Browsing Category

ଖେଳ

ପ୍ରି ଅଲିମ୍ପିକ କ୍ୟାମ୍ପ ପାଇଁ ୨୭ଜଣିଆ ଖେଳାଳିଙ୍କ ନାମ ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ପ୍ରି ଅଲିମ୍ପିକ ଶିବିର ପାଇଁ ହକି ଇଣ୍ଡିଆ ଗୁରୁବାର ୨୭ ସମ୍ଭାବ୍ୟ ଖେଳାଳିଙ୍କ ନାମ ଘୋଷଣା କରିଛି । ୨୧ ଜୁନରୁ ୮ ଜୁଲାଇ ପର୍ଯ୍ୟନ୍ତ ଏହି ଶିବିର ଆୟୋଜିତ ହେବ । ଅଲିମ୍ପିକରେ ଭାରତ…

ଅଲିମ୍ପିକ୍ସ ପୂର୍ବରୁ ଫର୍ମରେ ନୀରଜ, ପାଭୋ ନୁର୍ମି ଗେମ୍ସରେ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଆଥଲେଟ ନୀରଜ ଚୋପ୍ରା ପାଭୋ ନୁର୍ମି ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଜାଭେଲିନ ଥ୍ରୋରେ ନୀରଜ ୮୫.୯୭ ମିଟର ଦୂରତାକୁ ଥ୍ରୋ କରି…

ଟି୨୦ ଆନ୍ତର୍ଜାତୀୟ ମୁକାବିଲାରେ ବ୍ୟୟବହୂଳ ଓଭର

ନୂଆଦିଲ୍ଲୀ: ଚିଳିତ ଟି୨୦ ବିଶ୍ୱକପ କ୍ରିକେଟର ଶେଷ ଲିଗ ମ୍ୟାଚରେ ୱେଷ୍ଟଇଣ୍ଡିଜ ୧୦୪ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ନିକୋଲସ ପୂରନ ଏହି ମ୍ୟାଚରେ ଅଜମତଉଲ୍ଲାହ ଓମରଜଇଙ୍କ ଓଭରରେ ୩୬ ରନ…

ଟି୨୦ ବିଶ୍ୱକପରେ ପାକିସ୍ତାନ ଉପରେ ଭାରତର ପ୍ରଭୂତ୍ୱ ଜାରୀ

ନ୍ୟୁୟର୍କ: ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ଉପରେ ଭାରତ ତାର ପ୍ରଭୂତ୍ୱ ଜାରୀ ରଖିଛି । ଓଭରାଲ ୮ଟି ମୁକାବିଲାରୁ ଭାରତର ଏହା ୭ମ ବିଜୟ । ସେହିପରି ଟି୨୦ରେ ଉଭୟ ଦଳ ମଧ୍ୟରେ ୧୩ଟି ମ୍ୟାଚ…

ନିର୍ବାଚନ ଜିତିବା ପରେ ଚିରଞ୍ଜୀବଙ୍କ ପାଦ ଛୁଇଁ ଆଶର୍ବାଦ ନେଲେ ପଓ୍ବନ କଲ୍ୟାଣ, ସାମ୍ନାକୁ ଆସିଲା ଭିଡିଓ

ପିଥାପୁରମ: ସାଉଥ ସୁପରଷ୍ଟାର ପଓ୍ବନ କଲ୍ୟାଣଙ୍କୁ ରାଜନୀତିରେ ମିଳିଛି ବଡ ସଫଳତା । ପିଥାପୁରମରୁ ପ୍ରତିଦ୍ୱନ୍ଦ୍ୱିତା କରି ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିଛନ୍ତି ଅଭିନେତା ପଓ୍ନନ ।…

ନାସାଉ କାଂଉଟି କ୍ଲବ ପିଚ ବିପଦପୂର୍ଣ୍ଣ ବୋଲି ମାନିଲା ଆଇସିସି

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପରେ ନାସାଉ କାଂଉଟିର ପିଚ ନେଇ ଭାରତ ସମେତ ଅନ୍ୟ ଟିମଗୁଡିକ ପ୍ରଶ୍ନ ଉଠାଇଛନ୍ତି । ଏବେ ଏହି ପିଚ ମାରାତ୍ମକ ବୋଲି ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମାନିଛି ।…

ବିଶାଳ ହୃଦୟବାନ ଧୋନି ; ଅପରେଶନ ଖର୍ଚ୍ଚ ମୁଁ ଦେଖିବି

ରାଂଚୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣରେ ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ପ୍ଲେ ଅଫ ଦୌଡରୁ ବାଦ ପଡିଥିଲା । ଅହମ୍ମଦାବାଦରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ଅବସରରେ ଜଣେ…

ଲାଙ୍ଗର, ପଂଟିଂ କୋଚ ହେବା ଖବରକୁ ଜୟ ଶାହଙ୍କ ଖଣ୍ଡନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଟିମ ଇଣ୍ଡିଆର କୋଚ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ । ବିିସିସିଆଇ ବିଧିବଦ୍ଧ ଭାବେ ଏହି ପଦ ପାଇଁ ଆବେଦନ ଘୋଷଣା କରି ସାରିଛି ।…

ମାଂସପେଶୀରେ ଅସ୍ତ୍ରୋପଚାର ପାଇଁ ଧୋନୀ ଯିବେ ଲଣ୍ଡନ

ରାଂଚୀ : ଗତ ସପ୍ତାହରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁଠାରୁ ଚେନ୍ନଇ ହାରିବା ପରେ ଭେଟେରାନ ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ପଡ଼ିଆରୁ ଚାଲିଯିବା ପରଠାରୁ ଆଇପିଏଲ୍ କ୍ରିକେଟ ଆଉ ଖେଳିବେ କି…

କ୍ରିକେଟର ମୀନା ବଜାରରେ ରୋହିତଙ୍କୁ ହରାଇଲା କି ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ମ୍ୟାଚରେ ୪ ବିଜୟ ହାସଲ କରି ୮ ପଂଏଟ ସହ ୧୦ମ ସ୍ଥାନରେ ଅଭିଯାନ ଶେଷ କରିଛି । ରୋହିତ ଶର୍ମାଙ୍କୁ ହଟାଇବା…