Browsing Category
ଅପରାଧ
ଗଞ୍ଜେଇ କାରବାର ଉପରେ ଚଢାଉ ବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ, ୨୬ ପୋଲିସ ଆହତ
ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଯୁବ ଗ୍ରାମରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗଞ୍ଜେଇ କାରବାର ଉପରେ ଚଢାଉ ବେଳେ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ…
ବଡ ଖବର: ନବଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ଗାଏବ୍
ଭୁବନେଶ୍ଵର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ । ନବଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ଗାଏବ୍ । ଏନେଇ ସୂଚନା ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ।…
ପୂର୍ବ ଶତୃତାରୁ ବୋମା ମାଡ; ୨ ଭାଇ ଗିରଫ
ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ବଡଗୁମଳା ଗ୍ରାମରେ ବୋମାମାଡ । ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଡଗୁମଳା ଗ୍ରାମର ଦୁଇ ଭାଇ ଶ୍ରୀକାନ୍ତ…
ହୋଲିରେ ହିଂସାକାଣ୍ଡ: ଦୁଇ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ, ପୋଲିସ ଫୋର୍ସ ମୁତୟନ
ରାଞ୍ଚି: ହୋଲିରେ ହିଂସାକାଣ୍ଡ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ। ଦୋକାନରେ ନିଆଁ ଲଗାଇଦେଲେ ଅସାମାଜିକ। ଜଳିଲା ଦୋକାନ ଏବଂ ଗାଡ଼ି ମୋଟର। ଏହି ଘଟଣାରେ ଆହତ ହୋଇଛନ୍ତି ଅନେକ।…
କୁଳଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଫତିକୁ ଗୁଳି କରି ହତ୍ୟା
ଇସଲାମାବାଦ: ଇରାନରୁ ନୌସେନାର ପୂର୍ବତନ କର୍ମଚାରୀ କୁଳଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଫତି ଶାହ ମୀରକୁ ହତ୍ୟା କରାଯାଇଛି । ଆକ୍ରମଣକାରୀମାନେ ତାକୁ ବହୁତ ନିକଟରୁ ଅନେକ ଥର ଗୁଳି କରିଥିଲେ…
ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ଜାରି ହେଲା ନୋଟିସ
ଜୟପୁର: ଗୁଟଖା ବ୍ରାଣ୍ଡର ବିଜ୍ଞାପନ ଯୋଗୁଁ ବଲିଉଡ ବାଦଶାହା ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜୟପୁର ଜିଲ୍ଲା ଉପଭୋକ୍ତା କମିଶନ ଭ୍ରାମକ…
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: କୋର୍ଟରେ ହାଜର ହେଲା ପୁଞ୍ଜିଲାଲ
ପାଟଣାଗଡ଼: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ଘଟଣା । ଆଜି ହେବ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ବୟାନ ରେକର୍ଡ । ଏନେଇ ଅଭିଯୁକ୍ତ ପୁଞ୍ଜିଲାଲକୁ ବଲାଙ୍ଗୀର…
୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ୨ ଆକାଉଣ୍ଟାଣ୍ଟ
ଅନୁଗୁଳ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଆକାଉଣ୍ଟାଣ୍ଟ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନୁଗୁଳ ସିଭିଲ୍ ସପ୍ଲାଏଜ୍ ଅଫିସର (ସିଏସ୍ଓ)ଙ୍କ କାର୍ଯ୍ୟାଳୟର ଦୁଇ…
ଯୌତୁକରେ ୧୦ ଲକ୍ଷ ଓ କାର ମିଳିଲାନି, ମହିଳାଙ୍କୁ ଏଚଆଇଭି ଇଞ୍ଜେକସନ ଦେଇଦେଲେ ଶ୍ବଶୁର ଘର…
ଲକ୍ଷ୍ନୌ: ଯୌତୁକରେ ୧୦ ଲକ୍ଷ ଓ କାର ମିଳିଲାନି ବୋଲି ନିଜ ବୋହୂକୁ ଏଚଆଇଭି ଇଞ୍ଜେକସନ ଦେବାକୁ ପଛାଇଲେନି ଶ୍ୱଶୁରଘର ଲୋକ। ୟୁପିର ସାହାରନପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ଏନେଇ…
ଆନ୍ତଃରାଜ୍ୟ ସାଇବର ଠକ ଗିରଫ, ନଗଦ ୨ ଲକ୍ଷ ଟଙ୍କା ଜବତ
କୋରାପୁଟ: ସୋମବାର କୋରାପୁଟ ସାଇବର ପୋଲିସ ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରିଛି । ଏହା ସହ ତା ନିକଟରୁ ନଗଦ ୨ ଲକ୍ଷ ଟଙ୍କା, ୧୦ ଟି ଚେକ୍ ବୁକ୍ ଓ ଗୋଟିଏ ମୋବାଇଲ ଜବତ କରିଥିବା ସୂଚନା…