Browsing Category

ଅପରାଧ

ଯୌତୁକରେ ୧୦ ଲକ୍ଷ ଓ କାର ମିଳିଲାନି, ମହିଳାଙ୍କୁ ଏଚଆଇଭି ଇଞ୍ଜେକସନ ଦେଇଦେଲେ ଶ୍ବଶୁର ଘର…

ଲକ୍ଷ୍ନୌ: ଯୌତୁକରେ ୧୦ ଲକ୍ଷ ଓ କାର ମିଳିଲାନି ବୋଲି ନିଜ ବୋହୂକୁ ଏଚଆଇଭି ଇଞ୍ଜେକସନ ଦେବାକୁ ପଛାଇଲେନି ଶ୍ୱଶୁରଘର ଲୋକ। ୟୁପିର ସାହାରନପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏନେଇ…

ଆନ୍ତଃରାଜ୍ୟ ସାଇବର ଠକ ଗିରଫ, ନଗଦ ୨ ଲକ୍ଷ ଟଙ୍କା ଜବତ

କୋରାପୁଟ: ସୋମବାର କୋରାପୁଟ ସାଇବର ପୋଲିସ ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରିଛି । ଏହା ସହ ତା ନିକଟରୁ ନଗଦ ୨ ଲକ୍ଷ ଟଙ୍କା, ୧୦ ଟି ଚେକ୍‌ ବୁକ୍‌ ଓ ଗୋଟିଏ ମୋବାଇଲ ଜବତ କରିଥିବା ସୂଚନା…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଏସଆଇଙ୍କୁ ଉଠାଇନେଲା ଭିଜିଲାନ୍ସ । ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଏସଆଇ ଅଭୟ କୁମାର ନାୟକ । ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ ୫ ହଜାର…

ସୁନ୍ଦରଗଡରେ ଫୁଟିଲା ଗୁଳି, ଯୁବକ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡର ଲେଫ୍ରିପଡାରେ ଫୁଟିଲା ଗୁଳି । ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବୁତ୍ତ । ଦର୍ଲ୍ଲିପାଲି ନିକଟରେ ଏହି ଗୁଳିମାଡ ହୋଇଛି । ଯୁବକଙ୍କ ଛାତିରେ ବାଜିଛି ଗୁଳି । ଗୁରୁତର…

ଫାଶି ଦଣ୍ଡ ହୋଇଥିଲେ ମୋତେ ଶାନ୍ତି ମିଳିଥାନ୍ତା: ମମତା

କୋଲକାତା: କୋଲକାତା ଆରଜି କର୍ ମେଡିକାଲ କଲେଜ ଘଟଣା ମାମଲାରେ ସିଆଲଦା କୋର୍ଟଙ୍କ ଦଣ୍ଡାଦେଶକୁ ନେଇ ସନ୍ତୁଷ୍ଟ ନାହାଁନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଥମ ଦିନରୁ ଏଭଳି…

ନବ ଦାସ ହତ୍ୟା…ସତ ଲୁଚାଇବାକୁ ଷଡ଼ଯନ୍ତ୍ର !

ଭୁବନେଶ୍ବର: ନବ ଦାସଙ୍କ ହତ୍ୟାକୁ ନେଇ ସାମନାକୁ ଆସୁଛି ଗୋଟିଏ ପରେ ଗୋଟେ ଚାଞ୍ଚଲ୍ୟକର ତଥ୍ୟ । ପ୍ରଥମେ ଏକାଧିକ ବନ୍ଧୁକରୁ ଗୁଳି ମାଡ ନେଇ ତଥ୍ୟ ଆସିବା ପରେ ଏବେ ସନ୍ଦେହ ବଢାଇଛି ନବ ଦାସଙ୍କ…

କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ମାମଲା: ସଞ୍ଜୟକୁ ଆଜୀବନ କାରାଦଣ୍ଡ

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, ଅଭିଯୁକ୍ତ ସଞ୍ଜୟକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସିଆଲଦ କୋର୍ଟ । ମୃତ୍ୟୁ ପର୍ଯ୍ୟନ୍ତ…

ନବ ଦାସଙ୍କ ହତ୍ୟାର ହେବ ସିବିଆଇ ତଦନ୍ତ!, ଝିଅ କହିଲେ..’ଲେଖିକି ଦବୁ’

ଭୁବନେଶ୍ବର: ସିବିଆଇ ହାତକୁ ଯିବ ନବ ଦାସ ହତ୍ୟା କାଣ୍ଡ ଫାଇଲ୍ ! ବାସ୍ତବରେ ୨ ବର୍ଷ ତଳେ କ’ଣ ଘଟିଥିଲା, ସେନେଇ ଖୋଳତାଡ କରିବ  । ଏଥିପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବେ ଝିଅ…

ନବ ଦାସ ହତ୍ୟା…ଆସିଲା ବଡ଼ ଟୁଇଷ୍ଟ

ଭୁବନେଶ୍ବର: ନବ ଦାସଙ୍କୁ ମାରିଥିଲା କିଏ? ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବଡ ଟୁଇଷ୍ଟ । ଫରେନ୍ସିକ ସାଇନ୍ସ ଲାବୋରେଟାରୀ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା । କେବଳ ଗୋପାଳ ଦାସର ବନ୍ଧୁକ…

ସ୍ୱାମୀଙ୍କ ଆତ୍ମହତ୍ୟା ଖବର ଶୁଣି ସ୍ତ୍ରୀ ବି ଚାଲିଗଲେ, ଘରୋଇ ଝଗଡ଼ା ହେଲା କାଳ

ନୂଆଦିଲ୍ଲୀ : ଘରୋଇ ଝଗଡ଼ାରୁ ଭୟଙ୍କର ସ୍ଥିତି । ଆତ୍ମହତ୍ୟା କରିଦେଲେ ସ୍ବାମୀ-ସ୍ତ୍ରୀ। ପ୍ରଥମେ ସ୍ବାମୀ ଆତ୍ମହତ୍ୟା କଲେ, ଆଉ ସ୍ବାମୀଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା…