ରାଜ୍ୟ ଭାରତକୁ ଛାଡି ଅନ୍ୟ ଏହି ଦେଶ ମାନଙ୍କରେ ମଧ୍ୟ ପାଳନ ହୁଏ ରଙ୍ଗର ପର୍ବ… Mar 5, 2024 ନୂଆଦିଲ୍ଲୀ: ହୋଲି ପର୍ବ ହେଉଛି ରଙ୍ଗ ଏବଂ ଆନନ୍ଦ ଉଲ୍ଲାସର ପର୍ବ । ଏହି ପର୍ବ ଜୀବନରେ ରଙ୍ଗୀନ ସୁଖ ସହିତ ଯୋଡିଥାଏ । କେବଳ ଏତିକି ନୁହେଁ, ସମ୍ପର୍କରେ ମଧୁରତା ବଢାଇବାରେ ଏହି!-->…
ଦେଶ- ବିଦେଶ ଘରେ ଘରେ ମର୍ସିଡିଜ୍; ଭାରତର ଏହି ରାଜ୍ୟର ସମସ୍ତ ଲୋକ ଧନୀ Mar 5, 2024 ନୂଆଦିଲ୍ଲୀ: ଭାରତରେ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ବିବିଧତା ଦୃଶ୍ୟମାନ ହୁଏ | ଦୁନିଆର କୌଣସି ଦେଶରେ ଏପରି ବିବିଧତା ନାହିଁ । ଆମ ଦେଶର ଲୋକମାନେ ରଙ୍ଗ, ରୂପ,!-->…
ଦେଶ- ବିଦେଶ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ Mar 5, 2024 ଯାଜପୁର: ଚଣ୍ଡିଖୋଲ ସମାବେଶରେ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକର୍ପଣ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଚଣ୍ଡିଖୋଲ ସଭାରେ!-->…
ଦେଶ- ବିଦେଶ ମୋଦିଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ Mar 5, 2024 ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ମିଡିଆ ସେଲ ଚେୟାରମ୍ୟାନ ଏଆଇସିସି ପବନ ଖେରା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଓଡ଼ିଶାରେ!-->…
ରାଜନୀତି ବିରୋଧୀ କହୁଛନ୍ତି ମୋର ପରିବାର ନାହିଁ, ମୋ ଦେଶ ମୋର ପରିବାର: ମୋଦୀ Mar 5, 2024 ସଙ୍ଗାରେଡ୍ଡୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତେଲେଙ୍ଗାନା ଗସ୍ତର ଦ୍ବିତୀୟ ଦିନରେ ହାଇଦ୍ରବାଦ ଏବଂ ସଙ୍ଗାରେଡ୍ଡୀରେ ପହଞ୍ଚିଛନ୍ତି। ସେ ୭,୨୦୦ କୋଟି ଟଙ୍କାରୁ ଅଧିକ!-->…
ଦେଶ- ବିଦେଶ ବିରୋଧୀଙ୍କୁ ମୋଦିଙ୍କ ନିଶାନା; ତାଙ୍କ ପାଇଁ ‘ଫ୍ୟାମିଲି ଫାଷ୍ଟ’ ହେଲେ ମୋ… Mar 5, 2024 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାର ସାଙ୍ଗାରେ ମୋଦି କହିଛନ୍ତି,‘‘ ଆଜି ଯେତେବେଳେ ମୋଦି ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଦିଆଯାଇଥିବା!-->…
education ଅନୁଗୋଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’, କେନ୍ଦ୍ରୀୟ ବିଦ୍ୟାଳୟ -୨ ଓ ଜନ… Mar 5, 2024 ଯୁବଶକ୍ତିଙ୍କୁ ଶତପ୍ରତିଶତ ରୋଜଗାର ଦେଇ ଆତ୍ମନିର୍ଭର କରାଇବ - ଧର୍ମେନ୍ଦ୍ର ପ୍ରଧାନ • ରାଣିଗୋଡାରେ କେନ୍ଦ୍ରୀୟ ବିଦ୍ୟାଳୟ-୨ର ନୂତନ ଭବନ ଶିକ୍ଷାର ନୂଆ ପରିଭାଷା ତିଆରି କରିବ•!-->!-->!-->…
ବାଣିଜ୍ୟ ଅନୁଗୋଳରେ ‘ମ୍ୟାନେଜମେଣ୍ଟ୍ ଶିକ୍ଷା କେନ୍ଦ୍ର’ର ଶୁଭାରମ୍ଭ କଲେ… Mar 5, 2024 ରାଜ୍ୟରେ ଲଜିଷ୍ଟିକ୍ସ କ୍ଷେତ୍ରରେ ବଢୁଥିବା ଦକ୍ଷତାର ଆବଶ୍ୟକତାକୁ ପୂରଣ କରିବ – ଧର୍ମେନ୍ଦ୍ର ପ୍ରଧାନ • ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ ସମ୍ବଲପୁରର ମିଳିତ ସହଯୋଗରେ ପରିଚାଳିତ!-->!-->!-->…
WEATHER ଆସନ୍ତା ଦୁଇଦିନ ମଧ୍ୟରେ ଓଡିଶାରେ ପ୍ରବଳ ବର୍ଷିବ Mar 5, 2024 ଭୁବନେଶ୍ବର: ମାର୍ଚ୍ଚ ମାସ ଆରମ୍ଭରୁ କେତେକ ଅଞ୍ଚଳରେ ଅସହ୍ୟ ତାତିରୁ ମୁକ୍ତି ମିଳିଛି । ଖରାର ପ୍ରକୋପ ସାମାନ୍ୟ ହ୍ରାସ ହେବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି ।!-->…
ରାଜନୀତି ତାଳଚେର ଦେଉଳବେଢ଼ା ତେଲିସାହି ଠାରେ ସାମାଜିକ ପ୍ରକଳ୍ପ ଗୁଡିକର ଉଦଘାଟନ… Mar 4, 2024 ଗାଁରେ ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସହାୟକ ହେବ - ଧର୍ମେନ୍ଦ୍ର ପ୍ରଧାନ • ପ୍ରାୟ ୨୬ ଲକ୍ଷ ଟଙ୍କା ବ୍ୟୟବରାଦରେ ଉଦଘାଟିତ ହେଲା କଲ୍ୟାଣ ମଣ୍ଡପ, ଗ୍ରାମର!-->!-->!-->…