Browsing Category
ଖେଳ
ପ୍ଲେ ଅଫରେ ସର୍ବନିମ୍ନ ସ୍କୋର କଲା ପଞ୍ଜାବ କିଙ୍ଗସ
ଚଣ୍ଡୀଗଡ: ଚଳିତ ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସ କ୍ୱାଲିଫାୟର ୧ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ପଞ୍ଜାବ ମାତ୍ର ୧୦୧ ରନରେ ଅଲଆଉଟ ହୋଇଯାଇଛି ।…
ଚତୁର୍ଥ ଥର ପାଇଁ ଆଇପିଏଲ ଫାଇନାଲରେ ଆରସିବି
ଚଣ୍ଡୀଗଡ: ପଞ୍ଜାବ କିଙ୍ଗସକୁ ଆଇପିଏଲ ୨୦୨୫ କ୍ୱାଲିଫାୟର ୧ରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଫାଇନାଲରେ ପ୍ରବେଶ କରିଛି । ୨୦୦୯, ୨୦୧୧ ଓ ୨୦୧୬ ପରେ ୪ର୍ଥ ଥର ପାଇଁ ଆରସିବି…
ରୋବଟଙ୍କ ମଧ୍ୟରେ ଆୟୋଜିତ ହେଲା ରୋମାଂଚକ ବକ୍ସିଂ ପ୍ରତିଯୋଗିତା
ନୂଆଦିଲ୍ଲୀ: ଅତ୍ୟାଧୂନିକ ଟେକ୍ନୋଲୋଜି ଏବେ ଲୋକମାନଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଯାଇଛି । ଚୀନର ହାଙ୍ଗଝୋଉରେ ରୋବୋଟମାନଙ୍କୁ ନେଇ ଏକ ବକ୍ସିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରୋବୋଟଙ୍କୁ…
IPL କ୍ଲୋଜିଂ ସେରିମନିରେ ଭାରତୀୟ ସେନାଙ୍କୁ କରାଯିବ ସମ୍ମାନିତ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2025 ର ଶେଷ ସମାରୋହ ଭାରତୀୟ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯିବ । ଏହି ସମୟରେ, ‘ଅପରେସନ୍ ସିନ୍ଦୂର’ର ବୀର ଯବାନମାନଙ୍କୁ ସମ୍ମାନିତ କରାଯିବ…
ତିୱାରୀ ରାଗି କରି କହିଲେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେନି, ଅଥଚ ହେଲେ ଅଧିନାୟକ
ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଅବସର ପରେ ଶୁଭମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଟିମର ଅଧିନାୟକ କରାଯାଇଛି । ଗିଲ ଅଧିନାୟକ ହେବା ପରେ ମିଶ୍ର ପ୍ରତିକ୍ରିୟା ଆସିଛି । ଅନେକ ପୂର୍ବତନ ଖେଳାଳି ଏହାକୁ…
ଏଫଆଇଏଚ ହକି ଇଣ୍ଡିଆ ପ୍ରୋ ଲିଗ: ହରମନଙ୍କ ନେତୃତ୍ୱରେ ଘୋଷିତ ହେଲା ଭାରତୀୟ ଟିମ, ଓଡିଶାରୁ ୩
ନୂଆଦିଲ୍ଲୀ: ଏଫଆଇଏଚ ହକି ପ୍ରୋ ଲିଗ ୨୦୨୪-୨୫ର ୟୁରୋପିଆନ ଲିଗ ପାଇଁ ଗୁରୁବାର ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ୨୪ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ଅମିତ ରୋହୀଦାସ,…
ଭାରତ ଓହରିଲେ ପିସିବିର କ୍ଷତି ହେବ ୨୨୦ କୋଟି
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଅଶାନ୍ତି କ୍ରିକେଟ ପଡିଆରେ ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେବ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ବନ୍ଦ ହୋଇଯାଇଛି ।…
ବାଂଲାଦେଶ ଗସ୍ତରେ ରାହୁଲ ଯିବା ଏକପ୍ରକାର ନିଶ୍ଚିତ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ ରାହୁଲ ଏବେ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି ।ଚଳିତ ଆଇପିଏଲରେ ସେ ଜବରଦସ୍ତ ଫର୍ମରେ ଥିବା ସହ ବିସ୍ଫୋରକ ବ୍ୟାଟିଂ ଜାରି…
ଅଭିମନ୍ୟୁଙ୍କ ନେତୃତ୍ୱରେ ଇଂଲଣ୍ଡ ଗସ୍ତ ପାଇଁ ଭାରତ ଏ ଦଳ ଘୋଷିତ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତ ଏ ଦଳ କ୍ୟାଟେଂରୀବରି ଓ ନର୍ଥଥାମ୍ପଟନ ବିପକ୍ଷରେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବ । ଏଥିପାଇଁ ଅଭିମନ୍ୟୁ ଈଶ୍ୱରନଙ୍କ…
ଏବେ କିଏ ଭାଙ୍ଗିବେ ସଚିନଙ୍କ ୧୦୦ ଶତକ ରେକର୍ଡ
ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଶତକ ରେକର୍ଡ ଅତୁଟ ରହିପାରେ । କୋହଲି ୮୨ ଶତକ ସହ ତାଙ୍କ ପାଖାପାଖି ହୋଇଛନ୍ତି…