Browsing Category
ମନୋରଞ୍ଜନ
ଓଡିଶାର ସବୁଠୁ ବ୍ୟୟବହୁଳ ସିନେମା ହେବ ‘ଲ୍ୟାଣ୍ଡଫଲ୍’
ଭୁବନେଶ୍ଵର: ‘ଦମନ’ ସଫଳତା ପରେ ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ପିକ୍ସେଲ ମୁଭିଜ ନିବେଦିତ ତଥା ପ୍ରଭାତ କୁମାର…
ମହଙ୍ଗା ପଡିଲା ପାକ୍ ପ୍ରେମ; ତୁର୍କୀରେ ହେବନି ଭାରତୀୟ ଫିଲ୍ମର ସୁଟିଂ
ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା ଭାରତ। ଏହି ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି…
‘ମୁଁ ତ ମରିବାକୁ ଚାହୁଁଥିଲି’: କ୍ୟାନସର ନେଇ କିଛି ଏପରି କହିଲେ ସଞ୍ଜୟ….
ମୁମ୍ବାଇ: ମୁନ୍ନା ଭାଇ ଏମବିବିଏସର ଷ୍ଟାର ସଞ୍ଜୟ ଦତ୍ତ ୨୦୨୦ରେ କ୍ୟାନସରରେ ପୀଡିତ ହୋଇଥିଲେ । ମାତ୍ର ଏହାର ମାସକ ପରେ, ସେ ଷ୍ଟେଜ୍ ୪ କ୍ୟାନସରରୁ ମୁକ୍ତ ହୋଇଥିବା ସୂଚନା ଦେଇଥିଲେ ।…
କେବଳ ଫିଲ୍ମରେ ନୁହେଁ, ବାସ୍ତବରେ ଭାରତୀୟ ସେନାରେ ଥିଲେ ଏହି ବଲିଉଡ୍ ଷ୍ଟାର….
ମୁମ୍ୱାଇ: ହିନ୍ଦୀ ସିନେମାରେ ଦେଶପ୍ରେମ ଉପରେ ଅନେକ ଚଳଚ୍ଚିତ୍ର ନିର୍ମିତ ହୁଏ, ଯେଉଁଥିରେ କଳାକାରମାନେ ଭାରତୀୟ ସେନାର ଭୂମିକାରେ ଅଭିନୟ କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି, ଚଳଚ୍ଚିତ୍ର…
ପୁଣି ବିବାଦରେ ରଣବୀର ଆଲ୍ହାବାଦିଆ; କହିଲେ ପ୍ରିୟ ପାକିସ୍ତାନୀ ଭାଇ ଓ ଭଉଣୀ କ୍ଷମା…
ନୂଆଦିଲ୍ଲୀ: ଜଣାଶୁଣା ପୋଡକାଷ୍ଟର ତଥା ୟୁଟ୍ୟୁବର ରଣବୀର ଆଲ୍ହାବାଦିଆ ପୁଣି ଥରେ ବିବାଦରେ ଘେରରେ। ଶନିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ରଣବୀର ଇନଷ୍ଟାଗ୍ରାମରେ…
‘ଅପରେସନ୍ ସିନ୍ଦୂର’ର ସଫଳତାକୁ ସେଲିବ୍ରେଟ୍ କଲେ ସାଉଥ୍ ସେଲିବ୍ରିଟି, ଟ୍ବିଟ୍ କରି କଲେ ପ୍ରଶଂସା
ହାଇଦ୍ରାବଦ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ, ମଙ୍ଗଳବାର ମଧ୍ୟରାତ୍ରିରେ ପ୍ରାୟ ୧ଟା ୩୦ ସମୟରେ, ଭାରତୀୟ ସଶସ୍ତ୍ର ବାହିନୀ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକ୍…
‘ଅପରେସନ୍ ସିନ୍ଦୂର’କୁ ନେଇ ଫିଲ୍ମ, ବର୍ଷିଲେ ୟୁଜର୍ସ
ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୨୬ ନିର୍ଦ୍ଦୋଷ ପର୍ଯ୍ୟଟକ ନିଜର ପ୍ରାଣ ହରାଇଥିଲେ। ଯାହାର ପ୍ରତିଶୋଧ ନେବାକୁ ଯାଇ ଭାରତ ସରକାର ସୈନ୍ୟ…
ପାକ୍ କଳାକାର ଫୱାଦ-ମାହିରାଙ୍କ ଆକାଉଣ୍ଟ ବ୍ୟାନ, ‘ଅପରେସନ୍ ସିନ୍ଦୂର’କୁ କରୁଥିଲେ ବିରୋଧ
ନୂଆଦିଲ୍ଲୀ: ମେ ୭ ତାରିଖରେ ଭାରତ ଦ୍ୱାରା କରାଯାଇଥିବା ‘ଅପରେସନ୍ ସିନ୍ଦୂର’ ପରେ, ସାରା ଦେଶରେ ଆତଙ୍କ ଖେଳିଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାର ଭାରତୀୟ ସେନାର ଉପାୟ ଦେଖି…
ଟ୍ରମ୍ପଙ୍କ ଟାରିଫ ମାଡ଼: ବିଦେଶୀ ସିନେମା ଉପରେ ୧୦୦ ପ୍ରତିଶତ
ନୂଆଦିଲ୍ଲୀ: ନୂଆକରି ଆମେରିକାର ମଙ୍ଗ ଧରିବା ପରେ ନିଜର ଶୁଳ୍କ ଆଦାୟ ଅନ୍ଦାଜ୍ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦେଶ, ଉପତ୍ୟକା, ମରୁଭୂମି… କାହା ଉପରେ ଶୁଳ୍କ…
ସିଙ୍ଗାପୁରରେ ଫାଇବ୍ ଷ୍ଟାର ଓଲିଉଡ ମହୋତ୍ସବ: ବିଶ୍ଵ ଦରବାରରେ ପରିଚିତ ହେବ ଓଡ଼ିଆ ସିନେମାର ପାରଦର୍ଶିତା
ଭୁବନେଶ୍ବର: ସିଙ୍ଗାପୁରଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଫାଇବ ଷ୍ଟାର ଓଲିଉଡ ପୁରସ୍କାରକୁ କେନ୍ଦ୍ର କରି ଜୋରଦାର ପ୍ରସ୍ତୁତି ପର୍ବ ଚାଲିଥିବା ଲକ୍ଷ୍ଯ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର…