Browsing Category
ଦେଶ- ବିଦେଶ
IOCL ପାଇଁ ବାହାରିଲା ଅନେକ ପଦବୀ, ମାସକୁ ଏତେ ଟଙ୍କା ଦରମା
ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ (IOCL)ରେ କ୍ୟାରିଅର ଗଢ଼ିବାର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। IOCL ଉତ୍ତର କ୍ଷେତ୍ରରେ ୫୨୩ ଆପ୍ରେଣ୍ଟିସ୍ ପଦ ପାଇଁ…
ଋଷରୁ ତେଲ କିଣିବା ନେଇ ଭାରତକୁ ଆମେରିକାର ବାଣିଜ୍ୟ ସଚିବଙ୍କ ଖୋଲା ଧମକ..
ନୂଆଦିଲ୍ଲୀ: ଋଷ ତେଲ କିଣିବା ବନ୍ଦ କରୁ ଭାରତ, ଏମିତି ପୁଣି କହିଛନ୍ତି ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟନିକ୍ । ସେ କହିଛନ୍ତି ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତେବେ…
‘ନେପାଳ ଭଳି ଅବସ୍ଥା ଭାରତରେ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ଜୋର ଧରିଲା ରାଜନୀତି, ଘେରିଲା ବିଜେପି
ନୂଆଦିଲ୍ଲୀ: “ନେପାଳ ଭଳି ଅବସ୍ଥା ହେବ ଭାରତରେ”, କିଛି ଏପରି ଲେଖି ଏବେ ବିବାଦକୁ ଟାଣିଛନ୍ତି କଂଗ୍ରେସ ନେତା ଉଦିତ ରାଜ । ଯାହାକୁ ନେଇ ରାଜନୀତିକ ମହୋଲ ସରଗରମ ହୋଇଥିବା ବେଳେ, ବିଜେପି…
କାହିଁକି ବିବାଦରେ ରାହୁଲଙ୍କ ବିଦେଶ ଯାତ୍ରା?
ନୂଆଦିଲ୍ଲୀ: କଂଗ୍ରେସ ନେତା ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବେ ପୁଣି ଥରେ ୟେଲୋ ବୁକ୍ ନିୟମ ଉଲ୍ଲଂଘନ କରିଛନ୍ତି। CRPF ଏକ ଚିଠି ଲେଖି ଏ ବିଷୟରେ ସୂଚନା ଦେଇଛି। ରାହୁଲ…
ଥମୁନି ମୋଦିଙ୍କ ମାଆଙ୍କୁ ନେଇ ବିବାଦ: ଏଆଇ ଭିଡିଓ ପୋଷ୍ଟ କଲା ବିହାର କଂଗ୍ରେସ, ବର୍ଷିଲେ ବିଜେପି-ଜେଡିୟୁ…
ପାଟନା: ବିହାର ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କୁ ନେଇ ରାଜନୈତିକ ବିବାଦ ଥମିବାର ନାଁ ନେଉନାହିଁ। ପୂର୍ବରୁ କଂଗ୍ରେସର ଭୋଟର ଅଧିକାର ଯାତ୍ରା…
ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଜଷ୍ଟିସ ସୁଶୀଳା କାର୍କି…
କାଠମାଣ୍ଡୁ: ନେପାଳରେ ଜେନ-ଜେଡ ବିରୋଧ ପ୍ରଦର୍ଶନ ଚାଲିଥିବା ସମୟରେ ସୁଶୀଳା କାର୍କି ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହେବା ନେଇ ଆଶଙ୍କା କରାଯାଉଛି।
କେପି ଶର୍ମା ଓଲି ଇସ୍ତଫା…
ଶାନ୍ତ ପଡ଼ିଛି ନେପାଳ, ସାମ୍ନାକୁ ଆସିଲା ଜେନ୍-ଜେଡଙ୍କ ଦ୍ବାରା ବଛାଯାଇଥିବା ଅନ୍ତରୀଣ ସରକାରଙ୍କ ପ୍ରଥମ ବୟାନ….
ନୂଆଦିଲ୍ଲୀ: ଗତ କିଛି ଦିନ ଧରି ନେପାଳରେ ଚାଲିଥିବା ହିଂସା ଏବେ ଟିକେ ଶାନ୍ତ ହେଉଛି । ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ଦୁର୍ନୀତି ବିରୋଧରେ ଜେନ-ଜେଡ୍ ଯୁବପିଢ଼ିଙ୍କ ପ୍ରଦର୍ଶନ ପରେ…
ଏଲନ ମସ୍କଙ୍କୁ ପଛରେ ପକାଇଲେ ଲାରି ଏଲିସନ, ବନିଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି
ନୂଆଦିଲ୍ଲୀ: ଆମେରିକୀୟ ସଫ୍ଟୱେର୍ କମ୍ପାନୀ ଓରାକଲ୍ ର ସହ-ପ୍ରତିଷ୍ଠାତା ଲାରି ଏଲିସନ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଟେସଲାର ସିଇଓ ଏଲନ୍ ମସ୍କଙ୍କୁ ପଛରେ ପକାଇ ଲାରି ପ୍ରଥମ ଥର…
ନେପାଳ ଜେନ୍-ଜେଡରେ ଫାଟ! ଅନ୍ତରୀଣ ସରକାର ରେସରେ କୁଲମାନ ଘିସିଂଙ୍କ ଏଣ୍ଟ୍ରି….ଭାରତ ସହିତ ସମ୍ପର୍କ….
କାଠମାଣ୍ଡୁ: ନେପାଳରେ ଏବେ ସ୍ଥିତି ସୁଧୁରିଥିବା ବେଳେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାରଙ୍କ ନାମ ବାହାରକୁ ଆସୁଛି। ଜେନ…
ଉପରାଷ୍ଟ୍ରପତି ନିର୍ବାଚନ: ୧୫ ଭୋଟ ଅବୈଧ, କ୍ରସ ଭୋଟିଂ ସଂଖ୍ୟା ଅସ୍ପଷ୍ଟ
ନୂଆଦିଲ୍ଲୀ: ଭାରତର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନରେ ସିପି ରାଧାକୃଷ୍ଣନ ବିଜୟୀ ହୋଇଛନ୍ତି। ସେ ମୋଟ ୪୫୨ ଭୋଟ ପାଇଛନ୍ତି। ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ ପାଇ…