Browsing Category

ରାଜ୍ୟ

୨ହଜାର ଟଙ୍କିଆ ନୋଟ ବନ୍ଦ ହୋଇଯିବାର ଖବର ଶୁଣିବା ପରେ ଦେବୀ ମା’ଙ୍କୁ ଭକ୍ତ ଅର୍ପଣ କଲେ ୮ଲକ୍ଷ ଟଙ୍କାର ୨ହଜାର…

ଦେଶରେ ୨ହଜାର ଟଙ୍କିଆ ନୋଟ ବନ୍ଦ ହେବାର ସୂଚନା ପରେ ହିମାଚଳପ୍ରଦେଶ କଙ୍ଗଗ୍ରା ଜିଲ୍ଲାରେ ଅବସ୍ଥିତି ମା’ ଜ୍ବାଳାମୁଖୀ ମନ୍ଦିରରେ ଜଣେ ଶ୍ରଦ୍ଧାଳୁ ଦୁଇ ହଜାର ଟଙ୍କାର ୪୦୦ ‌ନୋଟ ଅର୍ଥାତ ୮ଲକ୍ଷ

କଳା ଓ ବିଜ୍ଞାନରେ ନାମ ଲେଖାଇବେ ପିଲା

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ। ଏଥି ମଧ୍ଯରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟିରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ

ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ବେଧଡକ ଭାବେ ବଢୁଥିବା ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏହି କ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ

ଜଳିଗଲା ‘ମୋ ବସ୍’: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା ସ୍ମାର୍ଟ୍ ସିଟି ସହରର ଟି ସି ଆଇ ଛକ ନିକଟରେ ଜଳିଗଲା ‘ମୋ ବସ୍’। ତେବେ ବସରେ ବସିଥିବା ଯାତ୍ରୀମାନେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। କେଉଁ କାରଣରୁ ବସ ରେ ନିଆଁ ଲାଗିଲା ତାହା ସ୍ପଷ୍ଟ

ଭୁବନେଶ୍ବରରେ ଡ୍ରୋନ୍ ଯୋଗେ ପାଟ୍ରୋଲିଙ୍ଗ କରାଯିବ

ଡ୍ରୋନ ପାଟ୍ରୋଲିଙ୍ଗ ପାଇଁ ପ୍ରସ୍ତୁତ କମିଶନରେଟ ପୁଲିସ। ଏନେଇ ସୂଚନା ଦେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇ ଡେଫିନେସନ କ୍ଲାରିଟି ଥିବାରୁ, ଏରିଏଲ ଭ୍ୟୁ ପାଇଁ ଏହାକୁ

ସାବିତ୍ରୀ ଅମାବାସ୍ୟା:ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ କରୁଛନ୍ତି ପତ୍ନୀ

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । ଓଡ଼ିଶା ଏବଂ ଭାରତରେ ଅନ୍ୟ କିଛି ସ୍ଥାନରେ

ରାଜ୍ୟର ପ୍ରତ୍ୟେକ ବ୍ଲକକୁ ମିଳିବ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା: ୩୨୩ ଟି ଆମ୍ବୁଲାନ୍ସ ଲୋକାର୍ପିତ କଲେ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ ଜୀବନ

ମହାପ୍ରଭୁଙ୍କ ଦର୍ଶନ କଲେ ଦୁଇ କେନ୍ଦ୍ର ମନ୍ତ୍ରୀ

ପୁରୀ: ଆଜି ପୁରୀରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ। ୧୩୦ କିଲୋମିଟର ବେଗରେ ଯିବାକୁ ଥିବା ଏହି ଏକ୍ସପ୍ରେସକୁ ଭିଡିଓ କନ୍ଫେରେନସରେ ପତାକା ହଲାଇ ଶୁଭାରମ୍ଭ କରିବେ

ଆଜିଠୁ ଗଡ଼ିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍

ବହୁ ପ୍ରତୀକ୍ଷାର ହେବ ଅନ୍ତ । ଆଜିଠାରୁ ଓଡିଶାରେ ଗଡ଼ି ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ ରୁ ହାୱଡା ମଧ୍ୟରେ ଚଳାଚଳ କରିବ ଏହି ଟ୍ରେନ୍ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ

ଡିକେ ଶିବକୁମାରଙ୍କୁ ଦିଆଗଲା ଏଭଳି ପ୍ରସ୍ତାବ ! ଉପମୁଖ୍ୟମନ୍ତ୍ରୀ ପଦ ସହ ୬ଟି ବିଭାଗର ଦାୟିତ୍ୱ

କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଏବେ ବି ଆଲୋଚନା ଜାରି ରହିଛି | ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଦୁଇ ପ୍ରମୁଖ ଦାବିଦାର ପୂର୍ବତନ ମୁଖ୍ୟମନ୍ତ୍ରୀ