Browsing Category
ରାଜ୍ୟ
ବାହାରିଲା ଓଜେଇଇ ପରୀକ୍ଷା ଫଳ; ଜାଣନ୍ତୁ, କିଏ ହେଲେ ଟପ୍ପର
ଭୁବନେଶ୍ୱର : ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । ବୈଷୟିକ ଶିକ୍ଷାମନ୍ତ୍ରୀ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚିତ କରିଛନ୍ତି । । ୫୫୯୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮୭୮୩ ଜଣ ପାଇଛନ୍ତି ରାଙ୍କ!-->…
ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ବିଶ୍ୱ ପାଣିପାଗ ସଂଗଠନର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଂଗଠନ!-->…
ରାଜ୍ୟରେ ଖୋଲିବ ଆଉ ଏକ ଘରୋଇ ମେଡିକାଲ କଲେଜ
ଭୁବନେଶ୍ୱର: ରାଜ୍ୟରେ ଆଉ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବ। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ ବା ଏନଏମସି ଅନୁମତି ପ୍ରଦାନ କରିଛନ୍ତି। ଏହି ନୂଆ କଲେଜଟି ରାଜ୍ୟର ଅନ୍ୟତମ!-->…
ବିଶ୍ୱର ୧ନଂ ଧନୀରେ ଏମାନଙ୍କୁ ପଛରେ ପକାଇଲେ ମସ୍କ
ପୁଣି ଥରେ ବିଶ୍ୱର ଧନୀ ତାଲିକାର ୧ନଂ ସ୍ଥାନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି ଏଲନ ମସ୍କ । ଟେସଲା, ସ୍ପେଶଏକ୍ସ ତଥା ଟ୍ୱିଟର ମାଲିକ ଏଲନ ମସ୍କ ଏହି ରେସ୍ରେ ଫ୍ରାନ୍ସର ଉଦ୍ୟୋଗପତି ତଥା!-->…
ବିରୋଧୀ ଏକତାରେ ଫାଟ: କଂଗ୍ରେସ-ଟିଏମସି ମୁହାଁମୁହିଁ …
ପଶ୍ଚିମବଙ୍ଗରେ ଭାଜପା ବିରୋଧରେ ଏକତା ଅଭିଯାନରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଟିଏମସି ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ଜଣେ କଂଗ୍ରେସ ବିଧାୟକ!-->…
୧୮ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ସୋମବାର ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୮ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ!-->…
୨୦୨୩ ଶେଷ ସୁଦ୍ଧା ଭୁବନେଶ୍ୱରରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ କାମ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ
ରାଜଧାନୀ ଭୁବନେଶ୍ୱରର ମାଟିରେ ଦୌଡିବ ମେଟ୍ରୋ ଟ୍ରେନ୍ । ଚଳିତବର୍ଷ(୨୦୨୩) ଶେଷ ସୁଦ୍ଧା ଭୁବନେଶ୍ୱରରେ ଏହି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର!-->…
ଗାଙ୍ଗୁଲିଙ୍କୁ ମିଳିଲା ନୂଆ ଦାୟିତ୍ୱ
ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲି ବିଜେପି ଶାସିତ ରାଜ୍ୟ ତ୍ରିପୁରାର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି। ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମଙ୍ଗଳବାର!-->…
ସୁଶାନ୍ତ-ବବିଙ୍କୁ ନବୀନ ନିବାସ ଡାକି ବର୍ଷିଲେ ସୁପ୍ରିମୋ
ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବାକୁ ନେଇ ଭଟଲି ବିଧାୟକ ସୁଶାନ୍ତ ସିଂ ନିଜର ସମର୍ଥକମାନଙ୍କ ମାଧ୍ୟମରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି!-->…
୨୦୦୦ ଟଙ୍କିଆ ବଦଳାଇବା ନେଇ ଆବେଦନକାରୀଙ୍କ ଯୁକ୍ତି, ଦୁର୍ନୀତିଗ୍ରସ୍ତଙ୍କର ହେବ ଲାଭ, ରାୟ ସଂରକ୍ଷଣ କଲେ ହାଇକୋର୍ଟ
ପରିଚୟ ପତ୍ର ନ ଦେଖି ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖି ଛନ୍ତି। ଆବେଦନକାରୀ କହିଛନ୍ତି , ପରିଚୟ ପତ୍ର ନ ଦେଖି ନୋଟ!-->…