Browsing Category
education
ଏନସିଇଆରଟି ଦେଶର ଏକ ସାମୂହିକ ଶୈକ୍ଷିକ ଭଣ୍ଡାର- ଧର୍ମେନ୍ଦ୍ର ପ୍ରଧାନ
ନୂତନ ଏନସିଇଆରଟି ଅଡିଟୋରିୟମ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ
• ଆମାଜନ ପରେ ଏନସିଇଆରଟି ଏବଂ ଫ୍ଲିପକାର୍ଟ ମଧ୍ୟରେ ଏମଓୟୁକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା
• ଏନସିଇଆରଟି…
ସୈନିକ ସ୍କୁଲ-ଓଏମସିର ମାରାଥନ: ସିନିୟର ବିଭାଗରେ ବି.ପ୍ରସାଦ ଦୋରା ବିଜେତା
ଭୁବନେଶ୍ବର: ସୈନିକ ସ୍କୁଲ ଏବଂ ଓଏମସିର ମିଳିତ ଆନୁକୂଲ୍ୟରେ ରବିବାର ଅଷ୍ଟମ ବିଜୁ ମାରାଥନ ଅନୁଷ୍ଠିତ ହୋଇଯାଇଛି । କମୋଡ଼ର ମହେଶ ରହଙ୍ଗଡ଼ାଲେ, ଡ଼େପୁଟୀ ଡ଼ାଇରେକ୍ଟର ଜେନେରାଲ, ଏନ୍.ସି.ସି,…
କ୍ରିକେଟ, ଶୁଟିଂ, ଚେସରେ ସ୍ୱର୍ଣ୍ଣିମ ଅଧ୍ୟାୟ
ଆଖି ପିଛୁଳାକେ ୨୦୨୪ ହାତମୁଠାରୁ ଖସି ଯାଉଛି । ହାତଗଣତି ଦିନକ ପରେ ୨୦୨୫ ନୂଆ ଉନ୍ମାଦନା ନେଇ ପଂହଚିବ । ୨୦୨୪ରେ ଭାରତୀୟ କ୍ରୀଡା ପାଇଁ ଏକ ଭଲ ବର୍ଷ ଥିଲା କହିଲେ ଭୁଲ ହେବନି । ଟି୨୦ବିଶ୍ୱକପ,…
ଗର୍ଜିଲେ ଅଙ୍ଗନବାଡି କର୍ମୀ…ଶୁଣିବେ କି ସରକାର?
ଭୁବନେଶ୍ବର: ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ । ମିଶନ ଶକ୍ତି କର୍ମୀଙ୍କ ପରେ ଅଙ୍ଗନବାଡି କର୍ମୀଙ୍କ ଗର୍ଜନ । ସରକାରୀ କର୍ମଚାରୀ ମାନ୍ୟତା ସହ ବିଭିନ୍ନ ଦାବି ନେଇ ୫୦ହଜାରରୁ ଅଧିକ…
ଓଡ଼ିଶାର ସଂସ୍କୃତିର କେନ୍ଦ୍ରରେ ରହିଛି ଜଙ୍ଗଲ ଏବଂ ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ –…
ଓଡ଼ିଶା ଅଣଗେଜେଟେଡ୍ ବନ ସେବା ସଙ୍ଘ, ସମ୍ବଲପୁର ଜୋନ ର ସାଧାରଣ ପରିଷଦ ବୈଠକ - ୨୦୨୪ରେ କେନ୍ଦ୍ରମନ୍ତ୍ରୀ
• ସର୍ବଭାରତୀୟ ସ୍ତରରେ ଜଙ୍ଗଲ କ୍ଷେତ୍ରଫଳ ବା ଫରେଷ୍ଟ କଭରରେ ଓଡ଼ିଶା ହେଉଛି…
ବୁର୍ଲାରେ ଶିକ୍ଷାର ବ୍ୟାପକ ବିକାଶ ମାଧ୍ୟମରେ ସମ୍ବଲପୁରକୁ ଭାରତର ଅଗ୍ରଣୀ ଅଞ୍ଚଳରେ ପରିଣତ କରିବା –…
ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ
• ସମ୍ବଲପୁରରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ତିଆରି କରିବା ତଥା ଇଡକୋ ମାଧ୍ୟମରେ ବୁର୍ଲାରେ ଏକ ଆଧୁନିକ…
ଭାରତରେ ଜ୍ଞାନର ବ୍ୟବସାୟ ନୁହେଁ, ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି – ଧର୍ମେନ୍ଦ୍ର ପ୍ରଧାନ
ଆରାଇଜ୍ ସ୍କୁଲ ଶିକ୍ଷା ସମ୍ମିଳନୀ - ୨୦୨୪ରେ କେନ୍ଦ୍ରମନ୍ତ୍ରୀ
• ଅଟଳଜୀଙ୍କ ସର୍ବଶିକ୍ଷା ଅଭିଯାନ ଦ୍ୱାରା ସ୍ଥାପିତ ସାମାଜିକ ପରିବର୍ତ୍ତନର ପରମ୍ପରାକୁ ଆଗକୁ ବଢ଼ାଇବା ଆମର ଦାୟିତ୍ୱ
•…
ହାଇବ୍ରିଡ ମଡେଲରେ ଆୟୋଜିତ ହେବ ଚାମ୍ପିୟନ୍ସ ଟ୍ରଫି
ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ହାଇବ୍ରିଡ ମଡେଲରେ ହେବ ବୋଲି ସ୍ଥ୍ିର ହୋଇଛି । ଆଇସିସି ଏଥିନେଇ ମଂଜୁରୀ ପ୍ରଦାନ କରିଛି । ଏବେ ଏହି ଟୁର୍ଣ୍ଣାମେଂଟ ପାକିସ୍ତାନ ଓ ଦୁବାଇରେ…
ବର୍ଡର-ଗାଭାସ୍କର ଟ୍ରଫି: ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ବାଧାପ୍ରାପ୍ତ
ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଗାବାରେ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି । ଅଷ୍ଟ୍ରେଲିଆ…
ଡିଙ୍ଗ ଲିରେନ ଜାଣିଶୁଣି ହାରିଛନ୍ତି ବୋଲି ଅଭିଯୋଗ ଆଣିଲେ ପୂର୍ବ ବିଶ୍ୱ ଚାମ୍ପିୟନ
ସିଙ୍ଗାପୁର: ଭାରତର ଡି ଗୁକେଶ ସର୍ବକନିଷ୍ଠ ଚେସ ଖେଳାଳି ଭାବେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଥିବା ବେଳେ ପୂର୍ବତନ ବିଶ୍ୱ ଚାମ୍ପିୟନ ଭ୍ଲାଡିମିର…