ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ବର: ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ । କଟକର ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ…

ଆଜି ବି ଓଡ଼ିଶାରେ ଅସମ୍ଭାଳ ତାତି; ସେପଟେ, ୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ…

ଭୁବନେଶ୍ବର: ଆଜି ମଧ୍ୟ ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ପଶ୍ଚିମ, ପୂର୍ବ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । ପୂର୍ବ ଓଡ଼ିଶାରେ…

ଶ୍ରୀମନ୍ଦିର ସୁରକ୍ଷା ପାଇଁ ମୁତୟନ ହେଲା ଆର୍ମ ଭେଇକିଲ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆର୍ମ ଭେଇକିଲ ସୁରକ୍ଷା ମନ୍ଦିର ସମ୍ମୁଖରେ ମୁତୟନ ହୋଇଛି। ସମସ୍ତ ସୁରକ୍ଷା ଦିଗକୁ ନେଇ ଅନୁଧ୍ୟାନ କରିଛନ୍ତି ଡିଜି ଓ୍ବାଇ ବି ଖୁରାନିଆ।…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶାର ୨ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜେଶ କୁମାର ଏବଂ ୨୦୦୬ ବ୍ୟାଚ୍ ଅଧିକାରୀ ଅନୁପ କୁମାର ସାହୁ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଓଡ଼ିଶା କ୍ୟାଡରର ଏହି ଦୁଇଜଣ…

ଆଉ କେବେ ପାକିସ୍ତାନ ଯିବୁନି; ଭୋ ଭୋ କାନ୍ଦିଲେ କ୍ରିକେଟର…

ନୂଆଦିଲ୍ଲୀ: ଭାରତ ଓ ପାକ୍ ଯୁଦ୍ଧ ମଧ୍ୟରେ ପାକିସ୍ତାନ ସୁପର ଲିଗ୍ (ପିଏସଏଲ) ର ଖେଳାଳିମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଏନେଇ ବାଂଲାଦେଶ ଲେଗ୍-ସ୍ପିନର ରିଶାଦ…

କେବଳ ଫିଲ୍ମରେ ନୁହେଁ, ବାସ୍ତବରେ ଭାରତୀୟ ସେନାରେ ଥିଲେ ଏହି ବଲିଉଡ୍…

ମୁମ୍ୱାଇ: ହିନ୍ଦୀ ସିନେମାରେ ଦେଶପ୍ରେମ ଉପରେ ଅନେକ ଚଳଚ୍ଚିତ୍ର ନିର୍ମିତ ହୁଏ, ଯେଉଁଥିରେ କଳାକାରମାନେ ଭାରତୀୟ ସେନାର ଭୂମିକାରେ ଅଭିନୟ କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି,…

କୋହଲିଙ୍କୁ ନେଇ ଲାରାଙ୍କ ପୋଷ୍ଟ ହେଲା ଭାଇରାଲ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମ ଆସନ୍ତା ମାସରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ରୋହିତ ଶର୍ମାଙ୍କ ପରେ ବିରାଟ କୋହଲି ଟେଷ୍ଟରୁ ଅବସର ନେବା…

ପୁଣି ବିବାଦରେ ରଣବୀର ଆଲ୍ହାବାଦିଆ; କହିଲେ ପ୍ରିୟ ପାକିସ୍ତାନୀ ଭାଇ ଓ…

ନୂଆଦିଲ୍ଲୀ: ଜଣାଶୁଣା ପୋଡକାଷ୍ଟର ତଥା ୟୁଟ୍ୟୁବର ରଣବୀର ଆଲ୍ହାବାଦିଆ ପୁଣି ଥରେ ବିବାଦରେ ଘେରରେ। ଶନିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ରଣବୀର…

‘ଅପରେସନ ସିନ୍ଦୂରରେ ବ୍ରହ୍ମୋସର ଶକ୍ତି ଦେଖିଥିବ, ଦେଖିନାହଁ ଯଦି…

ଉତ୍ତରପ୍ରଦେଶ: ରାଜ୍ୟ ରାଜଧାନୀ ଲକ୍ଷ୍ନୌ ରବିବାର ପ୍ରତିରକ୍ଷା କ୍ଷେତ୍ରରେ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି। ଲକ୍ଷ୍ନୌରେ ବ୍ରହ୍ମୋସ ଏରୋସ୍ପେସ୍ ଏବଂ ପରୀକ୍ଷଣ…

ପାକିସ୍ତାନ ପାଇଁ କାମ କରୁଥିବା ୨ଗୁପ୍ତଚର ଗିରଫ

ପଞ୍ଜାବ:ପାକିସ୍ତାନ ପାଇଁ ଗୁପ୍ତଚରୀ କାର୍ଯ୍ୟ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଉଭୟ ଗୁପ୍ତଚର ଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କ…