Browsing Category
ଦେଶ- ବିଦେଶ
ହିନ୍ଦୁ ବିବାହ ଉପରେ ସୁପ୍ରିମ କୋର୍ଟ ବଡ ରାଏ
ନୂଆଦିଲ୍ଳୀ: ହିନ୍ଦୁ ବିବାହକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମ କୋର୍ଟ । ହିନ୍ଦୁ ବିବାହ କେବଳ ନାଚଗୀତ, ଭୋଜିଭାତ ଓ ମଜାମସ୍ତି କରିବାର ଉତ୍ସବ ନୁହେଁ । ହିନ୍ଦୁ…
ଏହି ଦେଶରେ ବ୍ୟାନ ହେବ କି ଏଭରେଷ୍ଟ ମସଲା ?
ନୂଆଦିଲ୍ଲୀ: ଦେଶର ଘରେ ଘରେ ପରିଚିତ ମସଲା ଏମଡିଏଚ ଏବଂ ଏଭରେଷ୍ଟ ମସଲା ଏବେ ନିଜର ସୁଗନ୍ଧ ହରାଇବସିଛି । ପ୍ରଥମେ ହଂକଂ ଓ ସିଙ୍ଗାପୁର ରେ ବିବାଦରେ ଆସିଲା ପରେ ଏବେ ଅଷ୍ଟ୍ରେଲିଆ ଯାଞ୍ଚ ଆରମ୍ଭ…
ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ୦.୬ ପ୍ରତିଶତକୁ ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ ଚାଲିଛି ନିର୍ବାଚନ ପର୍ବ। ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ରୁ ମତଦାନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟ ପାଇଁ ମତଦାନ ସରିଛି। ପ୍ରଥମ ପର୍ଯ୍ୟାୟରେ ଭୋଟିଂ ୧୦୨ଟି ଆସନ…
ଘୁଂଚିଲା ୟୁଜିସି-ନେଟ୍ ପରୀକ୍ଷା ତାରିଖ
ନୂଆଦିଲ୍ଲୀ: ୟୁଜିସିର ଚେୟାରମ୍ୟାନ୍ ୟୁଜିସି-ନେଟ୍ ପରୀକ୍ଷା ତାରିଖ ପରିବର୍ତ୍ତନ କରିଛନ୍ତି । ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ପରିବର୍ତ୍ତେ ଜୁନ ୧୮ ରେ ଅନୁଷ୍ଠିତ ହେବ। ୟୁଜିସି ଚେୟାରମ୍ୟାନ୍…
ବ୍ରହ୍ମପୁରରେ ଗୁରୁମନ୍ତ୍ର ଦେଇ ଫେରିଲେ ନଡ୍ଡା
ଭୁବନେଶ୍ଵର: ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପରେ ଫେରିଛନ୍ତି ନଡ୍ଡା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁରରୁ ଭୁବନେଶ୍ଵର ଫେରିଛନ୍ତି। ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ…
ବିଜେପି ଉପରେ ବର୍ଷିଲେ ଆପ୍ର ମନ୍ତ୍ରୀ ଆତିଶୀ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶୀ ନିର୍ବାଚନ ଆୟୋଗକୁ ବିଜେପିର ଅସ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏକଛତ୍ରବାଦୀ ଶାସନରେ ବିରୋଧୀ ଦଳମାନଙ୍କୁ…
ଓଡ଼ିଶାରେ ୨ ହେଭିୱେଟ୍ ନେତା ନିର୍ବାଚନୀ ମୈଇଦାନକୁ ଓହ୍ଲାଇବେ
ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସରିଲାଣି । ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦେଶରେ ମାହୋଲ ସରଗରମ । ଏହାରି ଭିତରେ ଆଜିଁ ରବିବାର ଓଡ଼ିଶାରେ ୨ ହେଭିୱେଟ୍ ନେତା ନିର୍ବାଚନୀ ମୈଇଦାନକୁ…
ନିଜ ପ୍ରଚାରରେ ପାକିସ୍ଥାନକୁ ନ ଟାଣିବା ପାଇଁ ଅନୁରୋଧ କଲେ ମୁମତାଜ ଜହରା
ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ପ୍ରଚାର ସମୟରେ ଅନେକ ନେତା ପାକିସ୍ତାନକୁ ବାରମ୍ବାର ଉଲ୍ଲେଖ କରିବା ଉପରେ ପାକିସ୍ତାନ ସରକାର ଆପତ୍ତି ଜଣାଇଛନ୍ତି। ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର…
ଗୁଗଲ, ୟୁଟ୍ୟୁବରେ ବିଜ୍ଞାପନ ରେ ବିଜେପିର ସର୍ବାଧିକ ଖର୍ଚ୍ଚ ଜଣାନ୍ତୁ କେତେ …
ନୂଆଦିଲ୍ଲୀ: ଗୁଗଲ ଓ ୟୁଟ୍ୟୁବରେ ବିଜ୍ଞାପନ ବାବଦକୁ ବିଜେପି ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ରିପୋର୍ଟ ହସ୍ତଗତ ହୋଇଛି । ଗୁଗଲର ବିଜ୍ଞାପନ ଟ୍ରାନ୍ସପେରେନ୍ସି ରିପୋର୍ଟରେ ୩୧ ମେ…