Browsing Category
ଦେଶ- ବିଦେଶ
ପାକିସ୍ତାନ ସହ କେବଳ ପିଓକେକୁ ନେଇ ଆଲୋଚନା: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୧୨ ମେ ୨୦୨୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦକୁ ନିନ୍ଦା କରିବା ସହ ଅପରେସନ ସିନ୍ଦୁରର ସଫଳତାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ।
ସେ…
ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ
ଭୁବନେଶ୍ବର: ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ । କଟକର ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ…
ପୁଣି ବିବାଦରେ ରଣବୀର ଆଲ୍ହାବାଦିଆ; କହିଲେ ପ୍ରିୟ ପାକିସ୍ତାନୀ ଭାଇ ଓ ଭଉଣୀ କ୍ଷମା…
ନୂଆଦିଲ୍ଲୀ: ଜଣାଶୁଣା ପୋଡକାଷ୍ଟର ତଥା ୟୁଟ୍ୟୁବର ରଣବୀର ଆଲ୍ହାବାଦିଆ ପୁଣି ଥରେ ବିବାଦରେ ଘେରରେ। ଶନିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ରଣବୀର ଇନଷ୍ଟାଗ୍ରାମରେ…
‘ଅପରେସନ ସିନ୍ଦୂରରେ ବ୍ରହ୍ମୋସର ଶକ୍ତି ଦେଖିଥିବ, ଦେଖିନାହଁ ଯଦି ପାକିସ୍ତାନୀଙ୍କୁ ପଚାର’
ଉତ୍ତରପ୍ରଦେଶ: ରାଜ୍ୟ ରାଜଧାନୀ ଲକ୍ଷ୍ନୌ ରବିବାର ପ୍ରତିରକ୍ଷା କ୍ଷେତ୍ରରେ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି। ଲକ୍ଷ୍ନୌରେ ବ୍ରହ୍ମୋସ ଏରୋସ୍ପେସ୍ ଏବଂ ପରୀକ୍ଷଣ ସୁବିଧାକୁ ଦେଶର…
ପାକିସ୍ତାନ ପାଇଁ କାମ କରୁଥିବା ୨ଗୁପ୍ତଚର ଗିରଫ
ପଞ୍ଜାବ:ପାକିସ୍ତାନ ପାଇଁ ଗୁପ୍ତଚରୀ କାର୍ଯ୍ୟ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଉଭୟ ଗୁପ୍ତଚର ଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କ ସହ…
୧୯୭୧ ଯୁଦ୍ଧ ଅଲଗା ଥିଲା; ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଏଭଳି କହିଲେ ଶଶି ଥରୁର
ନୂଆଦିଲ୍ଲୀ: ୧୯୭୧ ମସିହାରେ ହୋଇଥିବା ଯୁଦ୍ଧକୁ ବର୍ତ୍ତମାନ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ତୁଳନା କରାଯାଉଛି। ଏଥିସହିତ ସୋସିଆଲ ମିଡିଆରେ ତତ୍କାଳୀନ ପ୍ରଧାନମନ୍ତ୍ରୀ…
ମୋଦିଙ୍କ ଚେତାବନୀ: ‘ଯଦି ପାକିସ୍ତାନ ଆକ୍ରମଣ କରେ, ଦେଶ କଡା ଜବାବ ଦେବ’
ନୂଆଦିଲ୍ଲୀ: ଆମେ ଉଲଘଂନ କରିବୁନି, କିନ୍ତୁ ଯଦି ପାକିସ୍ତାନ କରେ, ତାହେଲେ ଆମର ଜବାବ ଆହୁରି ଶକ୍ତିଶାଳୀ ହେବ । ପାକିସ୍ତାନ ସହିତ ଉତ୍ତେଜନା ହ୍ରାସ ଚୁକ୍ତିନାମା ବିଷୟରେ ଆଲୋଚନା ସମୟରେ…
ସାମ୍ନାକୁ ଆସିଲା ଅପରେସନ ସିନ୍ଦୁରରେ ନିହତ ହୋଇଥିବା ପାକିସ୍ତାନର ଏହି ୫ ବଡ଼ ଆତଙ୍କୀଙ୍କ ନାମ
ନୂଆଦିଲ୍ଲୀ: ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତର ଅପରେସନ ସିନ୍ଦୁରରେ ନିହତ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ସେମାନଙ୍କ ନାମ ଏବଂ ପରିଚୟ ପ୍ରକାଶ ପାଇଛି । ୨୨…
ଭାରତ ଉପରେ ପ୍ରତି ଆକ୍ରମଣ କରିପାରେ ପାକ୍, ଏଭଳି ନିର୍ଦ୍ଦେଶ ଦେଲେ ଶହବାଜ୍ ଶରିଫ
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସେନା। ଯାହାପରେ ବୁଧବାର ପାକିସ୍ତାନରେ ଏକ…
ମିଛ କେବଳ ମିଛ କହୁଛି ପାକିସ୍ତାନ: ସୁରକ୍ଷିତ ଅଛି ଆମ S-400
ନୂଆଦିଲ୍ଲୀ: ପାକିସ୍ତାନର ସବୁ ପ୍ରୟାସ ବିଫଳ ହେଇଥିବାରୁ ଏବେ ଖାଲି ମିଛ ଆଉ ଅପପ୍ରଚାର କରୁଛି। ଔଷଧ ବଦଳରେ ଏବେ ଖାଲି ତାଟିଆ କାମୁଡୁଛି। ନିଜେ ପ୍ରଥମେ ଆକ୍ରମଣ କରୁଛି, ପ୍ରୟାସ ପଣ୍ଡ ହେବା…