Browsing Category

ଦେଶ- ବିଦେଶ

ହଠାତ୍ କାହିଁକି ବିଧାୟକ ପ୍ରାର୍ଥୀଙ୍କ ବୈଠକ ଡାକିଲେ କେଜ୍ରିୱାଲ? ଆପ୍‌କୁ ‘ଅପରେସନ ଲୋଟସ୍’ ଚିନ୍ତା

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନର ଗଣନା ପୂର୍ବରୁ ଲଗାତାର ହଙ୍ଗାମା ଲାଗି ରହିଛି। ‘ଅପରେସନ୍ ଲୋଟସ୍’ର ସମ୍ଭାବନାକୁ ଆକଳନ କରି, ଶାସକ ଆମ ଆଦମୀ ପାର୍ଟି (ଆପ୍) ସତର୍କତା ଅବଲମ୍ବନ…

ଦିଲ୍ଲୀ ହାରିଲେ ଆପ୍ ପାଇଁ ବଡ଼ ସଂକଟ

ନୂଆଦିଲ୍ଲୀ: ଦିଲ୍ଲୀ ହାରିଯିବ କି ଆମ ଆଦମୀ ପାର୍ଟି? ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରେ ଆପ୍ ଦିଲ୍ଲୀ ହାରିବା ନେଇ ଆକଳନ କରାଯାଇଛି । ତେବେ ଯଦି ଏକଜିଟ୍ ପୋଲ ଆକଳନ ସତ ହୁଏ, ତେବେ ଆପକୁ…

ରକ୍ତମୁଖା ଲାଲବାହିନୀ: ସରପଞ୍ଚ ପ୍ରାର୍ଥୀଙ୍କୁ ଘରୁ ଟାଣି ଆଣି ଗାଁ ଦାଣ୍ଡରେ କଲେ ହତ୍ୟା

ଦନ୍ତେୱାଡା: ପୁଣି ରକ୍ତମୁଖା ହେଲା ଲାଲବାହିନୀ। ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମିଳିଛି ମାଓ ହିଂସା। ଅରନପୁର ଥାନା ଅଞ୍ଚଳରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଧାରୁଆ ଅସ୍ତ୍ରରେ ଗଳା…

ଭାଙ୍ଗିଗଲା ଆମେରିକା ସ୍ବପ୍ନ

ନୂଆଦିଲ୍ଲୀ: ପାଦରେ ବେଡି, ହାତରେ ହ୍ୟାଣ୍ଡକଫ୍ । ଆମେରିକା ଏୟାରଫୋର୍ସର ବିମାନରେ ମୁଣ୍ଡ ତଳକୁ କରି ଏଭଳି ସ୍ଥିତିରେ ଭାରତ ଫେରିଛନ୍ତି ପ୍ରବାସୀ। ଆମେରିକା ଚାହିଁଥିଲେ ଏମାନଙ୍କୁ ସାଧାରଣ…

ସମ୍ବିଧାନ ଶବ୍ଦ କଂଗ୍ରେସ ମୁହଁରେ ଶୋଭା ପାଉନାହିଁ: ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି । ନିଜ ଅଭିଭାଷଣରେ କଂଗ୍ରେସକୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ।…

ସିଗାରେଟ ଟାଣୁ ନଥିବା ବ୍ୟକ୍ତିଙ୍କ ଠାରେ ଫୁସଫୁସ କର୍କଟ ଦ୍ରୁତ ଗତିରେ ବଢିବାରେ ଲାଗିଛି :ରିପୋର୍ଟ

ନୂଆଦିଲ୍ଲୀ: ଆପଣ ସିଗାରେଟ୍,ହୁକା କିମ୍ବା ବିଡି ଧୂମପାନ କରନ୍ତି ନାହିଁ, ହେଲେ ବି ଆପଣ ଫୁସଫୁସ କର୍କଟର ଶିକାର ହୋଇପାରନ୍ତି । ଧୂମପାନ କରୁଥିବା ଲୋକଙ୍କଠାରେ ସାଧାରଣତଃ ଫୁସଫୁସ କର୍କଟ ରୋଗ…

ବିଲ୍ ଗେଟ୍ସଙ୍କ ‘ସିରିଅସ୍ ଗର୍ଲଫ୍ରେଣ୍ଡ’ ପାଉଲା ହର୍ଡ, ଜାଣନ୍ତୁ କିଏ ଏହି ମହିଳା…

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ପ୍ରେମିକା ପାଉଲା ହର୍ଡଙ୍କ ସହ ତାଙ୍କ ସମ୍ପର୍କର ଖୁଲାସା କରିଛନ୍ତି। ବିଲ୍ ଗେଟ୍ସ ୨୦୨୧ ମସିହାରେ ମେଲିଣ୍ଡା ଗେଟ୍ସଙ୍କଠାରୁ…

ୟୁସିସି ଲାଗୁ ହେବା ପରେ ପଞ୍ଜୀକୃତ ହେଲେ ପ୍ରଥମ ଲିଭ-ଇନ୍ ଦମ୍ପତି

ଡେରାଡୁନ: ଜାନୁଆରୀ ୨୭ ତାରିଖରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ କରିବାର ନଅ ଦିନ ପରେ, ପ୍ରଥମ ଲିଭ-ଇନ୍ ଦମ୍ପତି ନୂତନ ଆଇନ ଅନୁଯାୟୀ ସଫଳତାର ସହ ପଞ୍ଜୀକରଣ କରିଛନ୍ତି।…

ଅଙ୍ଗନବାଡି କେନ୍ଦ୍ରରେ ଉପମା ବଦଳରେ ଦରକାର ବିରିୟାନୀ, ବାଳକର ଅପିଲ୍ ପରେ ବଦଳିବ ମେନ୍ୟୁ

ଥିରୁଅନନ୍ତପୁରମ: ଅଙ୍ଗନବାଡି କେନ୍ଦ୍ରରେ ମିଳୁଥିବା ଉପମା ବଦଳରେ ବିରିୟାନି ଏବଂ ଚିକେନ୍ ଫ୍ରାଏ ଦରକାର। ଏକ ଶିଶୁ ଏଭଳି ଅପିଲ୍ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖାସ…

ସକ୍ରିୟ ହେଉଛି ପଶ୍ଚିମ ଝଡ଼: ଓଡ଼ିଶା ସମେତ ଏହି ସବୁ ସ୍ଥାନରେ ଘୂର୍ଣ୍ଣିବାତ୍ୟା ଆଶଙ୍କା

ନୂଆଦିଲ୍ଲୀ: ଆସୁଛି ବଡ଼ ଘୂର୍ଣ୍ଣିଝଡ! ୪ ଓ ୫ ତାରିଖରେ ଓଡ଼ିଶା ସମେତ ଅନେକ ସ୍ଥାନରେ ଘୂର୍ଣ୍ଣିବାତ୍ୟା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର…