Browsing Category
ଦେଶ- ବିଦେଶ
୪୭ ବର୍ଷ ପରେ କଂଗ୍ରେସ ପାଇଲା ନୂଆ ମୁଖ୍ୟାଳୟ, ଇନ୍ଦିରା ଭବନ ଉଦ୍ଘାଟିତ
ନୂଆଦିଲ୍ଲୀ: ପ୍ରାୟ ପାଞ୍ଚ ଦଶନ୍ଧି ପରେ କଂଗ୍ରେସ ପାଇଲା ନୂଆ ଠିକଣା। ୪୭ ବର୍ଷ ପରେ କଂଗ୍ରେସ ପାଇଲା ନୂଆ ମୁଖ୍ୟାଳୟ। ନୂଆଦିଲ୍ଲୀର ୯-ଏ କୋଟଲା ରୋଡ୍ ଏବେ କଂଗ୍ରେସର ନୂଆ ଠିକଣା ପାଲଟିଛି।…
ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ମନ୍ତ୍ରୀ କୱାସି ଲଖମା ଗିରଫ
ରାୟପୁର: ଛତିଶଗଡ଼ରେ ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ମନ୍ତ୍ରୀ କୱାସି ଲଖମାଙ୍କୁ ତଦନ୍ତକାରୀ ସଂସ୍ଥା ଗିରଫ କରିଛି। ତାଙ୍କୁ…
ଚାଞ୍ଚଲ୍ୟକର ଘଟଣା; କଏଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଯୋଗାଉଛି ଡ୍ରୋନ
ନୂଆଦିଲ୍ଲୀ: ବ୍ରିଟେନର ଜେଲରେ ଢିଲା ସୁରକ୍ଷା ବ୍ୟବସ୍ଥା ସାମ୍ନାକୁ ଆସିଛି। ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଏଚଏମପି ମଞ୍ଚେଷ୍ଟର ଏବଂ ଏଚଏମପି ଲଙ୍ଗ ଲାର୍ଟିନ ଜେଲରେ କରାଯାଇଥିବା ଯାଞ୍ଚ…
ଧରାପଡିଲା ୪୦୦ ସ୍କୁଲକୁ ବୋମା ଧମକ ଦେଉଥିବା ବ୍ୟକ୍ତି, ଗଭୀର ଷଡଯନ୍ତ୍ର କରୁଥିବା ସନ୍ଦେହ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀର ପ୍ରାୟ ସମସ୍ତ ସ୍କୁଲକୁ ବୋମା ଧମକ ଆସୁଥିଲା। ତେବେ ଏହି ଘଟଣାରେ ଦିଲ୍ଲୀ ପୋଲିସ ଜଣେ ଛାତ୍ରଙ୍କୁ ଗିରଫ କରିଛି। ଏହି ଘଟଣା ପଛରେ କେହି ବଡ ବ୍ୟକ୍ତି…
ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ସିଝା ମକା ଦାମ୍ ୫୦୦, ରାଗିଲେ ୟୁଜର୍ସ
ହାଇଦ୍ରାବାଦ: ବିରାଟ କୋହଲି ଜଣେ କ୍ରିକେଟର ହେବା ସଙ୍ଗେସଙ୍ଗେ ଅନେକ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ଏହା ସହିତ ସେ ମଧ୍ଯ ଅନେକ କମ୍ପାନୀର ମାଲିକ।
ହାଇଦ୍ରାବାଦରେ ବିରାଟଙ୍କ ଏକ…
ସ୍ରାଏଲ୍ ଓ ହାମାସ୍ ଯୁଦ୍ଧକୁ ନେଇ ଆସିଲା ବଡ଼ ଖବର, ଦୁଇ ଦେଶ ପାଇଁ ଆସିବ ଭଲ ଖବର
ନୂଆଦିଲ୍ଲୀ: ଖୁବ ଶୀଘ୍ର ଇସ୍ରାଏଲ୍ ଓ ହାମାସ୍ ଯୁଦ୍ଧରେ ଲାଗିପାରେ ବିରାମ । ଖୁବ ଶୀଘ୍ର ହୋଇପାରେ ଯୁଦ୍ଧବିରତି ବୁଝାମଣା । ଯେତେଦୂର ଆଶା ଆସନ୍ତା ସପ୍ତାହରେ ଏହି ସଫଳତା ମିଳିପାରେ । ଯଦି…
ମହାକୁମ୍ଭରେ ମୁଲାୟମ ସିଂ ଯାଦବଙ୍କ ଷ୍ଟାଚ୍ୟୁ, ତେଜିଲା ବିବାଦ
ପ୍ରୟାଗ: ଆଜିଠାରୁ ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇଯାଇଛି। ୧୩ ଜାନୁଆରୀରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶ୍ୱାସର ପର୍ବରେ କୋଟି କୋଟି ଭକ୍ତ ପବିତ୍ର ସ୍ନାନ ପାଇଁ…
ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ହସ୍ପିଟାଲ ନେଲେ ମିଳିବ ୨୫ ହଜାର ଟଙ୍କା
ନୂଆଦିଲ୍ଲୀ: ଏଣିକି ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ହସ୍ପିଟାଲ ନେଲେ ମିଳିବ ୨୫ ହଜାର ଟଙ୍କା । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ କିଛି ଏପରି ଘୋଷଣା କରିଛନ୍ତି । ସଡ଼କ…
ତିରୁପତି ମନ୍ଦିରରେ ପୁଣି ଅଘଟଣ: ଲଡୁ କାଉଣ୍ଟର ପାଖରେ ଲାଗିଲା ନିଆଁ
ନୂଆଦିଲ୍ଲୀ : ତିରୁପତି ମନ୍ଦିରରେ ନିଆଁ ଲାଗିଥିବା ଖବର ସାମନାକୁ ଆସିଛି। ସୂଚନା ମୁତାବକ, ମନ୍ଦିରର ଲଡୁ କାଉଣ୍ଟର ପାଖରେ ଏହି ନିଆଁ ଲାଗିଛି। ଯାହାଦ୍ବାରା ପ୍ରସାଦ ନେବାକୁ ଭିଡ ଜମାଇଥିବା…
କାହିଁକି ଦିଲ୍ଲୀ ଜିତିପାରୁନି ବିଜେପି?
ନୂଆଦିଲ୍ଲୀ: ୨୭ବର୍ଷ ହେଲା ଦିଲ୍ଲୀରେ କ୍ଷମତାଠୁ ଦୂରରେ ରହିଛି ବିଜେପି । ସୁଷମା ସ୍ବରାଜ ଥିଲେ ଦିଲ୍ଲୀରେ ବିଜେପିର ଶେଷ ମୁଖ୍ୟମନ୍ତ୍ରୀ । ୧୯୯୮ମସିହାରେ ମାତ୍ର ୫୨ଦିନ ପାଇଁ ସେ ମୁଖ୍ୟମନ୍ତ୍ରୀ…