Browsing Category
culture
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ରାଜା ସାକେରଙ୍କ ବିରୁଦ୍ଧରେ ଥାନାରେ ଏତଲା
ପୁରୀ: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରାଜା ସାକେରଙ୍କ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି।
ରାଜା ଶ୍ରୀମନ୍ଦିର ଭିତରେ ସେଲଫି ଉଠାଇ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରିଥିଲେ।…
ମନ୍ଦିର ସାମ୍ନାରେ ନିଜ ଜିଭ କାଟିଦେଲେ ଭକ୍ତ
କେନ୍ଦୁଝର: କେନ୍ଦୁଝରର ଘଟଗାଁ ମା ତାରିଣୀଙ୍କ ମନ୍ଦିର ପରିସରରେ ଜଣେ ଭକ୍ତ ଧାରୁଆ ବ୍ଲେଡରେ ନିଜ ଜିଭ କାଟି ଦେଇଛନ୍ତି। ଏହି ବ୍ୟକ୍ତି ଜଣକ ଗଞ୍ଜାମର ବିଜୟ ପ୍ରଧାନ ବୋଲି ସୂଚନା ମିଳିଛି।…
ରାତି ୧୧ଟା ଯାଏଁ କରିପାରିବେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ
ପୁରୀ: ବାହୁଡ଼ା ଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସମୟ ବଢ଼ିବ ନାହିଁ। ଆଜି…
ରାମାୟଣ ନିର୍ମାତା ପ୍ରସ୍ତୁତ କରିବେ ଶ୍ରୀକୃଷ୍ଣଙ୍କ ଉପରେ ୱେବ୍ ସିରିଜ୍, ଦର୍ଶକଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା
ମୁମ୍ବାଇ: ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରଣ ହେବାର ୩ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏହା ପରେ ମଧ୍ୟ ଏହି ସିରିଏଲର ଚମତ୍କାରତା ଅକ୍ଷୁର୍ଣ୍ଣ ରହିଛି। କରୋନା ଅବଧି ସମୟରେ ମଧ୍ୟ…
ବାହୁଡାରେ ବି ଅଟକିଲେ ଶ୍ରୀ ବଳଦେବଜୀଉ, ଅଧା ରାସ୍ତାରେ ଅଟକିଲା ବ୍ରହ୍ମ ତାଳଧ୍ଵଜ
କେନ୍ଦ୍ରାପଡା: ରଥଯାତ୍ରା ପରେ ଆଜି ବାହୁଡାରେ ବି ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ । ଓମଫେଡ ଅଫିସ ନିକଟରେ ବାମମୋଡ଼ ନେଇ ଢଳିଲା ରଥ । ଭକ୍ତମାନେ ଯେତେ ଟାଣିଲେ ବି ଆଗକୁ ଗଡୁନି ରଥ। ଫଳରେ…
ଭିତିରି ରତ୍ନଭଣ୍ଡାର ତାଲାଚାବି ନେଇ କିଛି ଏମିତି କହିଲେ ମୁଖ୍ୟ ପ୍ରଶାସକ….
ପୁରୀ: ବହୁ ତର୍କବିତର୍କ ପରେ ଖୋଲିଛି ରତ୍ନଭଣ୍ଡାର । ଏହାର ପ୍ରାରମ୍ଭିକ ପଦକ୍ଷେପ ନିଆସରିବା ପରେ ଏବେ ଆସନ୍ତା ୧୮ରେ ଖୋଲିବ ଭିତିରି ରତ୍ନଭଣ୍ଡାର । ତେବେ ୧୪ ତାରିଖ ଦିନ ବାହାର ରତ୍ନଭଣ୍ଡାର…
ବାହୁଡୁଛନ୍ତି ମହାବାହୁ: ମାଉସୀ ମା’ ହାତରୁ ଖାଇବେ ପୋଡପିଠା, ଅପେକ୍ଷାରେ ମାଉସୀ
ପୁରୀ: ବାହୁଡୁଛନ୍ତି ମହାବାହୁ । ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି । କାହିଁ କେଉଁ ଯୁଗରୁ ଏହି ପରମ୍ପରା…
ନିୟମକୁ ଫୁ କରି ରଥ ଉପରକୁ ମୋବାଇଲ ନେଇ ଭିଡିଓ କଲେ ସେବାୟତ
ପୁରୀ; କଡ଼ା ଚେତାବନୀ ସତ୍ତ୍ବେ ମଧ୍ୟ ସୁଧୁରୁନାହାଁନ୍ତି ସେବାୟତ । ବାରମ୍ବାର କଡ଼ା ଚେତାବନୀ ସତ୍ତ୍ୱେ ମଧ୍ୟ ବାହୁଡ଼ା ଯାତ୍ରାରେ ସେବାୟତମାନେ ରଥ ଉପରେ ମୋବାଇଲ ଧରି ଭିଡିଓ କରୁଥିବାର…
ଆସିଲା ଆଜ୍ଞାମାଳ, ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର
ପୁରୀ: ଆଜି ପୁରୀ ଉପରେ ସମସ୍ତଙ୍କ ନଜର । ବହୁ ପ୍ରତୀକ୍ଷାର ଆଜି ଶେଷ ଦିନ । ଶେଷରେ ବହୁ ବର୍ଷ ପରେ ଆଜି ଖୋଲୁଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏଥିପାଇଁ ଆଜ୍ଞାମାଳ ବିଜେ ହୋଇଯାଇଛି ।…
‘ଟ୍ରେଜେରୀରେ ଅଛି ଚାବି, ଦିନ ୧ଟା ୨୮ରେ ଖୋଲିବ ରତ୍ନ ଭଣ୍ଡାର’
ପୁରୀ: ଖୋଲିବ ରତ୍ନ ଭଣ୍ଡାର । ଏହା ପୂର୍ବରୁ ସରିଛି ରତ୍ନ ଭଣ୍ଡାର ଯାଞ୍ଚ କମିଟି ବୈଠକ । ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇସାରିଛି । ଏବେ ଖାଲି…