Top Stories ମୁମ୍ବାଇରେ ବଡ ଧରଣର ଅଗ୍ନିକାଣ୍ଡ, ୨୪ ମହଲା କୋଠାରେ ଲାଗିଲା ନିଆଁ Nov 23, 2023 ମୁମ୍ବାଇ: ଗୁରୁବାର ମୁମ୍ବାଇରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ଏକ ୨୪ ମହଲା ବିଶିଷ୍ଟ ବଡ କୋଠାରେ ନିଆଁ ଲାଗିଯାଇଛି । ଏହି ସମୟରେ କୋଠାରେ ୧୩୫ରୁ ଅଧିକ ଲୋକ ଫସି!-->…