ମାହାଙ୍ଗା ଡବଲ ମର୍ଡର: ପୁଣି ବଢିଲା ପ୍ରତାପ ଜେନାଙ୍କ ଅଡୁଆ

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ଘଟଣା ନେଇ ଏବେ ପୁଣି ବଢିଛି ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ମାମଲାକୁ ପୁଣି ବିଚାର କରିବା ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ ।…

ବିଭିନ୍ନ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ବର: ବିଭିନ୍ନ ଜିଲ୍ଲା ପାଇଁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେପି । ବିଭିନ୍ନ ଜିଲ୍ଲାର ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରୁଛି ।…

ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହେଇଛି ରାଜଧାନୀ ଭୁବନେଶ୍ଵର

ଭୁବନେଶ୍ଵର: ରାତି ପାହିଲେ ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦେଶବ୍ୟାପୀ ଉତ୍ସବର ମାହୋଲ ରହିଥିବାବେଳେ ରାଜଧାନୀ ଭୁବନେଶ୍ଵର ମଧ୍ୟ…

ରାଜନୀତି ପାଇଁ ସୁରଙ୍କ ଘରେ କଳି !

ଭୁବନେଶ୍ବର: ରାଜନୀତି ପାଇଁ ସୁରଙ୍କ ଘରେ କଳି ! ପରିବାର ଦୁଇ ଫାଳ ! ବଡ଼ ଭାଇଙ୍କୁ ମନ୍ମଥଙ୍କ ବଡ଼ ଆକ୍ଷେପ । ନାଁ ନନେଇ ଭାଇଙ୍କୁ କହିଲେ, ଫ୍ରଡ୍ । ଦାଣ୍ଡରେ ପଡି ହାଟରେ ଗଡୁଛି…

ଦିଲ୍ଲୀରେ ଜାରି ହେଲା ବିଜେପିର ସଂକଳ୍ପ ପତ୍ର ପାର୍ଟ-୩

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ରର ପାର୍ଟ – ୩ ଜାରି କରିଛନ୍ତି। ବିଜେପି ପକ୍ଷରୁ ଲଗାତାର ତୃତୀୟ ଥର ପାଇଁ ଏହି…

କେମିତି ବନନ୍ତି ମହିଳା ନାଗା ସାଧୁ? ଅତ୍ୟନ୍ତ କଠିନ ଯାତ୍ରା…

ପ୍ରୟାଗରାଜ: କୁମ୍ଭ ମେଳାର ଆକର୍ଷଣ ପାଲଟିଛନ୍ତି ନାଗା ସାଧୁ । ସେମାନଙ୍କ ବେଶଭୂଷା ଏବଂ ସିଦ୍ଧିକୁ ନେଇ ଅନେକ ଚର୍ଚ୍ଚା ହୁଏ । ଏଥର ମହାକୁମ୍ଭ ପଡିଥିବା ବେଳେ ଅନେକ ମହିଳା ନାଗା…

ଦିଲ୍ଲୀ ଜିତିବ କିଏ…କଣ କହୁଛି ସଟ୍ଟାବଜାର ଭବିଷ୍ୟବାଣୀ ?

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ବଦଳିଲା ଫଲୋଦି ସଟ୍ଟା ବଜାର ଭବିଷ୍ୟବାଣୀ । କିଏ ଜିତିବ ଦିଲ୍ଲୀ ବାଜି? କଣ କହୁଛି ସଟ୍ଟାବଜାର ଆକଳନ? ନୂଆ…

ଗଣତନ୍ତ୍ର ଦିବସରେ କାହିଁକି ହୋଇଥାଏ ପରେଡ ?

ନୂଆଦିଲ୍ଲୀ: ପ୍ରତିବର୍ଷ ୨୬ ଜାନୁଆରୀରେ ବଡ ଧୂମଧାମରେ ଦେଶ ପାଳନ କରେ ଗଣତନ୍ତ୍ର ଦିବସ। ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ସେନା ପକ୍ଷରୁ ଆୟୋଜିତ ହୁଏ ପରେଡ। ହେଲେ ଆପଣ…

ଆଇସିସି ପୁରୁଷ ଟି୨୦ ଟିମ୍ ଅଫ ଦ ଇୟର ବନିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ୨୦୨୪ ଟି-୨୦ ଇଣ୍ଟରନ୍ୟାସନାଲ ଖୁବ୍ ଖାସ ଥିଲା। ଆଇସିସି ଚଳିତ ବର୍ଷର ସର୍ବଶ୍ରେଷ୍ଠ ପୁରୁଷ ଟିମ୍ ଘୋଷଣା କରିଛି।୨୦୨୪ ବର୍ଷରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ…

ଓଡିଶା ସ୍ଥିତି ମଜଭୁତ, ଏବେ ବି ମେଘାଳୟ ୧୨୯ ରନ ପଛରେ

ଶିଲଂ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ମେଘାଳୟ ବିପକ୍ଷରେ ଓଡିଶା ଭଲ ସ୍ଥିତିରେ ରହିଛି । ପ୍ରଭାବୀ ବ୍ୟାଟିଂ ପ୍ରଦର୍ଶନ ପରେ ଓଡିଶାର ବୋଲରମାନେ ଭଲ…