Browsing Category

ଅପରାଧ

ବିଧାୟକଙ୍କ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝୀଙ୍କ ସରକାରୀ କ୍ବାର୍ଟର୍ସରୁ ନାବାଳିକା ଝିଆରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଖାରବେଳ ନଗର ପୁଲିସ ମୃତଦେହ ଜବତ

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସ୍ୱାମୀ: ମେୟର ହେଲେ ନିଲମ୍ବନ

ଜୟପୁର: ଶନିବାର ବିଳମ୍ବିତ ରାତ୍ରରେ ଅଶୋକ ଗେହ୍‌ଲଟଙ୍କ ନେତୃତ୍ବାଧୀନ ରାଜସ୍ଥାନ ସରକାର ‘ଜୟପୁର ହେରିଟେଜ୍‌ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ମେୟର୍‌ ମୁନେଶ ଗୁର୍ଜର୍‌ଙ୍କୁ ନିଲମ୍ବନ କରିଛି ।

ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଲେ ସାଉଥ ଅଭିନେତ୍ରୀ ନୁସ୍‌ରତ୍‌

କୋଲକାତା: ଦେଶରେ ରିୟଲ୍‌ ଇ‌ଷ୍ଟେଟ୍‌ ସେକ୍ଟର ଖୁବ୍ ଜୋର୍‌ରେ ବଢ଼ି ବଢ଼ି ଚାଲିଛି। ହେଲେ ଏଥିରେ ଟଙ୍କା ଲଗାଇ ଧୋକା ଖାଉଥିବା ଲୋକଙ୍କର ବି ସୀମା ନାହିଁ। ତେବେ ଏହି ଭଳି ଠକେଇରେ ବଙ୍ଗୀୟ

ନବ ଦାସ ହତ୍ୟା ମାମଲା: ଗୋପାଳକୁ ଖସାଇଦେବେ କି?

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ନେଇ ଦିନକୁ ଦିନ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ ହିଁ ଗୋପାଳ

୫.୫୪ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍

ଭୁବନେଶ୍ୱର: ଟିଡିସିସିଏଲର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ାଙ୍କ ଠାରୁ ନଗଦ ୫.୫୪ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ୩୧ ତାରିଖ

ହନିଟ୍ରାପ ମାମଲାରେ ଟିଭି ଅଭିନେତ୍ରୀ ଗିରଫ

ମୁମ୍ବାଇ: ସାରା ଦେଶରେ ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି ହନିଟ୍ରାପ ମାମଲା । ଏହି ମାମଲାରେ ବର୍ତ୍ତମାନ ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀଙ୍କୁ ଗିରଫ କରିଛି ପୋଲିସ । ୭୫ ବର୍ଷୀୟ

ପାକିସ୍ତାନରେ ଅଞ୍ଜୁ ଓରଫ ଫାତିମାଙ୍କ ଉପରେ ପଇସା ବର୍ଷା, ୪୦ ଲକ୍ଷର ଫ୍ଲାଟ ସହ ମୋଟା ଅଙ୍କର ଦରମାରେ ଚାକିରୀ

ନୂଆଦିଲ୍ଲୀ: ଭାରତ ଛାଡି ପାକିସ୍ତାନ ଯାଇଥିବା ଅଞ୍ଜୁ ଓରଫ ଫାତିମାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏବେ ଖବର ଆସିଛି ଯେ, ପାକ୍ ଷ୍ଟାର ଗ୍ରୁପ୍ ଅଫ୍ କମ୍ପାନୀର

ଜମିଜମା ବିବାଦରୁ ଭାଇକୁ ଶାବଳରେ ପିଟି ହତ୍ୟା କଲା ଭାଇ

ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଭାଇକୁ ଶାବଳରେ ପିଟି ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହର କରୁଣ ପରିଣତି। ଭାଇକୁ ହତ୍ୟା କଲା ଭାଇ। ଗଞ୍ଜାମ ଜିଲ୍ଲା

ପୃଥକ୍‌ ହିଂସାକାଣ୍ଡରେ ୨ ନିହତ, ୬ ଆହତ ଓ ୬ ଘରପୋଡ଼ି :ଅଶାନ୍ତ ମଣିପୁର

ଇମ୍ଫାଲ୍‌: ମଣିପୁରର ବିଭିନ୍ନ ପ୍ରାନ୍ତରେ ସାନି ହିଂସାକାଣ୍ଡ ଘଟି ଅନ୍ୟୂନ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ନିରାପତ୍ତା କର୍ମଚାରୀଙ୍କ ସମେତ ଆଉ ୬ଜଣ ଆହତ ହୋଇଥିବା କଥା ଶୁକ୍ରବାର

ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ;ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟ

ଭୁବନେଶ୍ବର: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିଛି। ଏହି ରିପୋର୍ଟରେ ହତ୍ୟା ସଂପର୍କିତ