Browsing Category

ଖେଳ

ଆଜିଠୁ ଆରମ୍ଭ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ: ଚମକିବ ‘କୋଣାର୍କ ସୂର୍ଯ୍ୟସ ଓଡିଶା’

ଭୁବନେଶ୍ବର: ଆଜିଠୁ ଯୋଧପୁରରେ ଆରମ୍ଭ ହେବ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ୍‌ର ତୃତୀୟ ସଂସ୍କରଣ ।  ଏହି ପ୍ରତିଯୋଗିତରେ ପ୍ରଥମ ଥର ଲାଗି ଅଂଶଗ୍ରହଣ କରୁଛି ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ ।…

ଇତିହାସ ରଚିଲା ଆଫଗାନିସ୍ତାନ: ସମସ୍ତ ଫର୍ମାଟରେ ଦକ୍ଷିଣ ଆଫ୍ରିକାକୁ ହରାଇଲା

ଶାରଜା: ଆଫଗାନିସ୍ତାନ କ୍ରିକେଟ ଟିମ ଗୁରୁବାର ଇତିହାସ ରଚିଛି । ଶାରଜାରେ ଦଳ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ଦିନିକିଆ କ୍ରିକେଟରେ ପରାଜିତ କରିଛି । ଏଥିସହ ଆଫଗାନିସ୍ତାନ ଟିମ…

ଏସିଆନ ଚାମ୍ପିଅନସ ଟ୍ରଫିରେ ପୁଣି ଚାମ୍ପିଅନ

ନୂଆଦିଲ୍ଲୀ: ଏସିଆନ ଚାମ୍ପିଅନସ ଟ୍ରଫିରେ ଭାରତର ପୁଣି ପ୍ରାଧାନ୍ୟ । ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି ଭାରତୀୟ ଦଳ । ଫାଇନାଲରେ ଆୟୋଜକ ଚୀନକୁ ମାତ୍ ଦେଇ ହାସଲ କରିଛି ପଂଚମ ଟାଇଟଲ୍ ।…

ଆଇସିସିର ଗୁରୁତ୍ୱପୂର୍ଣ୍ଣ ଘୋଷଣା: ବିଶ୍ୱକପରେ ମହିଳା ଟିମକୁ ମିଳିବ ପୁରୁଷ ସମକକ୍ଷ ପୁରସ୍କାର ରାଶି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଆଗକୁ ବିଶ୍ୱକପରେ ମହିଳା ଟିମକୁ ମଧ୍ୟ ପୁରୁଷ ସମକକ୍ଷ ପୁରସ୍କାର ରାଶି ମିିଳିବ । ମହିଳା ଟିମର…

ହାତ ଭାଙ୍ଗିବା ସତ୍ୱେ ଡାଇମଣ୍ଡ ଲିଗ ଖେଳିଥିଲେ ନୀରଜ

ନୂଆଦିଲ୍ଲୀ: ଭାରତ ପାଇଁ ୨ ଥର ଅଲିମ୍ପିକ ପଦକ ଜିତିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଡାଇମଣ୍ଡ ଲିଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ମାତ୍ର ୧ ସେଂଟିମିଟର ପାଇଁ ସେ ଚାମ୍ପିୟନ ହୋଇପାରି ନ…

ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନକୁ ହରାଇ ଅପରାଜେୟ ଭାବେ ସେମିରେ ପ୍ରବେଶ କଲା ଭାରତ

ହୁଲୁନବୁଇର: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ କ୍ରମାଗତ ୫ମ ବିଜୟ ସହ ଅପରାଜେୟ…

ସାଫ ଜୁନିୟର ଆଥଲେଟିକ୍ସ: ସବିତା ଜିତିଲେ ରୌପ୍ୟ

ଭୁବନେଶ୍ୱର: ଚେନ୍ନାଇରେ ଚାଲିଥିବା ସାଫ ଜୁନିୟର ଆଥଲେଟିକ୍ସ ପ୍ରତିଯୋଗିତାରେ ଓଡିଶା ଆଥଲେଟ ସବିତା ରୌପ୍ୟ ପଦକ ଜିତିଛନ୍ତି । ୧୦୦ ମିଟର ହର୍ଡଲ୍ସରେ ସବିତା ୧୩.୯୬ ସେକେଣ୍ଡରେ ରେସ…

ଆସନ୍ତୁ ଜାଣିବା କିଏ ହେଉଛନ୍ତି ଟିମ ଇଣ୍ଡିଆର ଅଭାଗ୍ୟଶାଳୀ କ୍ରିକେଟର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ବିରାଟ କୋହଲିଙ୍କୁ ସବୁଠାରୁ ଅଭାଗ୍ୟଶାଳୀ କ୍ରିକେଟର ଭାବେ ବିବେଚନା କରାଯାଇଥାଏ । ୨୦୦୮ରୁ ୨୦୨୪ ପର୍ଯ୍ୟନ୍ତ ସେ ୧୭ ସିଜନ ଖେଳିଥିଲେ ମଧ୍ୟ ତାଙ୍କ ଦଳ…

ରୋହିତଙ୍କ ପରେ ଟିମ ଇଣ୍ଡିଆର ଅଧିନାୟକ ଦୌଡରେ ପନ୍ତ, ଗିଲ ଆଗରେ

ମୁମ୍ବାଇ: ଟି୨୦ ବିଶ୍ୱକପରେ ଚାମ୍ପିୟନ ହେବା ପରେ ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ରୋହିତ ଏବେ ଟେଷ୍ଟ ଏବଂ ଦିନିକିଆ…

ଜ୍ୟାକ୍ସ କାଲିସ ହୋଇପାରନ୍ତି କେକେଆର ମେଂଟର

କୋଲକାତା: ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଜ୍ୟାକ୍ସ କାଲିସ ଆଇପିଏଲର ଆଗାମୀ ସଂସ୍କରଣରେ କୋଲକାତା ନାଇଟର୍ସର ମେଂଟର ହୋଇପାରନ୍ତି । ଏକ ବେଙ୍ଗଲ ଖବରକାଗଜରେ ଏହି ରିପୋର୍ଟ…