ରାଜନୀତି କର୍ଣ୍ଣାଟକରେ ସିଦ୍ଧରମୈୟା ଶାସନ ଆରମ୍ଭ, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ May 20, 2023 କର୍ଣ୍ଣାଟକରେ ଆଜି ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହା ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡି.କେ ଶିବକୁମାର । ଶପଥ ପାଠ କରାଇଛନ୍ତି ରାଜ୍ୟପାଳ!-->…
ଦେଶ- ବିଦେଶ ୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି May 20, 2023 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୬ ଦିନ ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଜାପାନ, ପପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ।!-->…
ରାଜ୍ୟ ଜଳିଗଲା ‘ମୋ ବସ୍’: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ May 20, 2023 ରାଉରକେଲା ସ୍ମାର୍ଟ୍ ସିଟି ସହରର ଟି ସି ଆଇ ଛକ ନିକଟରେ ଜଳିଗଲା ‘ମୋ ବସ୍’। ତେବେ ବସରେ ବସିଥିବା ଯାତ୍ରୀମାନେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। କେଉଁ କାରଣରୁ ବସ ରେ ନିଆଁ ଲାଗିଲା!-->…
ରାଜ୍ୟ ଭୁବନେଶ୍ବରରେ ଡ୍ରୋନ୍ ଯୋଗେ ପାଟ୍ରୋଲିଙ୍ଗ କରାଯିବ May 20, 2023 ଡ୍ରୋନ ପାଟ୍ରୋଲିଙ୍ଗ ପାଇଁ ପ୍ରସ୍ତୁତ କମିଶନରେଟ ପୁଲିସ। ଏନେଇ ସୂଚନା ଦେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇ ଡେଫିନେସନ କ୍ଲାରିଟି ଥିବାରୁ, ଏରିଏଲ ଭ୍ୟୁ ପାଇଁ!-->…
ଦେଶ- ବିଦେଶ ହିରୋସିମା’ ଶବ୍ଦ ଶୁଣିଲେ ଆଜି ବି ବିଶ୍ବବାସୀ ଭୟ କରନ୍ତି:… May 20, 2023 ‘ହିରୋସିମା’ ଶବ୍ଦ ଶୁଣିଲେ ଆଜି ମଧ୍ୟ ବିଶ୍ବବାସୀ ଭୟଭୀତ ହୋଇଯାଉଛନ୍ତି ବୋଲି ଶନିବାର ଦିନ ଜାପାନର ହିରୋସିମାରେ ମହାତ୍ମା ଗାନ୍ଧୀଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା!-->…
ଦେଶ- ବିଦେଶ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତିକୁ ‘ବିଲିୟନ୍ ଡଲାର୍… May 20, 2023 ଏଥିପାଇଁ ମୁଁ କହେ, ପ୍ରଧାନମନ୍ତ୍ରୀ ଶିକ୍ଷତ ହେବା ଉଚିତ: ଅରବିନ୍ଦ କେଜ୍ରିୱାଲ୍ ସର୍ବସାଧାରଣଙ୍କଠାରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିନେବା ନିମନ୍ତେ କେନ୍ଦ୍ର ସରକାର!-->!-->!-->…
ଦେଶ- ବିଦେଶ ବିଦାୟ ନେବ ୨ ହଜାର ଟଙ୍କିଆ ନୋଟ୍, ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କରେ… May 19, 2023 ନେଣଦେଣରୁ ବିଦାୟ ନେବ ୨ ହଜାର ଟଙ୍କିଆ ନୋଟ୍। ୨ ହଜାର ଟଙ୍କିଆ ନୋଟ୍ ନେଇ ରିଜର୍ଭ ବ୍ୟାଙ୍କର ଆଜି ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର!-->…
ଖେଳ କ୍ରିସ ଗେଲଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ May 19, 2023 ଚଳିତ ଆଇପିଏଲରେ ବିରାଟ କୋହଲିଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ପ୍ରଥମ ଶତକ। ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ବିରାଟ ଶତକୀୟ ଇନିଂସ ଖେଳିସଛନ୍ତି। ସେ ୬୩ ବଲରେ!-->…
education ASO ପରୀକ୍ଷା ଅନିୟମିତତା ମାମଲା: ମେରିଟ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ,… May 19, 2023 ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ASO ପଦବୀ ପାଇଁ ପରୀକ୍ଷା କରି ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଯେଉଁ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା ତାକୁ ହାଇକୋର୍ଟ ଖାରଜ କରି!-->…
ନିର୍ବାଚନ କର୍ଣ୍ଣାଟକ ଅବସ୍ଥା ଦେଖି ବିହାର ପ୍ରତି ଭୟ: ତେଜସ୍ବୀ ଯାଦବ May 19, 2023 କର୍ଣ୍ଣାଟକ ଅବସ୍ଥା ଦେଖିବା ପରେ ବିହାର ପ୍ରତି ଭୟଭୀତ ହୋଇ ସେମାନେ ଆମକୁ ‘ଟାର୍ଗେଟ୍’ କରୁଛନ୍ତି ବୋଲି ଆଜି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି। ଜମି!-->!-->!-->…