଆଉ ବର୍ଷେ ବଢିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନା
ଭୁବନେଶ୍ବର: ବଢିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନା । କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାକୁ ଆଉ ଏକ ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର । ଏହାର…
ପୁଣି ସଂଶୋଧନ ହେବ ବିଶ୍ବବିଦ୍ୟାଳୟ ଆଇନ, ଫେରିବ ସିନେଟ୍
ଭୁବନେଶ୍ବର: ପୁଣି ସଂଶୋଧନ ହେବ ୨୦୨୦ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ୍ । ଗୃହରେ ବିଜେଡି ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ…
ବିଜେଡି ସରକାରଙ୍କର ‘ନୂଆ ଓ’ରେ ପଡିଲା ପୂର୍ଣ୍ଣଚ୍ଛେଦ
ଭୁବନେଶ୍ବର: ବନ୍ଦ ହେଲା ନବୀନ ସରକାରଙ୍କର ‘ନୂଆ ଓ’ । ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର ।
ଶୁକ୍ରବାର ପୂର୍ବ ସରକାରଙ୍କ ‘ନୂଆ ଓ’ ତଥା ନୂତନ ଉନ୍ନତି…
ଧର୍ମଶାଳା…ହିମାଂଶୁ ବନାମ ପ୍ରଣବ
ଭୁବନେଶ୍ବର: ହିମାଂଶୁ ସାହୁ ବନାମ ପ୍ରଣବ ବଳବନ୍ତରାୟ । ବିଧାୟକ ବନାମ ପୂର୍ବତନ ବିଧାୟକ । ଦୁଇ ନେତାଙ୍କ ମଧ୍ୟରେ ତୁ ତୁ ମେ ମେ କୁ ନେଇ ଉଠୁଛି ପଡୁଛି ଧର୍ମଶାଳା ରାଜନୀତି। କେତେବେଳେ ସ୍ବର୍ଗତ…
‘ସେବା, ସ୍ୱାଭିମାନ ସଂଗ୍ରାମ ଓ ସଚେତନତା ଆମର ଆଦର୍ଶ’
ଭୁବନେଶ୍ୱର: ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା ହେଉଛି ବିଜୁ ଜନତା ଦଳର ଆଦର୍ଶ । ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳଗତ ୨୭ ବର୍ଷ ଧରି ଓଡିଶା ବାସୀଙ୍କ ସେବା କରିଆସୁଛି । ଛାତ୍ର,…