Browsing Category

ଦେଶ- ବିଦେଶ

କାଉଡିଆଙ୍କ ମାର୍ଗରେ ଥିବା ସବୁ ଦୋକାନରେ ଲାଗିବ ନେମପ୍ଲେଟ୍

ହରିଦ୍ବାର: ଜୁଲାଇ ୨୨ରୁ ଶ୍ରାବଣ ମାସର ଆରମ୍ଭ । ମାସ ଆରମ୍ଭରୁ କାଉଡିଆଙ୍କ ଯାତ୍ରା ଆରମ୍ଭ ହୋଇଯିବ । ଏହାସହିତ ହରିଦ୍ବାରଙ୍କୁ ଛୁଟିବ କାଉଡିଆ ଭକ୍ତଙ୍କ ସୁଅ । ଯାହାକୁ ଦୃଷ୍ଟିରେ ରଖୁ କିଛି…

ମାଇକ୍ରୋସଫ୍ଟ ସର୍ଭର ଡାଉନ, ଠପ୍ ହେଲା ବିମାନସେବା

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହୋଇଯାଇଛି । ଏଥିପାଇଁ ବାଧାପ୍ରାପ୍ତ ହୋଇଛି ବିମାନ ସେବା । ଯେଉଁଥିରେ ଭାରତ ସହ ଅଷ୍ଟ୍ରେଲିଆ, ଆମେରିକା, ଜର୍ମାନୀ, ୟୁରୋପ ସବୁଠି…

ବଦଳାଇଥିଲେ ନାମ ଓ ଠିକଣା: ପୂଜା ଖେଡକରଙ୍କ ବିରୋଧରେ ମାମଲା ରୁଜୁ କଲା ୟୁପିଏସସି

ନୂଆଦିଲ୍ଲୀ: ତାଲିମପ୍ରାପ୍ତ ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ପାଇଁ ବଢିଲା ଅଡୁଆ । ୟୁପିଏସସି (ୟୁନିଅନ ପବ୍ଲିକ ସର୍ଭିସ କମିଶନ) ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…

ଲକ୍ଷ୍ନୌ ଏବଂ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ, ବଦଳିବେ କି ୟୁପିର ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ରାଜନୈତିକ ହଟଚମଟ । ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଛି। ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଖରାପ ପ୍ରଦର୍ଶନ ଯୋଗୁଁ…

ରାଜନେତା ରାଜନୀତି ନକରି କ’ଣ ଗୁପଚୁପ୍ ବିକ୍ରି କରିବେ?

ମୁମ୍ବାଇ: ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାଓ୍ବତ। ଏବେ ତାଙ୍କ ଟାର୍ଗେଟରେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ବାମୀ…

ଶନିବାର ମଧ୍ୟାହ୍ନ ସୁଦ୍ଧା ନିଟ-ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ନିଟ ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସର୍ବୋଚ୍ଚ ଅଦାଲତ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଦିନର…

ବିଶ୍ୱନେତାଙ୍କ ବୟସ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଦୁଇ ସମ୍ଭାବ୍ୟ ପ୍ରାର୍ଥୀ ଜୋ ବାଇଡେନ୍ ଓ ଡୋନାଲଡ୍ ଟ୍ରମ୍ପଙ୍କ ବୟସକୁ ନେଇ ଚର୍ଚ୍ଚା । ଯିଏ ବି ନିର୍ବାଚନ ଜିତିବେ ସେ ହେବେ ଆମେରିକାର…

ସମୁଦ୍ର ମଝିରେ ବୁଡ଼ିଗଲା ତେଲ ଟ୍ୟାଙ୍କର, ୧୩ ଭାରତୀୟଙ୍କ ସମେତ ୧୬ ଜଣ କ୍ରୁ ସଦସ୍ୟ ନିଖୋଜ

ନୂଆଦିଲ୍ଲୀ:୧୩ ଜଣ ଭାରତୀୟଙ୍କ ସମେତ ୧୬ ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଓମାନ ଉପକୂଳରେ ବୁଡ଼ି ଯାଇଛି ବୋଲି ଦେଶର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ମଙ୍ଗଳବାର କହିଛି। କ୍ରୁ…

ଗରିବ ଏବଂ ପଛୁଆ ବର୍ଗଙ୍କୁ ସଶକ୍ତ କରୁଛନ୍ତି ମୋଦୀ – ଧର୍ମେନ୍ଦ୍ର ପ୍ରଧାନ

ହରିୟାଣାରେ “ପଛୁଆ ବର୍ଗ ସମ୍ମାନ ସମ୍ମିଳନୀ” ଅନୁଷ୍ଠିତ l ଗରିବ ଏବଂ ପଛୁଆ ବର୍ଗଙ୍କୁ ସଶକ୍ତ କରୁଛନ୍ତି ମୋଦୀ - ଧର୍ମେନ୍ଦ୍ର ପ୍ରଧାନ • ଗୃହମନ୍ତ୍ରୀ ଅମିତ ଶାହ ଓ ହରିୟାଣା ମୁଖ୍ୟମନ୍ତ୍ରୀ…

ରାମାୟଣ ନିର୍ମାତା ପ୍ରସ୍ତୁତ କରିବେ ଶ୍ରୀକୃଷ୍ଣଙ୍କ ଉପରେ ୱେବ୍ ସିରିଜ୍, ଦର୍ଶକଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରଣ ହେବାର ୩ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏହା ପରେ ମଧ୍ୟ ଏହି ସିରିଏଲର ଚମତ୍କାରତା ଅକ୍ଷୁର୍ଣ୍ଣ ରହିଛି। କରୋନା ଅବଧି ସମୟରେ ମଧ୍ୟ…