Browsing Category
ରାଜ୍ୟ
ପଶ୍ଚିମ ଓଡିଶା ପାଇଁ ଦୁଇ ଦଳର କସରତ; କାହାକୁ ବାଛିବେ ଜନତା ?
ଭୁବନେଶ୍ୱର: ୧୧ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମ ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର!-->…
ବିଶ୍ଵ ଦେଖିଲା ଓଡ଼ିଆ ଝିଅ ବର୍ଣ୍ଣାଳୀଙ୍କ ଦମଦାର ଭାଷଣ;ଖୁଶିରେ ଗଦ ଗଦ ହେଲେ ରାଜନାଥ
କଟକ: କଟକ ତଥା ସମଗ୍ର ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ଝିଅ ବର୍ଣ୍ଣାଳୀ ସାହୁ । ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ‘ବୀର ଗାଥାର ତୃତୀୟ ସଂସ୍କରଣ’!-->…
ଜାଣନ୍ତୁ ଲକ୍ଷ୍ମୀ ନାରାୟଣ ଯୋଗ କଣ ? ଏହା କେଉଁ କେଉଁ ରାଶିଙ୍କ ପାଇଁ ଆଣିବ ଶୁଭ ଖବର
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ଚଳନ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ଫେବୃଆରୀ ମାସରୁ କିଛି ରାଶିଙ୍କ ଭାଗ୍ୟରେ ବଦଳିବାକୁ ଯାଉଛି। ଫେବୃଆରୀ ମାସରେ ଶୁକ୍ର ଏବଂ ବୁଧ!-->…
ଅମୃତ ପିଢିଙ୍କ ମଧ୍ୟରେ ରାଷ୍ଟ୍ର ନିର୍ମାଣର ଚେତନା ଜାଗ୍ରତ କରୁଛି ‘ବୀରଗାଥା’
ପ୍ରୋଜେକ୍ଟ ବୀରଗାଥା’ ଆମର ଅମୃତପିଢିଙ୍କ ମଧ୍ୟରେ ଦେଶଭକ୍ତିର ଭାବନା, କର୍ତ୍ତବ୍ୟବୋଧ ଏବଂ ରାଷ୍ଟ୍ର ନିର୍ମାଣର ଚେତନା ଜାଗ୍ରତ କରିବାର ଏକ ସଶକ୍ତ ମାଧ୍ୟମ ବୋଲି ସାଧାରଣତନ୍ତ୍ର ଦିବସର!-->…
ଦେଶ ପାଳନ କରୁଛି 75ତମ ସାଧାରଣତନ୍ତ୍ର ଦିବସ
ଆଜି ଦେଶ ପାଳନ କରୁଛି 75ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀଠୁ ପଲ୍ଲୀ ଏନେଇ ସବୁଠି ଉତ୍ସବର ମାହୋଲ୍। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ମେଢ। ସେପଟେ ସାଧାରଣତନ୍ତ୍ର ଦିବସ!-->…
ନୂଆ-ଓ’ ଆଳରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧକାର କରିବାର ସରକାରୀ ଧମକ ଦିଆଯାଉଛି: ଅନିଲ ବିଶ୍ୱାଳ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଏ ଅଧିକାର କିଏ ଦେଲା ଯେ, ସରକାର ନିଜର ପ୍ରଚାର ପ୍ରସାର ପାଇଁ ସମଗ୍ର ଓଡିଶାର କଲେଜର ପାଠପଢା ଓ ପରୀକ୍ଷାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇପାରିବେ? ଓଡିଶାର!-->…
ଥରୁଛି ଓଡିଶା, ଶୀତ ଦିନେ ଥରାଉଛି ବର୍ଷା !
ଶୀତ ଦିନେ ଥରାଉଛି ବର୍ଷା । କେଉଁଠି ଝିପିଝିପି ତ ଆଉ କେଉଁଠି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ବର୍ଷା ସାଙ୍ଗକୁ କୋହଲା ପାଗ କରୁଛି କଲବଲ । ଗତ ତିନି ଦିନ ହେବ ରାଜ୍ୟରେ ଏମିତି ପାଗ!-->…
ଦକ୍ଷତା ବିକାଶକୁ ନୂଆ ଶିଖରକୁ ନେବା ପାଇଁ ପ୍ରେରିତ କରିବ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦକ୍ଷତା ବିକାଶ ଏବଂ!-->…
ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ
ଭବାନୀପାଟଣା: ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି।!-->…