Browsing Category
ରାଜ୍ୟ
୨୦୨୫ରେ ମହିଳା ପାଇବେ ୩ ଥର ସୁଭଦ୍ରା ଟଙ୍କା
ଭୁବନେଶ୍ବର: ୨୦୨୫ ହେବ ସୁଭଦ୍ରାର ବର୍ଷ । ଏଥିରେ ମହିଳା ମାନଙ୍କୁ ବର୍ଷକୁ ଦୁଇ ଥର ନୁହେଁ ମିଳିବ ୩ ଥର ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାକୁ ନେଇ ଏମିତି କିଛି ବଡ ଅପଡେଟ୍ ଦେଇଛନ୍ତି…
ଫେବୃଆରୀରୁ ଆୟୁଷ୍ମାନ: ଜାଣନ୍ତୁ କେମିତି କରିବେ ଆବେଦନ…
ଭୁବନେଶ୍ବର: ରାଜ୍ୟରେ ଫେବୃଆରୀରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଯୋଜନା । ଆସନ୍ତା ବର୍ଷ ଫେବୃଆରୀରୁ ରାଜ୍ୟରେ ଉଭୟ ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟବାସୀ…
ନୂଆ ସରକାରଙ୍କ ପୁରୁଣା ବର୍ଷ
ଭୁବନେଶ୍ବର: ବର୍ଷ ୨୦୨୪ ଓଡିଶା ରାଜନୀତିରେ ଆଣିଥିଲା ଟର୍ଣ୍ଣିଂ ପଏଣ୍ଟ । ୨୪ବର୍ଷର ବିଜେଡି ଶାସନରେ ବ୍ରେକ୍ ଲଗାଇ ପ୍ରଥମ ଥର ପାଇଁ ବିଜେପି କ୍ଷମତାକୁ ଆସିଥିଲା । ଲୋକଙ୍କ ସରକାରର ନାରା…
ଶିମିଳିପାଳରେ ୧୩ ଶିକାରୀଙ୍କୁ ଧରିଲା ଏଆଇ
ମୟୂରଭଞ୍ଜ: ବନ ବିଭାଗର କାମକୁ ସହଜ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) । ଶିମିଳିପାଳ ଅଭୟାରଣ୍ୟରେ ୧୩ ଶିକାରୀଙ୍କୁ ଧରାଇଦେଲା ଏଆଇ । ଏଆଇର ତଥ୍ୟ ଆଧାରରେ ବନ ବିଭାଗ ୧୩ ଜଣ ଶିକାରୀଙ୍କୁ…
ଓଡିଶା ଫେରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ବର: ଆଜି ଓଡିଶା ଫେରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କାରଣରୁ ତାଙ୍କର ନୋଏଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ…
କୁଦୋପାଲି ଘଟଣା ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରୁ କୌଣସି ଗୁଣରେ କମ ନଥିଲା – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭’ ପୁସ୍ତକ ଉନ୍ମୋଚିତ
• ଗତବର୍ଷ ଡିସେମ୍ବର ୩୦ରେ କୁଦୋପାଲିର ଇତିହାସକୁ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ…
ମାତୃଭୂମି ପ୍ରତି ସର୍ବଦା ସମର୍ପିତ ହୋଇ ରହିବାର ବାର୍ତ୍ତା ଦେଉଛି ଶିଖ୍ ସମାଜ- ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ଶିଖ୍ ସମାଜର ନାଗରିକଙ୍କୁ ଦଳରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ
• ଓଡ଼ିଶାରେ ଶିଖ୍ ସମାଜର ପୁରାତନ ସମ୍ବନ୍ଧ ଉପରେ ପୁସ୍ତକ ପ୍ରକାଶ କରିବା ନେଇ ହେବ ଯୋଜନା
• ଶିଖ୍ ସମୁଦାୟର…
ସାରା ଓଡିଶାରେ ସିଧା ପ୍ରସାରଣ ହେବ ଧନୁଯାତ୍ରା
ଭୁବନେଶ୍ବର: ସାରା ଓଡିଶାରେ ସିଧା ପ୍ରସାରଣ ହେବ ବରଗଡ ପ୍ରସିଦ୍ଧ ଧନୁଯାତ୍ରା । ସବୁ ଜିଲ୍ଲାରେ ଏଲଇଡି ମାଧ୍ୟମରେ ଦେଖିବେ ରାଜ୍ୟବାସୀ । ଧନୁଯାତ୍ରାର ବହୁଳ ପ୍ରଚାର ପ୍ରସାର ତଥା ଜାତୀୟ ଏବଂ…
ଓସିଏ ସଭାପତି ପଦ ଛାଡିଲେ ବବି ଦାସ
ଭୁବନେଶ୍ବର: ଓସିଏ ସଭାପତି ପଦ ଛାଡିଲେ ବବି ଦାସ । ଓଡିଶା କ୍ରିକେଟ ଆସୋସିଏସନ୍(ଓସିଏ) ପଦବୀରୁ ଇସ୍ତଫା ଦେଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦେସ ଓରଫ ବବି ଦାସ । ନିଜର ବ୍ୟକ୍ତିଗତ କାରଣ…
ପ୍ରଧାନମନ୍ତ୍ରୀଙ୍କ ମୁହଁରେ କଳାହାଣ୍ଡି ଚାଷୀ, କହିଲେ ଶିଖିବା ଉଚିତ୍
ନୂଆଦିଲ୍ଲୀ: ଆଜି ବର୍ଷର ଶେଷ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମନ କି ବାତର ୧୧୭ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଆଜି କଳାହାଣ୍ଠି ଚାଷୀଙ୍କ…