Browsing Category
ଦେଶ- ବିଦେଶ
ପ୍ରତ୍ୟେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ସମ୍ବିଧାନ: ମୋଦୀ
ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ମନ୍ କୀ ବାତ୍ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମନ୍ କୀ ବାତ୍ ର ୧୧୭ତମ ଅଧ୍ୟାୟରେ ସମ୍ବିଧାନ ସମ୍ବନ୍ଧରେ ଅନେକ ଗୁରୁତ୍ଵପୁର୍ଣ୍ଣ…
ପ୍ରଧାନମନ୍ତ୍ରୀଙ୍କ ମୁହଁରେ କଳାହାଣ୍ଡି ଚାଷୀ, କହିଲେ ଶିଖିବା ଉଚିତ୍
ନୂଆଦିଲ୍ଲୀ: ଆଜି ବର୍ଷର ଶେଷ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମନ କି ବାତର ୧୧୭ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଆଜି କଳାହାଣ୍ଠି ଚାଷୀଙ୍କ…
ବିମାନ ଦୁର୍ଘଟଣାର ଆସିଲା ସାଂଘାତିକ ସତ, ପାଇଲଟ ବୁଝିପାରିଥିଲେ….
ନୂଆଦିଲ୍ଲୀ : ବର୍ଷ ଶେଷ ବେଳକୁ ବଢ଼ି ଚାଲିଛି ବିମାନ ଦୁର୍ଘଟଣା । ବୁଧବାର କାଜାକସ୍ତାନରେ ଆଜରବାଇଜାନ୍ ବିମାନ ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହେବା ପରେ ରବିବାର ଦକ୍ଷିଣ କୋରିଆରେ ହୋଇଛି ଆଉ…
ଭାରତୀୟ ଗ୍ରାହକଙ୍କ ପସନ୍ଦ ସନରୁଫ୍ ମଡେଲ କାର, କିଆ ସୋନେଟର ୧ ଲକ୍ଷ ୟୁନିଟ୍ ହେଲା ବିକ୍ରି
ନୂଆଦିଲ୍ଲୀ: କିଆ ଇଣ୍ଡିଆ ଜାନୁଆରୀ ୨୦୨୪ରେ ସୋନେଟ୍ ଫେସେଲିଫ୍ଟ ଲଞ୍ଚ କରିଥିଲା ଏବଂ ବର୍ତ୍ତମାନ କମ୍ପାନୀ ଏକ ଲକ୍ଷ ୟୁନିଟ୍ ବିକ୍ରୟ ସଂଖ୍ୟା ହାସଲ କରିଛି । କାରଟି ଲଞ୍ଚ ହେବା ପରେ ଭାରତୀୟ…
ଶେୟାର ବଜାରର କିଙ୍ଗ ଥିଲେ ମନମୋହନ, ୧୦ ବର୍ଷରେ ୫ଗୁଣା ବୃଦ୍ଧି…
ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଉ ଏ ଦୁନିଆରେ ନାହାନ୍ତି। ୧୯୯୧ରେ ସେ ଭାରତକୁ ବିଶ୍ୱରେ ପରିଚିତ କରାଇଥିଲେ ଯାହାଦ୍ୱାରା ଭାରତର ପ୍ରଗତି ପାଇଁ ଅନେକ ନୂଆ ରାସ୍ତା…
କଂଗ୍ରେସ ବଢାଇଲାଣି ଆପର ଟେନସନ୍
ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ କଂଗ୍ରେସ ଟୁଇଷ୍ଟ। ନିର୍ବାଚନରେ ଏଥର କେବଳ ବିଜେପି ନୁହେଁ କଂଗ୍ରେସକୁ ବି ସାମନା କରିବ ଆପ୍ । ଦିନ କେଇଟା ପୂର୍ବରୁ ଦିଲ୍ଲୀ ରାଜନୀତିରେ କଂଗ୍ରେସର ସେଭଳି…
ଇଡି ଅଧିକାରୀଙ୍କ ଘରେ ସିବିଆଇର ରେଡ୍, ୧.୧୪ କୋଟି ଟଙ୍କା ଜବତ
ଶିମଲା: ହିମାଚଳପ୍ରଦେଶ ରାଜଧଧାନୀ ଶିମଲା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଘରେ ରେଡ୍ କରିଛି ସିବିଆଇ । ଏହି ରେଡ୍ ସମୟରେ ନଗଦ ୧.୧୪ କୋଟି ଟଙ୍କା ଜବତ ହୋଇଛି ।…
ଆଜରବାଇଜାନ ଏୟାରଲାଇନ୍ସକୁ ମିସାଇଲ ମାଡ଼ କରିଥିଲା ଋଷ
ଅକଟାଉ: ଖ୍ରୀଷ୍ଟମାସ ଦିନ ଆଜରବାଇଜାନ ଏୟାରଲାଇନ୍ସ ୮୪୩୨ ବିମାନର ଦୁର୍ଘଟଣା ଖବର ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା। ଏହି ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପଛରେ ଋଷର…
ଲାଲ ବାହିନୀକୁ ଶକ୍ତ ଝଟକା; ଗିରଫ ହେଲେ ୩ ହାର୍ଡକୋର ମହିଳା ମାଓବାଦୀ
ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ ସଫଳତା । ଆଜି ୩ ଜଣ ହାର୍ଡକୋର ମହିଳା ମାଓବାଦୀ ଗିରଫ ହୋଇଛନ୍ତି । ସେମାନଙ୍କ ନାମରେ ୮ ଲକ୍ଷ ପୁରସ୍କାର ରାଶି ଥିଲା । ମାଲକାନଗିରି ପୋଲିସ ଏବଂ…
ଜାନୁଆରୀରୁ କଂଗ୍ରେସର ପଦଯାତ୍ରା: ବିଜେପି ବିରୋଧରେ ଭରିବ ରଣହୁଙ୍କାର
ନୂଆଦିଲ୍ଲୀ: ଜାନୁଆରୀ ୨୬ରୁ ପଦଯାତ୍ରା କରିବ କଂଗ୍ରେସ । ଆମ୍ବେଦକରଙ୍କ ବିଚାରଧାରାକୁ ନେଇ କଂଗ୍ରେସ କରିବ ସମ୍ବିଧାନ ବଞ୍ଚାଅ ଯାତ୍ରା । କଂଗ୍ରେସ ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦଯାତ୍ରା…