ରୋହିତଙ୍କୁ ଆଇପିଏଲରେ ନାକେଦମ କରନ୍ତି ଏହି ବୋଲର

ମୁମ୍ବାଇ: ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ପାଇଁ ରୋହିତ ଶର୍ମା ପ୍ରଶଂସକଙ୍କ ମହଲରେ ହିଟମ୍ୟାନ ଭାବେ ପରିଚିତ । ଆଇପିଏଲରେ ରୋହିତଙ୍କୁ ବ୍ୟାଟିଂକୁ କିଏ ବା ଭୁଲିପାରିବ । ତେବେ ରୋହିତ…

୧୦୦ ଟେଷ୍ଟ ପରେ ଅବସର ନେବାକୁ ଚାହୁଁଥିଲେ ଏହି ମହାନ ସ୍ପିନର

ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ୧୦୦ତମ ଟେଷ୍ଟ ଖେଳିବା ପରେ ଅବସର ନେବାକୁ ଚାହୁଁଥିଲେ । ଏଥିପାଇଁ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ୱତନ୍ତ୍ର…

ଆଗରେ ବସିବାର ଯୋଗ୍ୟତା ନାହିଁ; କାହିଁକି କ୍ଷୋଭ ପ୍ରକାଶ କଲେ ଜୟନାରାୟଣ..

ଭୁବନେଶ୍ୱର: ସାମ୍ବାଦିକଙ୍କ ପ୍ରଶ୍ନରେ କ୍ଷୋଭ ଝାଡ଼ିଲେ ବରିଷ୍ଠ ନେତା ଜୟନାରାୟଣ। ବଡ଼ ବଡ଼ିଆ ନେତାଙ୍କୁ ପଚାର, ଆମ ଭଳିଆ ଛୋଟକାଟିଆଙ୍କୁ କାହିଁ ପଚାରୁଛ। ସୂଚନା ଅନୁଯାୟୀ,…

ବ୍ୟାଙ୍କ ମାଟି ବିକୁଛି ଚୀନ, ସର୍ବାଧିକ ମୂଲ୍ଯ ୧୦ ହଜାର…

ବେଜିଂ: ଚୀନର ଅନଲାଇନ୍ ଦୋକାନଗୁଡ଼ିକରେ ବ୍ୟାଙ୍କର ମାଟି ବିକ୍ରୀ କରାଯାଉଛି। କାରଣ ଏହା ଧନ ଏବଂ ସୌଭାଗ୍ୟ ଆଣିପାରେ ବୋଲି ଦାବି କରାଯାଉଛି। ଏହାର ମୂଲ୍ୟ ପ୍ରତି ସେୟାର ୮୮୮…

ଭାଇରାଲ ହେଉଛି ସିଦ୍ଧୁ ମୁସେୱାଲାଙ୍କ କୁନି ଭାଇର ଫଟୋ..

ଚଣ୍ଡିଗଡ: ପଞ୍ଜାବୀ ସଂଗୀତ ଦୁନିଆର ଜଣାଶୁଣା ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦୁନିଆ ଛାଡିବାର ଦୁଇ ବର୍ଷରୁ ଅଧିକ ସମୟ ବିତିଲାଣି। ଆଜିବି ସେ ତାଙ୍କ ପ୍ରଶଂସକମାନଙ୍କ ମନରେ ଜିବୀତ…

ମହାକାଶରେ କ’ଣ ଖାଆନ୍ତି ମହାକାଶଚାରୀ ?

ନୂଆଦିଲ୍ଲୀ: ମହାକାଶଯାତ୍ରୀଙ୍କ ଖାଦ୍ୟ ସାଧାରଣ ଲୋକଙ୍କ ଖାଦ୍ୟ ଅପେକ୍ଷା ହୋଇଥାଏ ଭିନ୍ନ। ମହାକାଶରେ କୌଣସି ଗୁରୁତ୍ୱାକର୍ଷଣ ନଥିବାରୁ ଖାଇବା ପିଇବାର ଶୈଳୀରେ ମଧ୍ୟ ପରିବର୍ତ୍ତନ…

ଏହି ଦିନ ପହଞ୍ଚିବେ ସୁନୀତା, ନାସା ଜାରି କଲା ସମୟ..

ନୂଆଦିଲ୍ଲୀ: ଶେଷରେ ଘର ବାହୁଡିବେ ସୁନୀତା । ବୁଧବାର ବଡି ଭୋର ସକାଳୁ ପୃଥିବୀରେ ପହଞ୍ଚିବେ । ଏନେଇ ନାସା ଏକ ନିର୍ଦ୍ଦିଷ୍ଟ ସମୟ ଜାରି କରିଛି । ନାସା ନିଶ୍ଚିତ କରିଛି ଯେ,…

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ…

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। କୁପୱାରରେ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ୨ରୁ ୩ ଆତଙ୍କବାଦୀ…

ପରଲୋକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ । ମୃତ୍ୟୁ ବେଳକୁ ତାଙ୍କୁ…

ପଞ୍ଚଭୂତରେ ଲୀନ ହେଲେ ରମାକାନ୍ତ ରଥ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା…

ପୁରୀ: ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥ । ପୁରୀ ସ୍ବର୍ଗଦ୍ବାରରେ ରମାକାନ୍ତ ରଥଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ…