Browsing Category

ରାଜ୍ୟ

କୁହୁଡ଼ି ନେଇ ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ

ଭୁବନେଶ୍ବର: ଆଗାମୀ  ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ଘନକୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ  ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାର

ଯାତ୍ରାପାର୍ଟି ଗାଡି ଓଲଟିବା ଘଟଣା, ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ଵର: ମୟୁରଭଞ୍ଜର ଦ୍ବାରଶୁଣି ଘାଟିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ

ୱାର୍ଲଡ୍ ରେକର୍ଡ କଲା ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ବାଲୁକା କଳା

ଅଯୋଧ୍ୟା: ଆଉ ଏକ କୀର୍ତ୍ତିମାନ ଅର୍ଜନ କରିଛନ୍ତି ଓଡ଼ିଶାର ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଭବ୍ୟ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ବାଲୁକା କଳାରେ ଶୋଭା ପାଉଛନ୍ତି ପ୍ରଭୁ ଶ୍ରୀରାମ

ଅଯୋଧ୍ୟା: ରାମ ମୟ ଦେଶ । ରାମଙ୍କ ଭକ୍ତିରେ ଦେଶବାସୀ । ସେଥିପାଇଁ ଖୁବ ଜୋରସୋରରେ ଚାଲିଛି ସାଜ୍ଜସଜ୍ଜା । ଏହାରି ଭିତରେ ୫୦୦ ମିନିଚର୍ ବ୍ୟବହାର କରି ଭଗବାନ ଶ୍ରୀରାମଙ୍କ ୨୩ ଫୁଟର ବାଲୁକା

ଧାମରା ମୋବିଲ ଡିପୋରେ ନିଆଁ, ୨ ଘଣ୍ଟା ପରେ ନିଆଁ ଆୟତ୍ତ; ତଦନ୍ତ ଜାରି

ଧାମରା : ଧାମରାରେ ଥିବା ଏକ ମୋବିଲ ଡିପୋରେ ନିଆଁ ଲାଗିଛି। କେଉଁ ପରିସ୍ଥିତିରେ ଏହି ଡିପୋରେ ନିଆଁ ଲାଗିଲା ତାହାର ବିଦ୍ଧିବଦ୍ଧ ତଦନ୍ତ ଦାବୀ କରିଛନ୍ତି ଅଂଚଳବାସୀ । ସବୁଠାରୁ ରୋଚକର ବିଷୟ

ପେଟ୍ରୋଲ ପମ୍ପରୁ ଲୁଟ୍‌

ପେଟ୍ରୋଲ ପମ୍ପରୁ ଲୁଟ୍‌ । ସିଗାରେଟ୍‌ ଟାଣିବାକୁ ମନା କରିବାରୁ ଦୁର୍ବୃତ୍ତଙ୍କ ଉନ୍ମତକାଣ୍ଡ । ମେସିନ ଭାଙ୍ଗିବା ସହ ୨୦ ହଜାର ଟଙ୍କା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ । ସୋନପୁର ଜିଲ୍ଲା

25 ରୁ ବର୍ଷା; ପାଣିପାଗ ବିଭାଗର ସୂଚନା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଯାଉଛି । ସକାଳୁ ସକାଳୁ ଗାଡି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଘନ କୁହୁଡି କାରଣରୁ ରାତିର

କାହିଁକି ଘରେ ଘରେ ପାଳନ କରାଯାଏ ଶାମ୍ବ ଦଶମୀ ; ଜାଣନ୍ତୁ ଏହାର ବିଶେଷତ୍ୱ

ଭୁବନେଶ୍ଵର: କେଉଁ ଆଦିମ ଓ ବୈଦିକ କାଳରୁ ଆଦିଦେବତା ଭାବରେ ସୂର୍ଯ୍ୟ ଉପାସିତ ହୋଇ ଆସିଛନ୍ତି। ସେ ହିଁ ପୃଥିବୀର ସକଳ ଶକ୍ତିର ଆଧାର। ତେଣୁ ଗୃହାଙ୍ଗନଠାରୁ ମନ୍ଦିର ପର୍ଯ୍ୟନ୍ତ, ସର୍ବତ୍ର

ଘନ କୁହୁଡି ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ଉପକୂଳ ଓଡିଶାର ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ସକ୍ରିୟ ରହିଛି। ଏଥିପାଇଁ ଉପକୂଳ ଏବଂ ଏହାର ପାଶ୍ବବର୍ତ୍ତୀ ଅଞ୍ଚଳରେ ଘନ କୁହୁଡି ଦେଖାଦେଇଛି। ଘନ କୁହୁଡି ନେଇ ଶନିବାର ପାଇଁ

ପରଲୋକରେ କଂଗ୍ରେସର ଟାଣୁଆ ନେତା ଜୟନାରାୟଣ

ବାଲେଶ୍ବର: ଆରପାରିରେ ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତି । ଅସୁସ୍ଥ ହୋଇ କିଛି ଦିନ ପୂର୍ବେ ଭୁବନେଶ୍ୱର ସ୍ଥିତ ଏମସରେ ଚିକିତ୍ସାଧୀନ ଥିଲେ । ଆଜି ସକାଳେ