Browsing Category

Top Stories

ଋଷ ଉପରେ ୟୁକ୍ରେନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ, ୧୫ ଆହତ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବେ ତୀବ୍ର ହେବାରେ ଲାଗିଛି । ଋଷର ଆକ୍ରମଣ ପରେ ବର୍ତ୍ତମାନ ୟୁକ୍ରେନ ମଧ୍ୟ ପ୍ରତିଶୋଧ ନେବା ଆରମ୍ଭ କରିଛି । ଗତକାଲି ରାତିରେ

ବାୟୁ‌ସେନାର ଯୋଦ୍ଧାଙ୍କ ଶରୀରରେ ଲାଗିଲା ଗୃହିଣୀଙ୍କ ହୃଦ୍‌ପିଣ୍ଡ

ନୂଆଦିଲ୍ଳୀ: ବୁଧବାର ସକାଳେ ଭାରତୀୟ ବାୟୁସେନାର ବିମାନରେ ଏକ ମଣିଷ ହୃଦ୍‌ପିଣ୍ଡ (ହାର୍ଟ)କୁ ନିଆଯାଇ ଆର୍ମି ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓ-ଥୋରାସିକ୍ ସାଇନ୍ସ (ଏଆଇସିଟିଏସ୍‌) ରେ ଭର୍ତ୍ତି

ଖୁସି ଖବର! ଏଣିକି ଚାଷୀଙ୍କୁ ଦିଆଯିବ ୧୨,୫୦୦ ଟଙ୍କା: PM Kisan Yojna ଯୋଜନାରେ ହେଉଛି ପରିବର୍ତ୍ତନ

ଦେଶର କୋଟି କୋଟି କୃଷକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆଣୁଛନ୍ତି କେନ୍ଦ୍ର ସରକାର । ପିଏମ କିସାନ ଯୋଜନାର ୧୪ତମ କିସ୍ତି ଆସିବାର ୩ ଦିନ ପୂର୍ବରୁ ଟ୍ୱିଟ କରି ଏକ ବଡ଼ ସୂଚନା ଦେଇଛନ୍ତି

ଖୁବ୍‌ ଶୀଘ୍ର ଆମେ ବିଦାୟ ଦେବୁ: ‘ଟୁଇଟର୍‌’ର ‘ବ୍ରାଣ୍ଡ୍‌’ ଓ ‘ଲୋଗୋ’ ପ୍ରସଙ୍ଗରେ ଏଲନ୍‌ ମସ୍କ୍‌ଙ୍କ ଆକସ୍ମିକ ସୂଚନା

ଖୁବ୍‌ ଶୀଘ୍ର ଆମେ ‘ଟୁଇଟର୍’ ‘ବ୍ରାଣ୍ଡ୍‌’ ଏବଂ ଧୀରେ ଧୀରେ ସବୁ ପକ୍ଷୀଙ୍କୁ ବିଦାୟ ଦେବୁ ବୋଲି ଆଜି ‘ଟୁଇଟର୍‌’ ମାଲିକ ଏଲନ୍‌ ମସ୍କ୍‌ ହଠାତ୍‌ ଏକ ରହସ୍ୟମୟ ‘ଟୁଇଟ୍‌’ କରି ସୂଚନା

IPS ସାଗରିକା ନାଥଙ୍କ ବାପା, ମା’ଙ୍କଠୁ ଲୁଟ୍‌; ଟଙ୍କା ଓ ସୁନା ଛଡ଼ାଇ ନେଲେ ଦୁର୍ବୃତ୍ତ

IPS ସାଗରିକା ନାଥଙ୍କ ବାପା, ମା’ଙ୍କୁ ଠାରୁ ଲୁଟ୍‌ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଜଣାପଡ଼ିଛି।

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ଅର୍ଥାତ ମେ ୩୦ରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁଛି । ମୌସୁମୀ ସାଧାରଣତଃ ମେ ୨୦-୨୨ ମଧ୍ୟରେ ଆଣ୍ଡାମାନ ଛୁଇଁଥାଏ, କିନ୍ତୁ ଏବର୍ଷ

ସାଂସଦଙ୍କୁ ହତ୍ୟା ପାଇଁ ସାଂସଦଙ୍କ ଯୋଜନା !

ପୁଣି ନେତାଙ୍କୁ ହତ୍ୟା ଧମକ ! ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟରକୁ କଣ୍ଟ୍ରାକ୍ଟ ! ସାଂସଦଙ୍କୁ ହତ୍ୟା ପାଇଁ ସାଂସଦଙ୍କ ଯୋଜନା ! ସଂଜୟ ରାଉତଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତ ଶିବସେନା ସାଂସଦ

ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ୨ଟି ମାମଲାକୁ ଖାରଜ କଲେ କୋର୍ଟ

ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି । ବର୍ଷାଙ୍କ ବିରୋଧରେ ହୋଇଥିବା ୨ଟି ମାମଲାରେ ସତ୍ୟତା ନଥିବା ଦର୍ଶାଇ ଆଗକୁ ଆଉ ଏହାର ଶୁଣାଣି ହେବ ନାହିଁ ବୋଲି

ଅଡୁଆରେ ବିଧାୟକ; ପୁଣି ବାନ୍ଧବୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ତାଙ୍କ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ବାନ୍ଧବୀ ସୋମାଲକା । ଏକ ଅଜଣା କଲରୁ ତାଙ୍କ ଧମକ ଦିଆଯାଉଥିବା ନେଇ ସେ