ବାଣିଜ୍ୟ Byju’s ର CFO ପଦରୁ ଇସ୍ତଫା ଦେଲେ ଅଜୟ ଗୋଏଲ Oct 24, 2023 ନୂଆଦିଲ୍ଲୀ: ଅଗ୍ରଣୀ ଏଡୁଟେକ୍ କମ୍ପାନୀ ବାଇଜୁର ଟପ୍ ଲେବଲରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ବାଇଜୁର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ଅଜୟ ଗୋଏଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି!-->…