Browsing Category

ଦେଶ- ବିଦେଶ

ଭୂକମ୍ପରେ ଥରିଲା ପାକିସ୍ତାନ: ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ

ନୂଆଦିଲ୍ଲୀ: ଥରିଲା ପାକିସ୍ତାନ। ପଶ୍ଚିମ ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ ହୋଇଛି। ପାକିସ୍ତାନ ଆଫଗାନିସ୍ତାନ ସୀମା ନିକଟରେ

ଇଲେକ୍ଟ୍ରି ସ୍କୁଟର ବ୍ୟାଟେରୀ ଫାଟି, ୩ ଗୁରୁତର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଫାଟିଲା ଇଲେକ୍ଟ୍ରି ସ୍କୁଟର ବ୍ୟାଟେରି। ଆଖି ପିଛୁଳାକେ ହୁ ହୁ ହୋଇ ଜଳିଗଲା ବାଇକ୍‌। ଏହି ବିସ୍ଫୋରଣରେ ୩ଜଣ ଗୁରୁତର ଆହତ

ଝିଅ ଆତ୍ମହତ୍ୟା ରାଗରେ ଶାଶୁ ଶଶୁରଙ୍କୁ ଜାଳିଦେଲେ ପରିବାର ଲୋକେ

ପ୍ରୟାଗରାଜ: ଶାଶୁଘରର ନିର୍ଯାତନା ସହି ପାରିଲାନି ଝିଅ । ଶେଷରେ ନେଲା ଆତ୍ମହତ୍ୟା ପରି ଚରମ ନିଷ୍ପତି । ଘର ଭିତରୁ ମିଳିଲା ଝିଅର ଝୁଲନ୍ତା ମୃତଦେହ । ଝିଅର ମୃତଦେହ ଦେଖି ନିଜର ବିବେକ ହରେଇ

ବଢିଲା ବାବାଙ୍କ ଅଡୁଆ; କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବଢିଲା ବାବା ରାମଦେବଙ୍କ ଅଡୁଆ । ଅବମାନନା ବିଜ୍ଞପ୍ତିର ଉତ୍ତର ନଦେବାରୁ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଓ ବାବା

ଚାରି ମାସର ଶିଶୁ ହେଲା ଭାରତର ସର୍ବକନିଷ୍ଠ କୋଟିପତି

ନୂଆଦିଲ୍ଲୀ: ୪ ମାସର ଶିଶୁ ଆଜି କୋଟିପତି। ଗତ ବର୍ଷ ନଭେମ୍ବର ୧୦, ୨୦୨୩ରେ ଜନ୍ମ ହୋଇଥିବା ଏହି ଶିଶୁ ବର୍ତ୍ତମାନ କୋଟିପତି ହୋଇଛନ୍ତି। ଶିଶୁର ନାମ ହେଉଛି ଏକାଗ୍ରହ ରୋହନ ମୂର୍ତ୍ତି।

ଭୁଶୁଡ଼ିଲା ନିର୍ମାଣଧୀନ ପାଞ୍ଚ ମହଲା କୋଠା: ଚାରି ମୃତ, ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା: ପଶ୍ଚିମବଙ୍ଗ କଲକାତାରେ ବଡ଼ ଧରଣର ଅଘଟ। ଭୁଶୁଡ଼ିଲା ନିର୍ମାଣଧୀନ ପାଞ୍ଚ ମହଲା କୋଠା। ଏହି ଅଘଟଣରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଫସି ରହିଥିବା ସୂଚନା

ଆସନ୍ତାକାଲି ଓଡିଶା ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଛତିଶଗଡ

ଝିଅ ହେଲେ ସରକାରଙ୍କ ତରଫରୁ ମିଳିବ ୩୫ହଜାର ଟଙ୍କା, କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଝିଅ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ପ୍ରକାରର ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାଗୁଡିକର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କୁ ଭଲ ଶିକ୍ଷା

ଭାରତୀୟ ବ୍ୟାଙ୍କକୁ ସାଇବର ଭୟ; ଆଲର୍ଟ ଜାରି କଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତରେ ବଢୁଥିବା ସାଇବର ଆକ୍ରମଣକୁ ନଜରରେ ରଖି ଭାରତୀୟ ବ୍ୟାଙ୍କ ଗୁଡିକପାଇଁ ଆଲର୍ଟ ଜାରି କରିଛି ରିଜର୍ଭ ବ୍ୟାଙ୍କ । ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ ସାଇବର

ବିଜେପିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡ଼ୱାଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡୱାଲ। ସେ ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି। ଖୁବଶୀଘ୍ର ଦେଶରେ