Browsing Category
ଦେଶ- ବିଦେଶ
ପଶ୍ଚିମବଙ୍ଗରେ ଶାସକ ଦଳ ଟିଏମସି ପ୍ରତି ‘ମମତା’ ଦେଖାଇଲା କଂଗ୍ରେସ!
କୋଲକାତା: ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ଶୁଭଙ୍କର ସରକାର ହୋଇଛନ୍ତି। ଆଉ ଦାୟିତ୍ୱ ନେଉ ନେଉ ଶାସକ ଦଳ ଟିଏମସିକୁ ଦେଇଛନ୍ତି ବଡ଼ ବାର୍ତ୍ତା। ମେଣ୍ଟ ପାଇଁ ସହଯୋଗୀ…
ତିରୁପତି ଲଡୁ ବିବାଦ: ବଡବଡ ମନ୍ଦିରରେ ହେବ ପ୍ରସାଦର ନମୁନା ଯାଞ୍ଚ
ଜୟପୁର: ତିରୁପତି ଲଡୁ ବିବାଦ ମଧ୍ୟରେ ବଡବଡ ମନ୍ଦିରରେ ପ୍ରସାଦର ମାନ ଯାଞ୍ଚ ପାଇଁ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର।
ଯାହା ଫଳରେ ବର୍ତ୍ତମାନ ରାଜସ୍ଥାନର ଖାଦ୍ୟ ନିରାପତ୍ତା ବିଭାଗ ସମସ୍ତ…
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅତିଶୀ
ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଆମ୍ ଆଦମୀ ପାର୍ଟି ନେତା ଅତିଶୀ। ଶନିବାର ଦିନ ସେ ରାଜ ନିବସ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଛନ୍ତି।…
ଲେବାନନ୍ ପେଜର୍ ବ୍ଲାଷ୍ଟରେ କେରଳ କନେକସନ !
ନୂଆଦିଲ୍ଲୀ: ସାରାବିଶ୍ୱରେ ଚାଂଚଲ୍ୟ ସୃଷ୍ଟି କରିଛି ଲେବାନନରେ ପେଜର ସିରିଆଲ ବ୍ଲାଷ୍ଟ । ପେଜର ଜରିଆରେ ବିସ୍ପୋରଣ କରି ହିଜବୋଲ୍ଲାକୁ ଇସ୍ରାଏଲ ଟାର୍ଗେଟ କରିଥିବା ନେଇ ଚର୍ଚ୍ଚା ହେଉଛି ।…
ସ୍ୱିଗିରେ ଖାଦ୍ୟ ବଦଳରେ ଏପରି କିଛି ଅର୍ଡର କରି ମଧ୍ୟରାତ୍ରିରେ ପାଇଲେ ସେବା, ଧନ୍ୟବାଦ ଦେଲେ ମହିଳା
ବେଙ୍ଗାଲୁରୁ: ସମୟ ଅଭାବ କିମ୍ବା ରୋଷେଇ ଜାଣିନଥିଲେ ଲୋକେ ସ୍ୱିଗିରେ ଖାଇବା ଅର୍ଡର କରିଥାନ୍ତି। ଏବେ କିନ୍ତୁ ଆଉ ପାଦେ ଆଗକୁ ଯିବାକୁ ଚେଷ୍ଟା କରିଛନ୍ତି ଜଣେ ମହିଳା। ବେଙ୍ଗୁଲୁରୁର ଏହି…
ମୋଦିଙ୍କ ମିଶନ କଶ୍ମୀର: ଟାର୍ଗେଟରେ କଂଗ୍ରେସ-ଏନସି ମେଣ୍ଟ
ଶ୍ରୀନଗର: ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଥିବା ବେଳେ ପରବର୍ତ୍ତୀ ଦୁଇ ପର୍ଯ୍ୟାୟ ପାଇଁ ସରଗରମ ପ୍ରଚାର । ଜମ୍ମୁର କାଟ୍ରାରେ ନିର୍ବାଚନ…
ତିରୁମାଲା ବିବାଦ ପରେ ‘ସନାତନ ଧର୍ମ ରକ୍ଷା ବୋର୍ଡ’ ଗଠନ ପାଇଁ ଉଠିଲା ଦାବି
ବିଶାଖାପଟନମ: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଜାତୀୟ ସ୍ତରରେ ‘ସନାତନ ଧର୍ମ ରକ୍ଷା ବୋର୍ଡ’ ଗଠନ କରିବାକୁ ଦାବି କରିଛନ୍ତି। ପ୍ରସିଦ୍ଧ ତିରୁମାଲା ଲଡୁ ପ୍ରସାଦରେ ପଶୁ ଚର୍ବି…
ମୁସଲିମ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ବିଚାରପତି, ସୁପ୍ରିମକୋର୍ଟ ମାଗିଲେ ଜବାବ
ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ସୁପ୍ରିମ୍ କୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ କର୍ଣ୍ଣାଟକ ହାଇକୋର୍ଟର…
ଇତିହାସ ରଚିଲା ଆଫଗାନିସ୍ତାନ: ସମସ୍ତ ଫର୍ମାଟରେ ଦକ୍ଷିଣ ଆଫ୍ରିକାକୁ ହରାଇଲା
ଶାରଜା: ଆଫଗାନିସ୍ତାନ କ୍ରିକେଟ ଟିମ ଗୁରୁବାର ଇତିହାସ ରଚିଛି । ଶାରଜାରେ ଦଳ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ଦିନିକିଆ କ୍ରିକେଟରେ ପରାଜିତ କରିଛି । ଏଥିସହ ଆଫଗାନିସ୍ତାନ ଟିମ…
କେଜ୍ରିଓ୍ବାଲଙ୍କ ସ୍ଥାନ ନେବେ ଆତିଶୀ: ୨୧ରେ ମନ୍ତ୍ରୀମଣ୍ଡଳଙ୍କ ସହ ଶପଥ ନେବେ
ନୂଆଦିଲ୍ଲୀ: ଶପଥ ନେବେ ଦିଲ୍ଲୀର ଭାବି ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନ ସିଂହ । ଆସନ୍ତା ୨୧ ତାରିଖରେ ଆତିଶୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ । ଏହା ପରେ ଦିଲ୍ଲୀ ପାଇବ ନୂଆ…