Browsing Category

ରାଜ୍ୟ

ଚତୃର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୩% ମତଦାନ, ରେକର୍ଡ ରଚିଲା ନଗଡା

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ସରିଛି ଚତୃର୍ଥ ପର୍ଯ୍ୟାୟ ମତଦାନ । ଚତୃର୍ଥ ପର୍ଯ୍ୟାୟରେ ୭୩ % ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନର ଏନେଇ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ସୂଚନା

ଅଶୋଧିତ ତେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ବ୍ୟାରେଲ୍ ପିଛା ୯୮ ଡଲାରରେ ପହଂଚିଛି ଅଶୋଧିତ ତୈଳ ଦର

ୟୁକ୍ରେନ ସଙ୍କଟ ଯୋଗୁଁ ହୁ ହୁ ହୋଇ ବଢିଚାଲିଛି ଅଶୋଧିତ ତୈଳର ଦର । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଉତେଜନା ମଧ୍ୟରେ ଅଶୋଧିତ ତୈଳର ଦରରେ ନିଆଁ ଲାଗିଛି । ଦର ବ୍ୟାରେଲ ପିଚ୍ଛା ୯୮ ଡଲାରରେ

ଏଥର ୬୭୯୪ ପଞ୍ଚାୟତରେ ନିର୍ବାଚନ

ଭୁବନେଶ୍ୱର : ୨୦୨୨ରେ ୬ହଜାର ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ । ୨୦୧୭ ତୁଳନାରେ ଚଳିତଥର ୭ଟି କମ୍ ପଞ୍ଚାୟତରେ ନିର୍ବାଚନ ହେବ । ଏହି ୭ଟି ପଞ୍ଚାୟତ ବିଭିନ୍ନ ଏନ୍ଏସିରେ ବିଲୀନ ହୋଇଥିବାରୁ

କାଲିମେଳା ଆଶ୍ରମ ବିଦ୍ୟାଳୟରୁ ଚାଉଳ ବିକ୍ରୀ ଘଟଣାରେ ପ୍ରଧାନଶିକ୍ଷକଙ୍କ ସମେତ ୩ ଗିରଫ

ମାଲକାନଗିରି : ଚୋରାରେ ବିକି ଦେଲେ ଛାତ୍ରଛାତ୍ରୀଙ୍କ ଚାଉଳ । ମାଲକାନଗିରି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ କାଳିମେଳା ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ

ପୁଲିସ ଗାଡ଼ି ଧକ୍କାରେ ଜିଆରଏସଙ୍କର ଘଟଣାସ୍ଥଳରେ ମୃତ୍ୟୁ, ୩ ପୁଲିସ୍ ଅଧିକାରୀ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପୁଲିସ ଗାଡ଼ି ଧକ୍କାରେ ଜଣେ ଜିଆରଏସଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ପ୍ରବାସୀ ଶ୍ରମିକଙ୍କୁ କର୍ମସଂସ୍ଥାନ ଯୋଗାଣ ଓ ଥଇଥାନ ପଦକ୍ଷେପ ପ୍ରସଙ୍ଗରେ ସୁପ୍ରିମ୍‌‌ କୋର୍ଟରେ ସତ୍ୟପାଠ ଦାଖଲ କଲେ…

ନୂଆଦିଲ୍ଲୀ: (ନଇମ୍ ଅଖ୍‌ତର୍) ଲକ୍‌ଡାଉନ୍ ସମୟରେ ପ୍ରବାସରୁ ରାଜ୍ୟକୁ ଫେରିଥିବା ଶ୍ରମଜୀବୀମାନଙ୍କ ଦୁର୍ଦ୍ଦଶା ଏବଂ ଥଇଥାନ ସଂକ୍ରାନ୍ତରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟ ଜଣାଇ ଆଜି

ରାଜଧାନୀରେ ୨ ନୂଆ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରେ କରୋନା ପଜିଟିଭ୍ ସଂଖ୍ୟା ୧୯୮ରେ ପହଞ୍ଚିଲା

ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବା‌ରେ ଲାଗିଛି। ଆଜି ପୁଣି ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜଧାନୀରେ କରୋନା ପଜିଟିଭ୍…

ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ…

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ…

ଗୁଣ୍ଡିଚାଘର ଅଭିମୁଖେ ମହାପ୍ରଭୁ; ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ନାଦରେ ଗଡ଼ୁଛି ନନ୍ଦିଘୋଷ

ପୁରୀ: ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କଲେ କାଳିଆଠାକୁର । ବଡଦାଣ୍ଡରେ ଗଡିଲା କାଳିଆଠାକୁରଙ୍କ ନନ୍ଦିଘୋଷ ରଥ । ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ରଥ ପରେ ବଡଦାଣ୍ଡରେ ଗଡିଲା ଭାବ…

ଆଇପିଏଲ୍‌ ଆୟୋଜନ ଆଶା ସଂଚାର, ବନ୍ଦ ଦ୍ବାର ପଛରେ ଖେଳାଯିବା ସମ୍ଭାବନା

ନୂଆଦିଲ୍ଲୀ: କରୋନା ଯୋଗୁଁ କ୍ରୀଡ଼ା ପ୍ରତିଯୋଗିତା ସବୁ ଚଳିତ ବର୍ଷ ମାର୍ଚ ମାସରୁ ବନ୍ଦ ରହିଛି। ହେଲେ ଏବେ ବିଦେଶରେ କିଛି ଫୁଟ୍‌ବଲ୍‌ ଲିଗ୍‌ ଆରମ୍ଭ ହେଲାଣି। ଏହାକୁ ଦେଖି ଇଣ୍ଡିଆନ୍‌…