Browsing Category

ଦେଶ- ବିଦେଶ

ଝାଡଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହେମନ୍ତ ସୋରେନଙ୍କ ଅନୁରୋଧ

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଝାଡ଼ଖଣ୍ଡ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣା । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏନେଇ ସୋଶିଆଲ ମିଡିଆ…

୯ ବର୍ଷ ତଳର ‘ୟୁ ଟର୍ଣ୍ଣ’ ପାଇଁ ପୁରସ୍କାର: ଆତିଶୀଙ୍କୁ ସିଏମ୍ ଗାଦି ଦେଲେ କେଜରୀୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ଆମ୍ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ନୂଆ ନେତା ନିର୍ବାଚିତ କରାଯାଇଛି । ଖୋଦ୍ କେଜରୀୱାଲ ଆତିଶୀଙ୍କ ନାଁର ପ୍ରସ୍ତାବ…

କାମ ଚାପରୁ ମୃତ୍ୟୁ ? ମାଆ ମାଗୁଛି ନ୍ୟାୟ

ପୁନେ: ଆଜିର ସମୟରେ ଯୁବପିଢି ଘରୋଇ କମ୍ପାନୀ ଆଡକୁ ଅଧିକ ଆକୃଷ୍ଟ ହେଉଛନ୍ତି। ତାହା ଆଇଟି ଶିଳ୍ପ ହେଉ କିମ୍ବା ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ। ୱାର୍କ ଫ୍ରମ ହୋମ କନସେପ୍ଟ ସାଙ୍ଗକୁ ପ୍ରଦୂଷଣ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜ୍ରିଓ୍ବାଲ, ଆତିଶୀ ହେବେ ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଆଜି ନିଜ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଆପ ନେତ୍ରୀ ତଥା ମନ୍ତ୍ରୀ ଆତିଶୀ ମରଲେନଙ୍କ ନାଁ ମୁଖ୍ୟମନ୍ତ୍ରୀ…

ପ୍ରଜନନ ହାର ବଢାଇବା ପାଇଁ ଋଷର ନୂଆ ନିୟମ, ଅଫିସ ବ୍ରେକରେ କରନ୍ତୁ ସେକ୍ସ

ମସ୍କୋ: ନିଜର ଅଫିସ ବ୍ରେକ୍ ସମୟରେ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଜନତାଙ୍କୁ ଅପିଲ୍ କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଦେଶର ଜନ୍ମ ହାର ବର୍ତ୍ତମାନ ପ୍ରତି ମହିଳାରେ ୧.୫ ଶିଶୁ…

୨୮୭୧ କୋଟିର ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସି ଓଡିଶା ପାଇଁ ୨୮୭୧ କୋଟି ମୂଲ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର…

ରାହୁଲ ଗାନ୍ଧୀ ନମ୍ବର ୱାନ ଆତଙ୍କବାଦୀ’: କାହିଁକି ଏପରି ବିବାଦୀୟ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବନୀତ ସିଂ ବିଟୁଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ଯାହା ପରେ ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ…

ବଦଳିଲା ବନ୍ଦେ ମେଟ୍ରୋର ନାଁ, ନୂଆ ନାମରେ ହେବ ପରିଚିତ

ନୂଆଦିଲ୍ଲୀ: ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ…

ଆର ଜି କର ମେଡିକାଲ ମାମଲା: ଜୁନିଅର ଡାକ୍ତରଙ୍କ ପାଇଁ ଲଢିବେ ଇନ୍ଦିରା ଜୟସିଂ

ନୂଆଦିଲ୍ଲୀ: ପ୍ରସିଦ୍ଧ ଆଇନଜୀବୀ ତଥା ସମାଜସେବୀ ଇନ୍ଦିରା ଜୟସିଂ ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ଫୋରମ୍ (ଡବ୍ଲୁବିଜେଡିଏଫ୍) ତରଫରୁ ସୁପ୍ରିମକୋର୍ଟରେ ପ୍ରତିନିଧିତ୍ୱ କରିବେ। କୋଲକାତା ଆର ଜି…

୨୬ ବର୍ଷ ପରେ ପୁଣି ଓଲଟିଲା ଇତିହାସ ପୃଷ୍ଠା: ଜାଣନ୍ତୁ କାହାକୁ ଫଲୋ କରିଛନ୍ତି କେଜ୍ରିଓ୍ବାଲ…..

ନୂଆଦିଲ୍ଲୀ: ୨୬ ବର୍ଷ ପରେ ପୁଣି ଦିଲ୍ଲୀ ରାଜନୀତି ତାର ଇତିହାସ ପୃଷ୍ଠାକୁ ଓଲଟାଇଛି  । ଆମ୍ ଆଦମି ପାର୍ଟିର ରାଷ୍ଟ୍ରିୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବା ନେଇ…