Browsing Category
ରାଜ୍ୟ
ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ସୁରକ୍ଷା ବ୍ୟାରିକେଡ଼
ଭୁବନେଶ୍ବର: ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ୍ । ପୂର୍ବରୁ ବିଜେଡି ସରକାରଙ୍କ ସମୟରେ ଭୁବନେଶ୍ୱର ୟୁନିଟ୍ ୬ରେ ଥିବା କ୍ୱାର୍ଟର ନଂ ଭିଆଇଆର ୭ର ଆଗରେ ବ୍ୟାରିକେଡ୍…
ଓଡିଶା ଛୁଇଁଲାଣି ମୌସୁମୀ ବାୟୁ, ହେଲେ କଲବଲ କରୁଛି ତାତି ଓଡିଶାପାଣିପାଗମୁଖ୍ୟ ଖବର
ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାକୁ ଛୁଇଁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାତିରୁ ମିଳିଲାନି ଆଶ୍ବସ୍ତି । ରାଜ୍ୟରେ ଏବେ ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହକୁ ଅସହ୍ୟ ଗୁଳୁଗୁଳି ।…
କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବାପରେ ମହାପ୍ରଭୁ ଜଗନ୍ନାଥଙ୍କ ପୂଜର୍ଚ୍ଚନା କଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ମୋଦି ସରକାରର ତୃତୀୟ ପାଳିରେ ପୁଣିଥରେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲାପରେ ଆଜି ନୂଆଦିଲ୍ଲୀ ହଜଖାସ…
ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ
ଭୁବନେଶ୍ବର: ପଦରୁ ଇସ୍ତଫା ଦେଲେ ଭକ୍ତ ଚରଣ ଦାସ । ଚଳିତ ନିର୍ବାଚନରେ କଂଗ୍ରେସ ଦଳର ଖରାପ ପ୍ରଦର୍ଶନ ପରେ ଆଜି ନିଜର ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ…
ଶପଥ ପରେ ମୋଦୀଙ୍କ ପ୍ରଥମ ଦସ୍ତଖତ, ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା
ନୂଆଦିଲ୍ଲୀ: ଶପଥ ପରେ ମୋଦୀଙ୍କ ପ୍ରଥମ ଦସ୍ତଖତ । କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଯିବା ନେଇ ଜାରି କଲେ ନିର୍ଦ୍ଦେଶନାମା । ଗତକାଲି ଶପଥ ଗ୍ରହଣ ପରେ ଆଜି ପ୍ରଧାନମନ୍ତ୍ରୀ ପ୍ରଥମ ଫାଇଲରେ ନିଜର…
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଓଡିଶାର ୩ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ବର: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବା ପରେ ଆରମ୍ଭ ହୋଇଛି ମୋଦି ସରକାର ୩.୦ ।…
ଅବସର ପରେ କ’ଣ କରିବେ ପାଣ୍ଡିଆନ? କହିଲେ କିଛି ଏମିତି……
ଭୁବନେଶ୍ୱର: ଚଳିତ ନିର୍ବାଚନ ରାଜ୍ୟ ରାଜନୀତିରେ ଆଣିଦେଇଛି ଘୂର୍ଣ୍ଣିଝଡ଼ | ନିରଙ୍କୁଶ ବିଜେଡି ସରକାର ହାତରୁ ଶାସନ ଭାର ଛଡାଇନେଇଛି ବିଜେପି | ଏ ସବୁପାଇଁ ଦାୟୀଥିଲେ କାଳେ ବିଜେଡି ନେତା ଭି…
ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଢୁଛି ଉତ୍କଣ୍ଠା, ଦିଲ୍ଲୀରୁ ଫେରି କିଛି ଏମିତି କହିଲେ ସୁରେଶ ପୂଜାରୀ…….
ଭୁବନେଶ୍ବର: ରବିବାର ସରିଯାଇଛି ମୋଦୀ ସରକାରଙ୍କ ତୃତୀୟ ପାଳି ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ । ଏହାରି ଭିତରେ ଓଡିଶାର ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ନିଯୁକ୍ତ ହୋଇଛନ୍ତି ଦୁଇଜଣ ପର୍ଯ୍ୟବେକ୍ଷକ…
୧୨ ତାରିଖରୁ ପର୍ଯ୍ୟଟକଙ୍କୁ ମନା ଶିମିଳିପାଳ
ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଜୁନ୍ ୧୨ ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଅକ୍ଟୋବର ମାସ ପର୍ଯ୍ୟନ୍ତ ପରିଦର୍ଶକମାନଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ବର୍ଷା ଋତୁ ଆସୁଥିବାରୁ…
ଓଡିଶାରୁ କିଏ କେନ୍ଦ୍ରମନ୍ତ୍ରୀ ?
ଭୁବନେଶ୍ବର: ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ କିଏ ? ଉଭୟ ବିଧାନସଭା ଓ ଲୋକସଭାରେ ଏଥର ବିଜେପିକୁ ମନଖୋଲି ଆଶୀର୍ବାଦ କରିଛନ୍ତି ଓଡିଶା ଭୋଟର । ପ୍ରଥମ ଥର ପାଇଁ ରାଜ୍ୟରେ ୨୦ଟି ଲୋକସଭା ଆସନ…