Browsing Category
ଖେଳ
ଆଇପିଏଲକୁ ବୟକଟ୍ କରିବାକୁ ପୂର୍ବତନ ପାକ୍ କ୍ରିକେଟରଙ୍କ ଅପିଲ୍…
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ସାଜିଥିବା ବେଳେ ଦଳର ଲଜ୍ଜାଜନକ ପ୍ରଦର୍ଶନ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି ଟିମ୍। ତଥାପି ନିଜ ହାରକୁ ମାନିପାରୁନି ପାକିସ୍ତାନ। ଆଉ…
ରଣଜୀ ଟ୍ରଫିରେ ଇତିହାସ ରଚିଲେ ହର୍ଷ ଦୁବେ
ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଅବସରରେ ବିଦର୍ଭର ବାମହାତୀ ସ୍ପିନର ହର୍ଷ ଦୁବେ ଇତିହାସ ରଚିଛନ୍ତି । କେରଳ ବିପକ୍ଷ ଫାଇନାଲ ମ୍ୟାଚରେ ସେ ୮୮ ରନ ଦେଇ ୩ଟି ୱିକେଟ ନେଇଛନ୍ତି । ଏଥିସହ…
ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ସେମିଫାଇନାଲରେ ଅଷ୍ଟ୍ରେଲିଆ
ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ଭାରତ, ନ୍ୟୁଜିଲାଣ୍ଡ ସେମିରେ ପ୍ରବେଶ କରିଥିଲେ । ୧୬ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫିରେ…
କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ? ଶିଖର କଲେ ଭବିଷ୍ୟବାଣୀ…
ନୂଆଦିଲ୍ଲୀ: ରୋହିତ ଶର୍ମା ବର୍ତ୍ତମାନ ନିଜ କ୍ରିକେଟ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି। ଏହିଭଳି ପରିସ୍ଥିତିରେ ଭାରତର ପରବର୍ତ୍ତୀ ଅଧିନାୟକ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର…
ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ରାଜକୁମାର ରାଓ
ମୁମ୍ବାଇ: ବଲିଉଡରେ ଅନେକ ଖେଳାଳିଙ୍କୁ ନେଇ ବାୟୋପିକ ତିଆରି ହୋଇଛି। ଏବେ ସୌରଭ ଗାଙ୍ଗୁଲିଙ୍କ ଉପରେ ବାୟୋପିକ୍ ତିଆରି ହେବାକୁ ଯାଉଛି। ଏପରିକି ବାୟୋପିକରେ କେଉଁ ଅଭିନେତା ତାଙ୍କ ଚରିତ୍ରରେ…
ପାକିସ୍ତାନର ଏହି ପୂର୍ବତନ ଖେଳାଳି କହିଲେ ବିସିସିଆଇକୁ ପାନେ ଦିଅ
ଦୁବାଇ: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆରମ୍ଭ ହୋଇଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ପାକିସ୍ତାନକୁ ଭାରତ ଟିମ ନ ପଠାଇବା ପଡିଶା ଦେଶର…
ରହସ୍ୟ ଉଜାଗର ହେଲା, ଭାରତ କାହିଁକି ନେଇଛି ୫ ସ୍ପିନର
ଦୁବାଇ: ଭାରତୀୟ କ୍ରିକେଟ ଟିମ ଏବେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଗସ୍ତରେ ଯାଇଛି । ଅନ୍ୟ ଟିମ ତୁଳନାରେ ଭାରତ ତାର ଦଳରେ ୫ଜଣ ସ୍ପିନରଙ୍କୁ ନେଇ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଏ ନେଇ…
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବିବାଦ, ପାକିସ୍ତାନ ଷ୍ଟାଡିୟମରେ ଭାରତୀୟ ପତାକା ଉଡିଲାନି
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ହେଉଛି ପାକିସ୍ତାନ। କିନ୍ତୁ ସୁରକ୍ଷାକୁ ନଜରରେ ରଖି ପାକ୍ ଗସ୍ତ ଭାରତ ସରକାର ଟିମ୍ ଇଣ୍ଡିଆକୁ ଅନୁମତି ଦେଇନଥିଲେ। ଯାହା ଫଳରେ ହାଇବ୍ରିଡ୍…
ଲମ୍ବା କେଶ କୁ ଲମ୍ବା ଦାଢ଼ି: ଅନନ୍ୟ ଲୁକରେ କାର୍ତ୍ତିକ, ରିଲିଜ ହେଲା ‘ଆଶିକି ୩’ର ଫାଷ୍ଟ ଲୁକ୍
ମୁମ୍ବାଇ: ବଲିଉଡର କ୍ୟୁଟ୍ ସୁପରଷ୍ଟାର୍ କାର୍ତ୍ତିକ ଆର୍ଯ୍ୟନ୍ ଆଜିକାଲି ତାଙ୍କ ଫିଲ୍ମ ‘ଆଶିକି ୩’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ଏକ ରୋମାଣ୍ଟିକ ଲୁକରେ ନଜର ଆସିବେ।…
ଆଇପିଏଲ ୨୦୨୫ କାର୍ଯ୍ୟସୂଚୀ ଘୋଷିତ
ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣର କାର୍ଯ୍ୟସୂଚୀ ଘୋଷିତ ହୋଇଛି । ମାର୍ଚ୍ଚ ୨୨ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ଗତ ସଂସ୍କରଣର…