Browsing Category
ଦେଶ- ବିଦେଶ
ଶେଖ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି
ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ ବୃଦ୍ଧି ପାଇବାରେ ଲାଗିଛି। ବାଂଲାଦେଶ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ନଭେମ୍ବର ୧୮ ସୁଦ୍ଧା ଶେଖ…
ସୁପ୍ରିମକୋର୍ଟଙ୍କ ବଡ ରାୟ: ବାଂଲାଦେଶରୁ ଭାରତ ଆସିଥିବା ପ୍ରବାସୀଙ୍କୁ ମିଳିବ ନାଗରିକତା
ନୂଆଦିଲ୍ଲୀ: ନାଗରିକତା ଅଧିନିୟମ ୧୯୫୫ର ଧାରା ୬-ଏକୁ ନେଇ ଏକ ବଡ ନିଷ୍ପତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ l କୋର୍ଟ ଧାରା ୬-ଏ ବୈଧତାକୁ ବଜାୟ ରଖିଛନ୍ତି l ଫଳରେ ଏହି ଆଇନ ଆସାମ…
ଧନତେରାସ ପୂର୍ବରୁ ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର
ନୂଆଦିଲ୍ଲୀ: ସମସ୍ତ ରେକର୍ଡ ଭାଙ୍ଗିଲା ସୁନା ଦର । ଆଜି ସୁନା ଦର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କାରେ ପହଞ୍ଚିଛି । କ୍ରମାଗତ ଅଳଙ୍କାର କ୍ରୟ ହେତୁ ଦିଲ୍ଲୀର ବଜାରରେ ସୁନା ମୂଲ୍ୟ ବୁଧବାର ୧୦…
ଏଣିକି ୨ ମାସ ପୂର୍ବରୁ କରିପାରିବେ ଟ୍ରେନ୍ ଟିକେଟ
ନୂଆଦିଲ୍ଲୀ: ଏଣିକି ୨ ମାସ ପୂର୍ବରୁ କରିପାରିବେ ଟ୍ରେନ୍ ଟିକେଟର ଆଡଭାନ୍ସ ବୁକିଂ । ଏବେ ୧୨୦ ଦିନ ପୂର୍ବରୁ ନୁହେଁ ୬୦ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିବା ପାଇଁ ସମୟ ସୀମା ହ୍ରାସ କଲା…
ରତନ ଟାଟାଙ୍କ ଦେହାନ୍ତ ପରେ ଟିସିଏସର ବଡ଼ ନିଷ୍ପତ୍ତି, ଚଳିତ ଥର ବାତିଲ କଲା ଏହି ସବୁ କାର୍ଯ୍ୟ
ନୂଆଦିଲ୍ଲୀ: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଆଜି ଏହାର ରୋଜଗାରର ଆକଳନ କରିବାକୁ ଯାଉଛି। ଲୋକମାନେ ବିଶ୍ୱାସ କରନ୍ତି ଯେ ଏଥର ସେମାନଙ୍କର ରୋଜଗାର ସାମାନ୍ୟ ବୃଦ୍ଧି ପାଇଛି। କିନ୍ତୁ…
ବେଜୁବାନଙ୍କ ମନ ପଢିପାରୁଥିଲେ: ‘ଟିଟୋ’ ପାଇଁ ବ୍ରିଟେନ ପୁରସ୍କାରକୁ ବି ତୁଚ୍ଛ କରିଥିଲେ
ମୁମ୍ବାଇ: ଶିଳ୍ପ ଜଗତର ଏମିତି ଏକ ଅମୂଲ୍ୟ ମଣିଷ ରତନ ଟାଟା, ଯାହାଙ୍କ ବିଷୟରେ ଜାଣିବା ପରେ ସତରେ ଜଣେ ଅବାକ୍ ହୋଇଯିବ । ଏକ ନିଷ୍କପଟ ମଣିଷ, ଯାହାଙ୍କ ଠାରେ କେବଳ ପ୍ରେମ, ଅନାବିଳ ସ୍ନେହ ଓ…
ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର
ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ ସ୍ବଡେଶ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ବୁଧବାର କୁହାଯାଇଛି ଯେ ରସାୟନ ବିଜ୍ଞାନରେ ଡେଭିଡ ବେକର,…
‘କଂଗ୍ରେସ ସହ ଦିଲ୍ଲୀରେ ମେଣ୍ଟ କରିବନି ଆପ୍’
ନୂଆଦିଲ୍ଲୀ: ହରିୟାଣା ନିର୍ବାଚନରେ କଂଗ୍ରେସ ଓ ଆପ୍ କୁ ପରାଜୟର ସ୍ବାଦ ଚାଖିବାକୁ ମିଳିଛି । ଯାହାକୁ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଆମ୍ ଆଦମୀ ପାର୍ଟି ଲଢ଼ିବ ବୋଲି ଆଜି ଦଳ…
ଜାମ୍ମୁ କାଶ୍ମୀର ନିର୍ବାଚନ ଫଳ : ଉମରଙ୍କ ରାଜନୈତିକ ଜୀବନରେ ନୂଆ ମୋଡ
ଜାମ୍ମୁ ଓ କାଶ୍ମୀରର ଐତିହାସିକ ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଂଟକୁ ମିଳିଛି ସ୍ପଷ୍ଟ ବହୁମତ । ଏନସି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ପୁଅ ଉମର ଅବଦୁଲ୍ଲା ପୁଣି ଥରେ…
ନଭେମ୍ବର ୩ରୁ ବନ୍ଦ ହେବ କେଦାରନାଥ ଧାମ
ରୁଦ୍ରପ୍ରୟାଗ: ଶୀତ ଋତୁର ଆଗମନ ହେବାକୁ ଥିବା ବେଳେ କେଦାରନାଥ ଧାମର ଦ୍ବାର ବନ୍ଦ ହେବାର ତାରିଖ ଘୋଷଣା କରାଯାଇଛି।
ଚଳିତ ବର୍ଷ ମେ ମାସରେ ଭକ୍ତମାନଙ୍କ ପାଇଁ କେଦାରନାଥ ଧାମର ଦ୍ୱାର ଖୋଲା…