Browsing Category

ରାଜ୍ୟ

ଆସନ୍ତାକାଲି ଆସିବ ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ସୁଭଦ୍ରା ଟଙ୍କା ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଆସନ୍ତାକାଲି…

ମୋ ବସ୍ ସ୍ପିଡ୍ ରେ ଲାଗିବ ବ୍ରେକ୍; ୪୦ କିମି ବେଗରୁ ଅଧିକ ସ୍ପିଡ୍‌ରେ ଯିବନି ଗାଡି..

ଭୁବନେଶ୍ବର: ବର୍ତ୍ତମାନ ଅନେକ ସମୟରେ ଲଗାତାର ଭାବେ ରାଜଧାନୀ ରାଜ ରାସ୍ତାରେ ମୋ ବସ୍ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କାରଣରୁ ନିକଟରେ ଏକ ୧୩…

ଭାରତ ଇଂଲଣ୍ତ ଦିନିକିଆ ମ୍ୟାଚ: ଟିକେଟ୍ କଳାବଜାରୀରେ ୪ ଗିରଫ

କଟକ: ଓଡ଼ିଶାକୁ ଚଢିଲାଣି କ୍ରିକେଟ ଫିଭର। ସୁପର ସଣ୍ଡେରେ ସୁପର ସୋ । ଆଜି ଭୁବନେଶ୍ବର ଆସିବ ଟିମ ଇଣ୍ଡିଆ। ମେନ ଇନ୍ ବ୍ଲ୍ୟୁ କୁ ଭବ୍ୟ ସ୍ବାଗତ ଜଣାଇବ ଓଡ଼ିଶା। ରବିବାର ବାରବାଟୀ ଷ୍ଟାଡିୟମରେ…

ଜନଶୁଣାଣି ଅଭିଯୋଗର ତୁରନ୍ତ ସମାଧାନ କର, ନଚେତ୍ ହେବ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ବର: ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନଶୁଣାଣିରେ ଲୋକମାନେ ଆଣୁଥିବା ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ…

୧୩ରୁ ବିଧାନସଭା ବଜେଟ୍ ଅଧିବେଶନ: ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ଫେବୃଆରୀ ୧୩ ତାରିଖରୁ ବିଧାନସଭାରେ ଆରମ୍ଭ ହେବ ବଜେଟ୍ ଅଧିବେଶନ। ଫେବୃଆରୀ ୧୭ରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ସୁରୁଖୁରୁରେ ଗୃହ ପରିଚାଳନା ପାଇଁ…

ଓଡିଶାକୁ କୃମିମୁକ୍ତ କରିବାକୁ ପ୍ରୟାସ; ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଦିଆଯିବ କୃମି ଔଷଧ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ରାଜ୍ୟରେ ବ୍ୟାପକ ଭାବେ ପାଳନ ହେବ ଜାତୀୟ କୃମିନାଶକ ଦିବସ । ମହିଳା ଓ ଶିଶୁଙ୍କ ଉନ୍ନତ ସ୍ବାସ୍ଥ୍ୟ, ଭଲ ପୋଷଣ, ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶକୁ…

ଷୋଡ଼ଶ ଅର୍ଥ କମିଶନଙ୍କ ସହ ବୈଠକ ଶେଷ; ବିଭିନ୍ନ ଦାବି ରଖିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନଙ୍କର ବୈଠକ ଶେଷ ହୋଇଛି । ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ହେବା ସହ ରାଜ୍ୟର ବିକାଶ ପାଇଁ…

ଏଣିକି ରାତି ଅଧ ଯାଏ ଦୋକାନ ଖୋଲିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ସୁନ୍ଦରଗଡ଼: ଏଣିକି ରାତି ଅଧ ଯାଏ ଦୋକାନ ଖୋଲିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ସହରର ବିଭିନ୍ନ ଛକରେ ରାତି ଅଧଯାଏଁ ଚା’ ଏବଂ ପାନ ଦୋକାନ ଖୋଲା ରହୁଛି। ଉକ୍ତ ଦୋକାନୀଙ୍କୁ ଟାଉନ ଥାନା…

ଦେଶରେ ଆମିଷ ବନ୍ଦ କରିବାକୁ ଶତୃଘ୍ନ ସିହ୍ନାଙ୍କ ଦାବି

ମୁମ୍ବାଇ: ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)କୁ ପ୍ରଶଂସା କରିବା ସହ ସାରା ଦେଶରେ ଆମିଷ ଖାଦ୍ୟ ଖାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି।…

ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଜୀବନରୁ ମାରି ଦେବାକୁ ଆସିଲା ଧମକ । ଅଜଣା ନମ୍ବରରୁ ଜୟଦେବଙ୍କୁ ଆସୁଛି ଏକ ଧମକପୂର୍ଣ୍ଣ କଲ୍‌ । ୫୦ ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କୁ…