Browsing Category
ରାଜ୍ୟ
ଶ୍ରୀମନ୍ଦିର ଗଲେ ଭାଙ୍ଗିଯାଏ ପ୍ରେମ ସମ୍ପର୍କ; ଏମିତି କହି ବିବାଦରେ ୟୁଟ୍ୟୁବର ଶୁଭଙ୍କର ମିଶ୍ର…
ଭୁବନେଶ୍ୱର: କୋଟି ଓଡ଼ିଆଙ୍କ ମଉଡ଼ମଣୀ ଓ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ବର୍ତ୍ତମାନ ମହାବାହୁଙ୍କ ଶ୍ରୀମନ୍ଦିରକୁ ନେଇ ସୋସିଆଲ୍ ମିଡିଆରେ ଭୁଲ୍ ତଥ୍ୟ ଉପସ୍ଥାପନ କରାଯାଇଛି ।…
ମହାବିଦ୍ୟାଳୟଗୁଡିକୁ ଜବରଦଖଲମୁକ୍ତ କରିବା ଲାଗି ସବୁ ଜିଲ୍ଲାପାଳଙ୍କୁ କଡା ନିର୍ଦ୍ଦେଶ
ଭୁବନେଶ୍ବର: ରାଜ୍ୟର ସମସ୍ତ କଲେଜରୁ ହଟିବ ଜବରଦଖଲ । ସବୁ ଜିଲ୍ଲାପାଳଙ୍କୁ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରିବା ଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି…
ଓଡିଶା ବିଧାନସଭାରେ ବଙ୍ଗାଳୀ ଯୁକ୍ତି…
ଭୁବନେଶ୍ୱର: ଓଡିଶା ବିଧାନସଭାରେ ଫୁର୍ ହେଲା ଓଡିଆ ଅସ୍ମିତା। ଶୁଭିଲା ବଙ୍ଗାଳୀ ଭାଷା। ବଙ୍ଗାଳୀରେ ଯୁକ୍ତି କଲେ ବିଧାୟକ। ରଣେନ୍ଦ୍ରଙ୍କୁ କଡା ଜବାବ ଦେଲେ ସିଦ୍ଧାନ୍ତ। ଆଜି ବିଧାନସଭାରେ ରୋଚକ…
ବାରବାଟୀ ଷ୍ଟାଡିୟମକୁ ବିଶ୍ଵସ୍ତରୀୟ କରିବାକୁ ଦାବି କଲେ ବିଧାୟିକା
ଭୁବନେଶ୍ଵର: ବାରବାଟୀ ଷ୍ଟାଡିୟମକୁ ବିଶ୍ଵସ୍ତରୀୟ କରାଯାଉ । ଆଜି ବିଧାନସଭାରେ ଏଭଳି ଦାବି ଉଠାଇଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ । ସେ କହିଛନ୍ତି ଯେ, ପୂର୍ବତନ ସରକାରରେ ବିଶ୍ୱସ୍ତରୀୟ…
୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ – ଧର୍ମେନ୍ଦ୍ର…
ନୂଆ ରୂପ ନେବ ଦେବ୍ରିଗଡ଼ ଅଭୟାରଣ୍ୟ
*୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ - ଧର୍ମେନ୍ଦ୍ର ପ୍ରଧାନ*
• ଏଥିପାଇଁ ପ୍ରସ୍ତୁତ…
ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ: ଜୟ ଜଗନ୍ନାଥରୁ ବିଧାସଭାରେ ଅଭିଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି
ଭୁବନେଶ୍ଵର: ଓଡ଼ିଶା ଇତିହାସରେ ଯୋଡ଼ି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ। ଐତିହାସିକ ମୂହୂର୍ତ୍ତର ମୂକସାକ୍ଷୀ ପାଲଟିଲା ବିଧାନସୌଧ। ପ୍ରଥମ ଥର ପାଇଁ ବିଧାନସଭାକୁ ସମ୍ବୋଧନ କଲେ ମହାମହିମ। ବିଧାନସଭାରେ…
ରାଜଭବନରେ କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କଲେ ରାଷ୍ଟ୍ରପତି
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଭୁବନେଶ୍ୱରର ରାଜଭବନ ପରିସରରେ ସେ କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କରିଛନ୍ତି।…
ପୁଣି ଥରେ ଫେରିଲା ଶୀତ;୪ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ତଳେ
ଭୁବନେଶ୍ୱର:ପୁଣି ରାଜ୍ୟକୁ ଫେରିଛି ଶୀତ । କନ୍ଧମାଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି । ୧୯ତାରିଖ ଠାରୁ ପାରଦ ପୁଣି ବଢ଼ିବାରେ ଲାଗିଥିଲା । ୧୫ଟି ସ୍ଥାନର…
କଇଁଛଙ୍କ ଅଣ୍ଡାଦାନ ପାଇଁ ଜାରି ହେଲା କଟକଣା
ଭୁବନେଶ୍ୱର: ଶୀତର ଆଗମନ ସହିତ ଓଡ଼ିଶା ଉପକୂଳ ଏବେ ବିଦେଶୀ ଅତିଥି ଅଲିଭ ରିଡଲେ କଇଁଛଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ସମୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ଋତୁ ଚାଲିଥିବାବେଳେ ଗଭୀର…
କାର୍ଯ୍ୟରେ ଅବହେଳା ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ, ବନ୍ଦ ହେଲା ୯୧ ସରକାରୀ ଅଧିକାରୀଙ୍କ ଦରମା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ ନକରିଵାରୁ କଟକର ୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ…