Browsing Category
ଖେଳ
ଚାମ୍ପିୟନ୍ସ ଟ୍ରଫି: ସବୁ କିଛି ପରୀକ୍ଷଣ କରିବାକୁ ରୋହିତ ପ୍ରସ୍ତୁତ
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିିନିକିଆ କ୍ରିକେଟ ସିରିଜରେ ସବୁ କିଛି ପରୀକ୍ଷଣ ପାଇଁ ଅଧିନାୟକ ରୋହିତ ଶର୍ମା ପ୍ରସ୍ତୁତ । ପ୍ରଥମ ଦିନିକିଆରେ ଭାରତ ସହଜରେ ବିଜୟ…
ବାରବାଟୀରରେ କୋହଲି ଖେଳିବେ କି ନାହିଁ ବଡ ସୂଚନା ଦେଲେ ଗିଲ
କଟକ: ଆଘାତ ସମସ୍ୟା ଯୋଗୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଖେଳିପାରି ନ ଥିଲେ । ଏବେ ସେ କଟକର ବାରବାଟୀ ଷ୍ଟାଡିୟମରେ ଫେବୃୟାରୀ…
ଚାମ୍ପିୟନ୍ସ ଟ୍ରଫି ଟିମରେ ଥିଲେ, ହଠାତ ନେଇଗଲେ ଅବସର
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିଶ୍ୱ ବିଜେତା ଟିମର ସଦସ୍ୟ ମାର୍କସ ଷ୍ଟୋଇନିସ ହଠାତ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ପାକିସ୍ତାନରେ ହେବାକୁ…
ପ୍ରଥମ ଦିନିକିଆରୁ ଓହରିଲେ କୋହଲି
ନାଗପୁର: ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନାହାନ୍ତି । କୋହଲି…
ଆଇଏସଏଲ: ଓଡିଶା ଏଫସି- ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ଡ୍ର
ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫସି ଓ ନର୍ଥଇଷ୍ଟ ୟୁନାଇଟେଡ ମଧ୍ୟରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲର ଏକ ରୋମାଂଚକ ମୁକାବିଲା ଡ୍ରରେ ଶେଷ ହୋଇଛି । ଉଭୟ ଟିମ ୨ଟି…
ରଣଜୀ ଟ୍ରଫି: କ୍ୱାର୍ଟର ଫାଇନାଲ ମ୍ୟାଚ ପାଇଁ ମୁମ୍ବାଇ ଟିମରେ ସାମିଲ ହେଲେ ସୂର୍ଯ୍ୟକୁମାର, ଦୁବେ
ମୁମ୍ବାଇ: ଟିମ ଇଣ୍ଡିଆର ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ରଣଜୀ ମ୍ୟାଚରେ ଖେଳିବେ । ହରିୟାଣା ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ ପାଇଁ ମୁମ୍ବାଇ ଟିମରେ ସୂର୍ଯ୍ୟକୁମାର ଓ ଶିବମ ଦୁବେଙ୍କୁ…
ଅଭିଷେକ ଝଡ ପରେ ବୋଲରଙ୍କ କମାଲ, ଇଂଲଣ୍ଡକୁ ୧୫୦ ରନରେ ହରାଇଲା ଭାରତ
ମୁମ୍ବାଇ: ଏଠାରେ ଅନୁଷ୍ଠିତ ୫ମ ଟି୨୦ ମ୍ୟାଚରେ ଅଭିଷେକ ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ୧୫୦ ରନରେ ଶୋଚନୀୟ ଭାବେ ଇଂଲଣ୍ଡକୁ ପରାସ୍ତ କରିଛି । ଟି୨୦ରେ ଏହା ରନ ବ୍ୟବଧାନ…
ଜାତୀୟ କ୍ରୀଡା: ପ୍ରତ୍ୟାଶାଙ୍କୁ ବ୍ରୋଞ୍ଜ, ୧୫ରେ ପଂହଚିଲା ଓଡିଶାର ପଦକ ସଂଖ୍ୟା
ଭୁବନେଶ୍ୱର: ଉତରାଖଣ୍ଡରେ ଚାଲିଥିବା ଜାତୀୟ କ୍ରୀଡାରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ରବିବାର ଓଡିଶାର ଷ୍ଟାର ସନ୍ତରଣକାରୀ ପ୍ରତ୍ୟାଶା ରାୟ ଆଉ ଏକ ପଦକ ଜିତିଛନ୍ତି । ସେ ୧୦୦ ମିଟର…
ରଣଜୀ ଟ୍ରଫି: ଓଡିଶା ବୋଲରଙ୍କ ନୈରାଶ୍ୟଜନକ ବୋଲିଂ, ସର୍ଭିସେସର ରେକର୍ଡ ବିଜୟ
କଟକ: ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ନୈରାଶ୍ୟଜନକ ଢ଼ଙ୍ଗରେ ସର୍ଭିସେସ ନିକଟରୁ ପରାଜିତ ହୋଇଛି । ପରାଜୟ ସହ ଓଡିଶାର ନକଆଉଟ ପର୍ଯ୍ୟାୟ ପ୍ରବେଶ ଆଶା ଧୂଳିସାତ ହୋଇଛି ।…
ହକି ଇଣ୍ଡିଆ ଲିଗ୍: ଆଜି ଟାଇଗର୍ସ- ତୁଫାନ୍ସ ଫାଇନାଲ ଫାଇଟ୍
ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗ ଷଷ୍ଠ ସଂସ୍କରଣ ୨୦୨୪-୨୫ର ଫାଇନାଲ ଲଢେଇ । ଶ୍ରାଚୀ ରା’ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ…