Browsing Category
business
ରାଉରକେଲା ବିଜନେସ କନକ୍ଲେଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ରାଉରକେଲା: ଆସନ୍ତା ୨୦ ତାରିଖରୁ ୩ଦିନ ଧରି ରାଉରକେଲା ସେକ୍ଟର-୧୩ ମେଲଣ ପଡିଆରେ ହେବାକୁ ଯାଉଛି ରାଉରକେଲା ବିଜନେସ୍ କନକ୍ଲେଭ୍ । ତେବେ ରାଉରକେଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟିଜ୍…
ଏସବିଆଇ ଅମୃତ ବୃଷ୍ଟି ଯୋଜନା : ୪୪୪ଦିନରେ ହେବେ ଧନୀ, ସୁଯୋଗ କେବଳ ଏତେ ଦିନ ପାଇଁ..
ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ଅଳ୍ପ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ପାଇବାକୁ ସୁଯୋଗ ଦେଉଛି। ନିକଟରେ ଏସବିଆଇ ବ୍ୟାଙ୍କ…
ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର
ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ପୁଣି ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର l ଲଗାତର ୮ ବର୍ଷ ଧରି ୧୦୦…
ଖାପ ଖାଉନି ମନ୍ତ୍ରୀଙ୍କ କଥା, ଆଉ ବଜାର ଦର: ହଟହଟା ଖାଉଟି
ଭୁବନେଶ୍ବର: ଅଣାୟତ୍ତ ହେଉଛି ଆଳୁ ଦର । ଗୋଟେ ପଟେ ମନ୍ତ୍ରୀ କହୁଛନ୍ତି, ପର୍ଯ୍ୟାପ୍ତ ପରିମାଣର ଆଳୁ ଅଛି । ଦର ବି ଖସିଛି । ହେଲେ ବଜାରର ହାଲଚାଲ ଅନ୍ୟ କିଛି ବୟାନ କରୁଛି । ଦୁଇ ଦିନ ରାତିରୁ…
ଓଡିଶାର ଏହି ସବୁ ଜିଲ୍ଲାରେ ଅଛି ସୁନା ଖଣି….
ଭୁବନେଶ୍ବର: ଓଡ଼ିଶା ମାଟିରେ ଗଚ୍ଛିତ ଅଛି ସୁନା ଖଣି । ଓଡ଼ିଶାର ଦୁଇଟି ଜିଲ୍ଲାରୁ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।…
ପୁଣି ଆଳୁ ରାଜନୀତି: ପ୍ରଶ୍ନ କଲା କଂଗ୍ରେସ, ‘ସରକାର କରୁଛି କ’ଣ?’
ଭୁବନେଶ୍ବର: ପୁଣି ରାଜ୍ୟରେ ମୁଣ୍ଡ ଟେକିଛି ଆଳୁ ସଙ୍କଟ । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ଚିନ୍ତା ବଢିଛି । ପଶ୍ଚିମବଙ୍ଗ ଆଳୁ…
‘ଆଉ ମାଗିବୁନି, ଦେବେ ଯଦି ଦେବେ ନହେଲେ ନାହିଁ’
ଭୁବନେଶ୍ବର: ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ନିଜ ଆଡୁ ଦେବେ ଯଦି ଦେବେ । କିଛି ଏଭଳି ଢଙ୍ଗରେ କହି ମମତା ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।…
ମହାରାଷ୍ଟ୍ରରେ କାହାକୁ କନ୍ଦାଇବ ପିଆଜ?
ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦର ଆକାଶଛୁଆଁ । ଦିଲ୍ଲୀରେ ୬୦ ତ ଭୁବନେଶ୍ବରରେ ପିଆଜ କିଲୋ ପହଞ୍ଚିଲାଣି ୯୦ଟଙ୍କା। ତେବେ ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ରରେ ପିଆଜ କେଉଁ ଦଳକୁ କନ୍ଦାଇବ? ଗତ…
ବାହାଘର ଖର୍ଚ୍ଚକୁ ଆଶ୍ବସ୍ତି, କମିଲା ସୁନା ଦର
ଭୁବନେଶ୍ବର: ବାହାଘର ସିଜିନ୍ ପାଖେଇ ଆସୁଥିବା ବେଳେ ସୁନା ବଜାରରେ ନିଆଁ ଗ୍ରାହକଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ବାଧୁଥିଲା । ସୁନାର ଦର ଦେଖି ଗ୍ରାହକ ଚିନ୍ତାରେ ଥିବା ବେଳେ ଏବେ…
ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୦୭୦ ସୁଦ୍ଧା ୨୫ ପ୍ରତିଶତ ଖସିବ ଜିଡିପି
ନୂଆଦିଲ୍ଲୀ: ମନୁଷ୍ୟ ହିଁ ଏବେ ମନୁଷ୍ୟ ପାଇଁ ପ୍ରଳୟ ବିଭୀଷିକା ଟାଣି ଆଣୁଛି । ବିଭିନ୍ନ ମନୁଷ୍ୟକୃତ କାର୍ଯ୍ୟ ପାଇଁ ପରିବେଶ ପ୍ରଭାବିତ ହେଉଥିବା ବେଳେ ଜଳବାୟୁ ପରିବର୍ତ୍ତନ ଏବେ କାଳ ସାଜିଲାଣି…