Browsing Category

ଦେଶ- ବିଦେଶ

ଗଙ୍ଗୋତ୍ରୀ-ଯମୁନୋତ୍ରୀର ସୁରକ୍ଷା ଅର୍ଦ୍ଧସାମରିକ ବାହିନୀ ହାତରେ, ATS ମଧ୍ୟ ହେଲେ ମୁତୟନ

ଉତ୍ତରାଖଣ୍ଡ: ଭାରତର ଅପରେସନ ସିନ୍ଦୁର ପରେ ସମଗ୍ର ଦେଶ ସତର୍କ ରହିଛି। ଉତ୍ତରାଖଣ୍ଡରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତରାଖଣ୍ଡ ଚାରିଧାମ…

ପାକିସ୍ତାନ ଉପରେ ଆକ୍ରମଣର ଆସିଲା ପ୍ରଥମ ଫଟୋ, ଆହତ ଅବସ୍ଥାରେ ନଜର ଆସିଲା ଜଣେ ଆତଙ୍କବାଦୀ

ନୂଆଦିଲ୍ଲୀ : ରାତି ଅଧରେ ପାକିସ୍ତାନ ଉପରେ ଆକ୍ରମଣ କରିଛି ଭାରତ। ପହଲଗାମ ଆତଙ୍କୀ ଆକ୍ରମଣର ଜବରଦସ୍ତ ପ୍ରତିଶୋଧ ନେଇିଥି ଭାରତୀୟ ସେନା। ପାକ-ଅଧିକୃତ ଜମ୍ମୁ-କଶ୍ମୀର (PoK)ରେ ଥିବା ୯ଟି…

ଟ୍ରମ୍ପଙ୍କ ଟାରିଫ ମାଡ଼: ବିଦେଶୀ ସିନେମା ଉପରେ ୧୦୦ ପ୍ରତିଶତ

ନୂଆଦିଲ୍ଲୀ: ନୂଆକରି ଆମେରିକାର ମଙ୍ଗ ଧରିବା ପରେ ନିଜର ଶୁଳ୍କ ଆଦାୟ ଅନ୍ଦାଜ୍ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦେଶ, ଉପତ୍ୟକା, ମରୁଭୂମି… କାହା ଉପରେ ଶୁଳ୍କ…

ପାକିସ୍ତାନ ଉପରେ ଆକ୍ରମଣ ପରେ ଆମେରିକାକୁ କ’ଣ କହିଲେ ଅଜିତ ଡୋଭାଲ ? ଚମକି ପଡ଼ିଲା ପାକ୍

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ। ଅଧ ରାତିରେ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱସ୍ତ କରିଛି ଭାରତୀୟ ସେନା। ପାକ-ଅଧିକୃତ ଜମ୍ମୁ-କଶ୍ମୀର (PoK)ର ମୁଜଫରାବାଦ, କୋଟଲି,…

ଯଦି ପାକିସ୍ତାନ ପ୍ରତିଆକ୍ରମଣ କରେ… ସବୁ ଏୟାର ଡିଫେନ୍ସ ୟୁନିଟ୍‌ ହେଲା ଆକ୍ଟିଭ୍, ଚାଲିଛି ବଡ଼ ପ୍ଲାନ୍

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବରଦସ୍ତ ବଦଲା ନେଲା ଭାରତ। ଅପରେଶନ ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକ-ଅଧିକୃତ ଜମ୍ମୁ-କଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ…

ମମତାଙ୍କୁ ଚିଠି ଲେଖି କହିଲେ ମୁଖ୍ୟମନ୍ତ୍ରୀ; ଦୀଘା ମନ୍ଦିରକୁ ‘ଧାମ’କୁହାନଯାଉ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଚିଠି ଲେଖିଲେ…

ଆସନ୍ତା ୭ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଦିଲ୍ଲୀରୁ ଆସୁଛି ବଡ ଖବର। ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ ଜାରି ହୋଇଛି। ସାମରିକ…

ଡିଆରଡିଓ ଏବଂ ନୌସେନା ପକ୍ଷରୁ ଏମଆଇଜିଏମ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଡିଆରଡିଓ ଏବଂ ନୌସେନା ପକ୍ଷରୁ ଏମଆଇଜିଏମ୍‌ର ସଫଳ ପରୀକ୍ଷଣ। MIGM ହେଉଛି ଅଣ୍ଡର ୱାଟର ମାଇନ୍‌। ସମୁଦ୍ର ଗର୍ଭରେ ନୌସେନାର ଶକ୍ତିକୁ ବୃଦ୍ଧି କରିବ ଏମଆଇଜିଏମ୍। ଭାରତ ନିରନ୍ତର…

ପାକିସ୍ତାନର ପୂର୍ବତନ ମେଜରଙ୍କ ସାଂଘାତିକ ଖୁଲାସା, କହିଲେ କିଏ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି। ଏହି ଆତଙ୍କବାଦୀ ହମଲାକୁ ନେଇ ଏବେ ପାକିସ୍ତାନ ସେନାର ଜଣେ…

୧୨୮ ବର୍ଷୀୟ ପ୍ରସିଦ୍ଧ ଯୋଗ ଗୁରୁ ସ୍ୱାମୀ ଶିବାନନ୍ଦ ବାବାଙ୍କ ଦେହାନ୍ତ

ବାରଣାସୀ: ବାରାଣାସୀର ପ୍ରସିଦ୍ଧ ଯୋଗ ଗୁରୁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସ୍ୱାମୀ ଶିବାନନ୍ଦ ବାବାଙ୍କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ୧୨୮ ବର୍ଷୀୟ ବାବାଙ୍କ ସ୍ୱାସ୍ଥ୍ୟାବସ୍ଥା…