ଦୁର୍ବୁତ୍ତ ଜାଳିଦେଲେ ଶହେ କ୍ବିଣ୍ଟାଲ ଧାନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ତେଣ୍ଡାପାଲି ପଞ୍ଚାୟତ ପଦ୍ମପୁର ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଧାନ କଟା ହୋଇ ଗଦା ମରାହୋଇ ରଖା ଯାଇଖିବାବେଳେ…

ଲୁଗା ଦୋକାନରେ ଅଗ୍ନିକାଣ୍ଡ, ପୋଡିଗଲେ ମାଲିକ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜା ବଜାରରେ ଥିବା ଏକ ଲୁଗା ଦୋକାନରେ ନିଆଁ ଲାଗିଯାଇ ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ଜଳି ପାଇଁଶ ହୋଇଯାଇଛି । ଏହାସହ ଦୋକାନ ଭିତରେ ଥିବା ମାଲିକ…

ଶ୍ରୀମନ୍ଦିରକୁ ୪ ଦ୍ବାର ଦେଇ ପ୍ରବେଶ ଓ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ…

ପୁରୀ: ଶ୍ରୀମନ୍ଦିରକୁ ୪ ଦ୍ବାର ଦେଇ ପ୍ରବେଶ କରିବା ଉପରେ ହଟିଲା କଟକଣା । ଏବେ ଆଉ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ‌ଅପେକ୍ଷା ନକରି ୪ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ…

ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି: ୧୦ ବର୍ଷରେ କମିଛି ଟିକସ ବୋଝ

ନୂଆଦିଲ୍ଲୀ: ଗତ ୧୦ ବର୍ଷରେ କମିଛି ମଧ୍ୟବିତ୍ତଙ୍କ ଆୟକର । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ସରକାରର ୧୦ ବର୍ଷ କାର୍ଯ୍ୟକାଳ ଭିତରେ ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି…

ଚାଷୀଙ୍କ ପାଇଁ ଖୁସି ଖବର: ଡିସେମ୍ବରରୁ ମିଳିବ ୩୧୦୦ ଟଙ୍କା

ଭୁବନେଶ୍ବର: ଚାଷୀଙ୍କୁ ମିଳିବ ବୋନସ୍ । ଧାନ କିଣାରେ ୮୦୦ ଟଙ୍କା ଇନପୁଟ ସବସିଡି ସହିତ ମୋଟ ୩୧ଶହ ଟଙ୍କା ଆସନ୍ତା ଡିସେମ୍ବର ୮ରୁ ଦେବେ ରାଜ୍ୟ ସରକାର । ଏନେଇ ଆଜି ବିଜେପି…

ଭରତପୁର ମାମଲା: ଘଟଣାସ୍ଥଳ ବୁଲି ଦେଖିବେ ତଦନ୍ତ କମିଶନ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବାନ୍ଧବୀଙ୍କୁ ମାଡ ମାରିବା ଘଟଣାରେ, ଘଟଣା ସ୍ଥଳ ବୁଲି ଦେଖିବେ ତଦନ୍ତ କମିଶନ । ଭରତପୁର ଥାନା ସହିତ ମୂଳ ଘଟଣା…

ରଣଜୀ ଟ୍ରଫି: ସ୍ୱସ୍ତିକଙ୍କ ଶତକ,ଓଡିଶାକୁ ପ୍ରଥମ ଇନିଂସ ଅଗ୍ରଣୀ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ସ୍ୱସ୍ତିକ ସାମଲଙ୍କ ଆକର୍ଷଣୀୟ ଶତକ ସହାୟତାରେ ମହାରାଷ୍ଟ୍ର ବିପକ୍ଷରେ ଓଡିଶା ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛନ୍ତି । ନାଟକୀୟ ବ୍ୟାଟିଂ…

କାହିଁକି ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ ‘ଲାପତା…

ମୁମ୍ଵାଇ: ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ ‘ଲାପତା ଲେଡିଜ୍’ର ନାଁ। ଅମୀର ଖାନ ଏବଂ କିରଣ ରାଓଙ୍କ ପ୍ରଶଂସିତ ଚଳଚ୍ଚିତ୍ର ଲାପତା ଲେଡିଜ୍ ର ଟାଇଟଲ…

ୟୁପିପିଏସସି ମୁଖ୍ୟାଳୟରେ କାହିଁକି ତେଜୁଛି ଛାତ୍ର ଆନ୍ଦୋଳନ?

ପ୍ରୟୋଗରାଜ: ଉତ୍ତର ପ୍ରଦେଶ ଲୋକସେବା ଆୟୋଗ(ୟୁପିପିଏସସି) ଦ୍ଵାରା ଆୟୋଜିତ ପ୍ରଶାସନିକ ସେବା ଏବଂ ଆରଓ-ଏଆରଓ ପରୀକ୍ଷାକୁ ଦୁଇଟି ଦିନରେ ସମ୍ପନ୍ନ କରିବାକୁ ରାଜ୍ୟ ସରକାରଙ୍କ…

ରୌଦ୍ରରୂପରେ ବିକି କୌଶଲ

ମୁମ୍ବାଇ: ବିକି କୌଶଲଙ୍କ ଅପକମିଂ ଫିଲ୍ମ ‘ମହାବତାର’ ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପୌରାଣିକ କଥାବସ୍ତୁ ଉପରେ ଆଧାରିତ। ବିକି…