Browsing Category

ଦେଶ- ବିଦେଶ

ଯୋଗୀ ସରକାରଙ୍କ ଏନକାଉଣ୍ଟର: ୬ ବର୍ଷରେ ୧୮୬…

ଉତ୍ତରପ୍ରଦେଶରେ ଏନକାଉଣ୍ଟର ସଂସ୍କୃତିକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ୨୦୧୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ

୨୦୪୭ ସୁଦ୍ଧା ଭାରତ ହେବ ବିଶ୍ୱ ନେତା: ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଜଗଦୀପ ଧନଖର କହିଛନ୍ତି ଦେଶ ବର୍ତ୍ତମାନ ଦ୍ରୁତ ବିକାଶ ପଥରେ ଆଗକୁ ବଢୂଛି। ଦେଶରେ ଯେଉଁ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି ତାହା ପୂର୍ବରୁ କରାଯାଇ ନ ଥିଲା। ଅଭିବୃଦ୍ଧି

ପୂର୍ବତନ ମନ୍ତ୍ରୀ ହେଲେ କର୍ଣ୍ଣାଟକା ବିଧାନସଭାର ବାଚସ୍ପତି

କର୍ଣ୍ଣାଟକାର ପୂର୍ବତନ ମନ୍ତ୍ରୀ ତଥା ୫ଥରର ବିଧାୟକ ୟୁଟି ଖାଦେର ସର୍ବସମ୍ମତିକ୍ରମେ ବିଧାନସଭାର ବାଚସ୍ପତି ହୋଇଛନ୍ତି। ୫୩ ବର୍ଷୀୟ ଖାଦେର ପ୍ରଥମ ମୁସଲିମ ନେତା ଭାବେ କର୍ଣ୍ଣାଟକା ବିଧାନସଭାର

ସହରାଞ୍ଚଳ ପରି ରାଜ୍ୟର ଗାଁରେ ଗଡ଼ିବ ମୋ ବସ୍‌, ପ୍ରଥମ ପର୍ଯ୍ୟାୟରେ ଏହି ୬ଟି ଜିଲ୍ଲା ହେବ ସାମିଲ

ରାଜଧାନୀ ଭୁବନେଶ୍ବର, କଟକ, ପୁରୀ, ରାଉରକେଲା ଭଳି ଆଗାମୀ ଦିନରେ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥବା ଲୋକଙ୍କୁ ମୋ ବସ୍‌ ସୁବିଧା ମିଳିପାରିବ। ଲୋକେ ନିଜ ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ

ଗାଙ୍ଗୁଲିଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭାରତୀୟ କ୍ରିକେଟ୍‌ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲି ବିଜେପି ଶାସିତ ରାଜ୍ୟ ତ୍ରିପୁରାର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମଙ୍ଗଳବାର

୨୦୦୦ ଟଙ୍କିଆ ବଦଳାଇବା ନେଇ ଆବେଦନକାରୀଙ୍କ ଯୁକ୍ତି, ଦୁର୍ନୀତିଗ୍ରସ୍ତଙ୍କର ହେବ ଲାଭ, ରାୟ ସଂରକ୍ଷଣ କଲେ ହାଇକୋର୍ଟ

ପରିଚୟ ପତ୍ର ନ ଦେଖି ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖି ଛନ୍ତି। ଆବେଦନକାରୀ କହିଛନ୍ତି , ପରିଚୟ ପତ୍ର ନ ଦେଖି ନୋଟ

ମା’ଙ୍କୁ ଭକ୍ତ ଅର୍ପଣ କଲେ ୮ଲକ୍ଷ ଟଙ୍କାର ୨ହଜାର ଟଙ୍କିଆ ନୋଟ

ଦେଶରେ ୨ହଜାର ଟଙ୍କିଆ ନୋଟ ବନ୍ଦ ହେବାର ସୂଚନା ପରେ ହିମାଚଳପ୍ରଦେଶ କଙ୍ଗଗ୍ରା ଜିଲ୍ଲାରେ ଅବସ୍ଥିତି ମା’ ଜ୍ବାଳାମୁଖୀ ମନ୍ଦିରରେ ଜଣେ ଶ୍ରଦ୍ଧାଳୁ ଦୁଇ ହଜାର ଟଙ୍କାର ୪୦୦ ‌ନୋଟ ଅର୍ଥାତ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାକିସ୍ତାନର ଲୋକ ବି ଭଲପାଆନ୍ତି: ଅନୁପ ଜଲୋଟା

ମଙ୍ଗଳବାର ଦିନ ଗାୟକ ଅନୁପ ଜଲୋଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଏହା ସହ ସେ ଆହୁରି ବି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନର ଲୋକମାନେ ମଧ୍ୟ

ଶିମିଳିପାଳରେ ବନରକ୍ଷୀଙ୍କୁ ଗୁଳି କରି ହତ୍ୟା ଘଟଣା: ୧୦ ଚିହ୍ନଟ, ଦୁଇ ଶିକାରୀ ଗିରଫ

ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା ଘଟଣାରେ ୱାଇଲଡ ଲାଇଫ ପିସିସିଏଫ ସୁଶୀଲ କୁମାର ପୋପଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ଏଯାଏ ୧୦ଜଣଙ୍କୁ ଚିହ୍ନଟ କରାଯାଇଛି। ଦୁଇ

ପୁଣି ମଣିପୁରରେ ସଂଘର୍ଷ: ଲାଗିଲା କର୍ଫ୍ୟୁ

କିଛି ଦିନର ଶାନ୍ତି ପରେ ପୁଣି ମଣିପୁରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ରାଜଧାନୀ ଇମ୍ଫାଲର କିଛି ସ୍ଥାନରେ ସୋମବାର ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏନେଇ କେତେକ